Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଲିମେଳାରେ ଲଗାଣ ବର୍ଷା, ବୁଡ଼ିଲା ଏମଭି ୯୬ ବ୍ରିଜ୍

ମାଲକାନଗିରି: ପୋଲ ଉପରେ ୨ଫୁଟର ପାଣି। ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ବ୍ରିଜ୍। କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ…

ବାଲିପାଟଣା ଯୁବକଙ୍କ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ: ବାପା, ଭାଇ ଜାଳି ଦେଇଥିବା ଅଭିଯୋଗ

ଭୁବନେଶ୍ୱର: ଶେଷରେ ଆଖି ବୁଜିଲେ ବାଲିପାଟଣାର ଜୀବନ ହରିବାକୁ ଉଦ୍ୟମ କରିଥିବା ଯୁବକ। ଗତକାଲି ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ ଟାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ (୪୦)। ପେଟ୍ରୋଲ ନିଆଁରେ…

ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ।…

ଢେଙ୍କାନାଳରେ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଅଟକ ପରେ ତଦନ୍ତ ଜାରି

ଢେଙ୍କାନାଳ: କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୁକ୍ତ ଜଣକ ଆଶ୍ରମର ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିଛି। ମହିଳା ଜଣଙ୍କ…

ପାତ୍ରପଡ଼ା ହିଟ୍‌ ଆଣ୍ଡ୍ ରନ୍‌ ଘଟଣାରେ ୨ ଗିରଫ; ଏବେ ବି ଥାର୍ ଚାଳକ…

ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ବନ୍ଧା ହେଲେ ୨ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ହେଲେ ଗଙ୍ଗାପଡ଼ାର ଅଙ୍କିତ ଓ ପେଣ୍ଠକଟାର କୃଷ୍ଣ ଚନ୍ଦ୍ର ପ୍ରଧାନ । ଅଙ୍କିତ ସାହୁ ଦୁର୍ଘଟଣା ଦିନ ସ୍କର୍ପିଓ ଗାଡ଼ିରେ ଥିଲେ । ୨ ଅଭିଯୁକ୍ତକୁ ଗିରଫ କରିଛି…

ଇସ୍କନର ମନମାନି ଆଉ ଚଳିବ ନାହିଁ; ଏନେଇ ଗୋବର୍ଦ୍ଧନ ମଠରେ ଗୁରୁତ୍ବପୂର୍ଣ୍ଣ ବୈଠକ…

ପୁରୀ:ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ କାଉଣ୍ଟର ପାଇଁ ବଡ ପ୍ରସ୍ତୁତି । ଇସ୍କନର ମନମାନୀ ପ୍ରସଙ୍ଗକୁ ନେଇ ଗୋବର୍ଦ୍ଧନ ମଠ ପରିସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଗଜପତି ମହାରାଜ ଓ ଶ୍ରୀ…

କାର୍ଯ୍ୟରେ ଅବହେଳା ନେଇ ଆକ୍ସନ, ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ

ପୁରୀ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଇଆଇସି ସସପେଣ୍ଡ। ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ଆଇଆଇସି ରାଜେଶ ବଳିଆରସିଂଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ୱାଇ. ବି ଖୁରାନିଆ। କାର୍ଯ୍ୟରେ ଅବହେଳା ନେଇ ଆକ୍ସନ ନେଲେ ଡିଜି। କୋରାପୁଟ ଜିଲ୍ଲା ଜୟପୁର ଥାନାରେ ସେ ସବ ଇନିସ୍ପେକ୍ଟର ଥିବା ବେଳେ…

ଅଟୋମେସନ୍ ହେବ ଟ୍ରାଫିକ୍‌ ବ୍ୟବସ୍ଥା, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ସମ୍ବଲପୁର: ଏଣିକି ଅମାନିଆ ହେବେ ସାବାଡ। ଏଥର ଅଟୋମେସନ୍ ହେବ ଟ୍ରାଫିକ୍‌ ବ୍ୟବସ୍ଥା। ଆଗକୁ ଟ୍ରାଫିକ୍‌ ସମସ୍ୟାର ହେବ ସମାଧାନ। ଏନେଇ ପୋଲିସ ଲଗାଉଛି ଟ୍ରାଫିକ୍‌ ଲାଇଟ୍। ସମ୍ବଲପୁରରେ ବ୍ୟବସ୍ଥିତ ହେବ ଟ୍ରାଫିକ ବ୍ୟବସ୍ଥା। ମାନବ ବିହୀନ ହେବ ଟ୍ରାଫିକ୍‌ ପରିଚାଳନା। ଟ୍ରାଫିକ୍‌ ପୋଷ୍ଟ…

ଅସଦାଚରଣ ଓ ନିର୍ଯାତନା ଅଭିଯୋଗ: ଭିସୁଟର ଦୁଇ ଅଧ୍ୟାପକ ନିଲମ୍ବିତ

ସମ୍ବଲପୁର: ଭିସୁଟର ୨ ପ୍ରଫେସର ନିଲମ୍ବିତ। ସେମାନଙ୍କ ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ଉଭୟ ନିମ୍ବିତ…

ଦୟାନଦୀରେ ବୁଡ଼ିଗଲେ ଅଷ୍ଟମ ଶ୍ରେଣୀର ୨ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି ।ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ବୁଡ଼ି ଯାଇଥିଲେ ଦୁଇ ଛାତ୍ର । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।…