Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲ୍ ଅଧୀକ୍ଷକ ନାଁରେ ଅଭିଯୋଗ; ମହିଳା କଏଦୀଙ୍କ ସୁନା ଅଳଙ୍କାର ଫେରାଉ ନଥିବାରୁ ଏତଲା

କଟକ: ଚୌଦ୍ଵାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ଥାନାରେ ମାମଲା । ମହିଳା କଏଦୀଙ୍କ ସୁନା ଗହଣା ନେଇଗଲେ ଜେଲ୍ କର୍ତ୍ତୃପକ୍ଷ । ଏପରି ଅଭିଯୋଗ ଆଣିଛନ୍ତି ମାହାଙ୍ଗା ଥାନା ଅଞ୍ଚଳର ଇତିଶ୍ରୀ ମହାନ୍ତି । ଏକ ମାମଲାରେ ମହିଳା ଜଣଙ୍କ ବିଚାରଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ ତାରିଖରେ…

ଆଠଜଣଙ୍କୁ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ ସୃଜନ ପୁରସ୍କାର

ଭଦ୍ରକ: ପୂର୍ବୋତ୍ତର ଓଡ଼ିଶାର ସର୍ବବୃହତ ତଥା ଏକମାତ୍ର ଦ୍ୱିଦିବସୀୟ ସାହିତ୍ୟ ଉତ୍ସବ ‘ସାଳନ୍ଦୀ ସାହିତ୍ୟ ସଙ୍ଗମ’ର ସୃଜନ ପୁରସ୍କାର ଚଳିତ ବର୍ଷ ପାଇଁ ଘୋଷିତ ହୋଇଛି। ଭୁବନେଶ୍ୱରରେ ଅବସ୍ଥାପିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ’ ପକ୍ଷରୁ ଭଦ୍ରକଠାରେ ବିଗତ ତିନିବର୍ଷ ଧରି ଆୟୋଜିତ…

Accident: ୨ ବାଇକ୍ ମୁହାଁମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

କୋରାପୁଟ: ଦୁଇ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ହୋଇଥିବା ଜଣାପଡିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି-ଅମ୍ପାବାଲି ରାସ୍ତାର ପେଟୁରୁ ଛକ ନିକଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇ ବାଇକ ମୁହାଁମୁହିଁ…

Murder: ଜମିବାଡି ବିବାଦରୁ ହତ୍ୟା; ପୁଅକୁ ଛୁରି ଭୁସିଦେଲା ବାପା

ଢେଙ୍କାନାଳ:କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ପୁଅକୁ ଛୁରି ଭୁସି ହତ୍ୟା କଲା ବାପା । ପାରିବାରିକ କଳହରୁ ନିଜର ଜନ୍ମିତ ପୁଅକୁ ଛୁରୀ ଭୁସି ହତ୍ୟା କରିଛି ବାପା । ମୃତକ ହେଲେ କ୍ଷୀରୋଦ ସାହୁ(୨୬)। ହତ୍ୟାକାରୀ ବାପା ବିଭୁତି ସାହୁ(୫୫)। ଜମିବାଡି ବିବାଦକୁ ନେଇ…

ମଣ୍ଡପରେ ଚାଲିଥିଲା ସଙ୍ଗୀତ ସେରେମୋନୀ, ୩.୫ ଲକ୍ଷ ନଗଦ ନେଇ ଛୁ…

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳର ଏକ ହୋଟେଲରେ ଜାନୁଆରୀ ୫ ତାରିଖରେ ଚାଲିଥିବା ଏକ ସଙ୍ଗୀତ ସମାରୋହରେ କିଛି ଚୋର କନ୍ୟାଙ୍କ ଉପହାର ବ୍ୟାଗରୁ ୩.୫ ଲକ୍ଷ ଟଙ୍କା ନେଇଯାଇଛନ୍ତି। କନ୍ୟାଙ୍କ ପିତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ଟଙ୍କା ଥିବା ବ୍ୟାଗଟିକୁ ତଳେ ରଖି କିଛି ସମୟ…

BJD: ବିଜେଡିରୁ ନିଲମ୍ବିତ ହେଲେ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ପୁରୀ: ବିଜେଡିରୁ ନିଲମ୍ବିତ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ରାଜ୍ୟ ବିଜେଡି ମୁଖ୍ୟାଳୟ ଉପସଭାପତି ପ୍ରତାପ ଜେନା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସରୋଜିନୀଙ୍କୁ…

ମର୍ମନ୍ତୁଦ ଦୁର୍ଘଟଣା; ଦୁଇ ମୃତ, ୫ ଗୁରୁତର, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂର ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଣେ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ବିଶାଖାପାଟଣା ନେଉଥିବା ସମୟରେ ଆନ୍ଧ୍ର ପ୍ରଦେଶର ନନ୍ଦିଗାମ ଜାତୀୟ ରାଜପଥରେ ଏହି…

ଯୁବକଙ୍କ ହତ୍ୟା ଘଟଣାରେ ୫ ନାବାଳକ ଅଟକ

ଝାରସୁଗୁଡ଼ା: ପ୍ରାୟ ଏକ ସପ୍ତାହ ପୂର୍ବେ ରୂପା ଚେନ୍ ଚୋରି ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ହତ୍ୟା ଘଟଣାରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ୫ ଜଣ ନାବାଳକଙ୍କୁ ଅଟକ ରଖିଛି। ମୃତକଙ୍କ ନାମ ସାହିଲ ସାହିସ। ସେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁରର ବାସିନ୍ଦା। ସେ ଫେବୃଆରୀ ୧ରେ ନିଖୋଜ…

ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର: ହାଇକୋର୍ଟ

କଟକ: ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର। ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ କହିଛନ୍ତି। ଜଷ୍ଟିସ ମାନସ…

ଅସନ୍ତୋଷ ଝାଡିଲେ ସୋଫିଆ, କହିଦେଲେ ଏପରି କଥା..

କଟକ: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ବିଧାୟିକା ସୋଫିଆ କଡା ମନ୍ତବ୍ୟ ଦେଇଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। କହିଲେ କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି। ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ…