Latest Odisha News

BREAKING NEWS

Browsing Category

ଓଡିଶା

Odisha

ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ବିଜେପିର କାଉଣ୍ଟର

ଭୁବନେଶ୍ୱର: କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ବିଜେପି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି କାଉଣ୍ଟର…

କଂଗ୍ରେସରେ ସାମିଲ ହେଲେ ବିଜେଡି ନେତା ମହେଶ ନିଆଲ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇପଡ଼ିଥିଲା ବେଳେ ଓଡ଼ିଶାରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯେଉଁଠାରେ ନଭେମ୍ବର ୧୧ ତାରିଖରେ ଉପ-ନିର୍ବାଚନ ହେବାକୁ ଯାଉଛି। ଅପରପକ୍ଷରେ ଗୁରୁବାର ଦିନ ପୂର୍ବତନ ନୂଆପଡା ଏନଏସି…

କଟକ ଦଶହରା ଭସାଣୀରେ ଗଣ୍ଡଗୋଳ ଘଟଣା, ଆଉ ୩ ଗିରଫ

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି…

ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା

ଭୁବନେଶ୍ୱର: ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ମିଳିବ। ସେହିପରି…

୧୯ ଓପିଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: କଟକ ସଂଘର୍ଷ ଏବଂ ବ୍ରହ୍ମପୁରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ନିର୍ମମ ହତ୍ୟା ପରେ ଓଡ଼ିଶା ସରକାର ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀରରେ ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟରତ ଆଲୋକ କୁମାର ଜେନାଙ୍କୁ…

Nuapada Bypoll:ପ୍ରକାଶ ପାଇଲା ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡ଼ା: ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପ ନିର୍ବାଚନ । ସବୁ ରାଜନୈତିକ ଦଳ ଉପସ୍ଥିତିରେ ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ଦାବି ପୂରଣ ନହେଲେ ପୁଣି ହେବ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ। ୨୦୦୮ ରୁ ୨୦୧୮ ସରକାରୀ ଅନୁଦାନ ନିମନ୍ତେ ଏହି ସାମ୍ବାଦିକ ସମ୍ମିଳନୀ ଗୋଦାବରୀଶ ସାହିତ୍ୟ ସାଂସଦ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ବେସରକାରୀ ଅନୁଦାନପ୍ରାପ୍ତ ଏବଂ…

Weather Update: ୧୦ରେ ଆଉ ଏକ ଘୂର୍ଣ୍ଣିବଳୟ, ୩ଦିନ ଏହିସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ। ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା। ବିଶେଷକରି ଉପକୂଳ ଓ…

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅଘଟଣ;ବଜ୍ରପାତରେ ଜଳିଗଲା ପତାକା,ପହଞ୍ଚିଛି ASI ଟିମ୍‌

ଭୁବନେଶ୍ବର: ବଜ୍ରପାତରେ ପୋଡ଼ିଗଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ପତାକା । କେବଳ ପତାକା ନୁହେଁ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଗୁରୁବାର ASI…

Nuapada Bypoll: ନୂଆପଡାରେ କାହା ନାଁରେ ମୋହର ମାରିବ ବିଜେପି?, କୋର ବୈଠକରେ ହୋଇପାରେ ନିଷ୍ପତ୍ତି…

ନୂଆପଡା: ଉପନିର୍ବାଚନ ପୂର୍ବରୁ ତୀବ୍ର ହୋଇଛି ରାଜନୈତିକ କସରତ । ନମେମ୍ବର ୧୧ରେ ମଇଦାନରେ ବାଜିମାତ୍ କରିବାକୁ ଚାଲିଛି ପ୍ରସ୍ତୁତି । ୩ ପ୍ରମୁଖ ଦଳ ନୂଆପଡା ଗଡ ନିଜ ନାଁରେ କରିବାକୁ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି । ଏହାରି ଭିତରେ କଂଗ୍ରେସ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ…