Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁଲ ଇଞ୍ଜେକ୍ସନ ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ତେବେ ପରିବାର ପକ୍ଷରୁ ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଧର୍ମଶାଳା ବ୍ଲକ ଅନ୍ତର୍ଗତ ବନସକଣ୍ଠା ଗ୍ରାମର ଭରତ ଦାସ (୩୦) ନାମକ ବ୍ୟକ୍ତି ଦୁଇ ଦିନ ପୂର୍ବରୁ…

ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ତିନି ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ୱର: ଲାଞ୍ଚ ନେବା ମାମଲାରେ ପୂର୍ବତନ ସହକାରୀ ଇଞ୍ଜିନିୟରଙ୍କୁ ସଶ୍ରମ କାରାଦଣ୍ଡ। ମଙ୍ଗଳବାର ଦିନ ବାଲେଶ୍ୱରର ଏକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଲିଫ୍ଟ ଇରିଗେସନ ଡିଭିଜନର ପୂର୍ବତନ ସହକାରୀ ଯନ୍ତ୍ରୀ (ଏଷ୍ଟିମେଟର) କୁମୁଦ ଚନ୍ଦ୍ର ପ୍ରଧାନଙ୍କୁ ତିନି…

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ…

ଭୁବନେଶ୍ଵର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ। ଯାହା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ପ୍ରାୟ ୫୦ କିମି ଉତ୍ତର-ଉତ୍ତରପଶ୍ଚିମ, ଭବାନୀପାଟଣାର ୯୦ କିମି ପୂର୍ବ ଏବଂ…

କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ, ରାତି ୧୦ଟା ସୁଦ୍ଧା…

କଟକ: କଟକ ସହରରେ ଗଣେଶ ପୂଜା ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବା, ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଏବଂ ଶବ୍ଦ ନିୟନ୍ତ୍ରଣ ସମ୍ପର୍କରେ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କଟକ ଡେପୁଟି ପୋଲିସ କମିଶନର (ଡିସିପି) ଖିଲାରି ଋଷିକେଶ ଜ୍ଞାନଦେଓ କହିଛନ୍ତି ଯେ ସହରର…

ବାଇପାସ୍ ପ୍ରକଳ୍ପକୁ କ୍ୟାବିନେଟ ମୋହର: ଭୁବନେଶ୍ବର-କଟକରେ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ….

ଭୁବନେଶ୍ବର; ଭୁବନେଶ୍ବର-କଟକରେ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ୍ ରୋଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଓଡ଼ିଶାରେ ଏକ ୬ ଲେନ୍ ପ୍ରବେଶ-ନିୟନ୍ତ୍ରିତ ଭୁବନେଶ୍ବର ରିଙ୍ଗ ରୋଡ୍ ନିର୍ମାଣକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପକୁ…

ଯାତ୍ରୀଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା

ଭୁବନେଶ୍ଵର: ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା। ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ଵର-ଦୁବାଇ ବିମାନ ସେବାକୁ ବନ୍ଦ କରି ଦିଆଯିବ। ଆସନ୍ତା ଅକ୍ଟୋବର ୨୪ ତାରିଖରୁ ଏହି ରୁଟରେ କମ୍ପାନୀ ଏହାର ସେବା ବନ୍ଦ କରିବା ନେଇ ସୂଚନା ମିଳିଛି। ଏହି ରୁଟରେ ଆଉ ଯାତ୍ରା ସୁବିଧା ପାଇବେନି ଯାତ୍ରୀ।…

ଦାଦାବଟି ପାଇଁ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ଧିରେ ଧିରେ ପୁରୀ ସହରରେ ବଢି ଚାଲିଛି ଅପରାଧ। ଦାଦାବଟି ପାଇଁ ଅନେକ ସମୟରେ ସହରରେ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକ। ଏମିତିକି ଦାଦାବଟି ପାଇଁ ଜଣେ ସେବାୟତ ମଧ୍ୟ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଶ୍ରୀମନ୍ଦିର ଦରଜୀ ସେବାୟତଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ।…

ଖସିଲା ବିଏମସି ମୁଖ୍ୟାଳୟର ସିଲିଂ…

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ମୁଖ୍ୟାଳୟରେ ମଙ୍ଗଳବାର ସକାଳେ ମେୟରଙ୍କ ଚାମ୍ବର ପାଖରେ ଥିବା ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଯାହା ପରେ ନବନିର୍ମିତ କୋଠାର ସୁରକ୍ଷା ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି ହୋଇଛି। ସତ୍ୟନଗରରେ ଥିବା ବିଏମସି-ICOMC କୋଠା…

ପାର୍ବଣରେ ଦାଦା ବଟିକୁ ନାଁ, ଜୋର ଜବରଦସ୍ତି ଚାନ୍ଦା ଆଦାୟ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ

କଟକ: ପାଖେଇ ଆସିଲାଣି ପାର୍ବଣ। ଏଥିପାଇଁ ପ୍ରସ୍ତୁତ ହେଉଛି ପ୍ରଶାସନ। ପ୍ରତ୍ୟେକ ବର୍ଷ ପାର୍ବଣରେ ଦାଦା ବଟି ଆଦାୟ ହେଉଛି। ଚଳିତ ବର୍ଷ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲକ୍ଷରେ ପ୍ରଶାସନ। ଚଳିତ ଥର ପାର୍ବଣରେ ଜୋର ଜବରଦସ୍ତି ଆଦାୟ କରି ପାରିବେନି ଚାନ୍ଦା। ବିଶୃଙ୍ଖଳା କଲେ ପୋଲିସ ନେବ…

ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ

ଭୁବନେଶ୍ୱର: ରାଜ୍ୟ ସାରା ସ୍କୁଲରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ୩,୧୦,୮୩୯ ଜଣ ନାମ ଲେଖାଇଥିବା ପିଲାଙ୍କୁ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍…