Latest Odisha News

BREAKING NEWS

Browsing Category

ଓଡିଶା

Odisha

କିମ୍ସରେ ୨.୭ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ଉଦାହରଣ ସୃଷ୍ଟି କରିଛି। ଶିଶୁର ଯକୃତରେ…

ରାୟଗଡ଼ା ପୌରସଂସ୍ଥା ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ…

ରାୟଗଡ଼ା: ରାୟଗଡ଼ା ପୌରପାଳିକା ଉପାଧ୍ୟକ୍ଷ ପଦ ବଜାୟ ପାଇଁ ବିଜେଡିର କସରତ। ହସ୍ତକ୍ଷେପ କରି ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୌର ଉପାଧ୍ୟକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ନେଇ କଡ଼ା ନିର୍ଦ୍ଦେଶ। ଆସନ୍ତାକାଲି ଅନାସ୍ଥା ବିପକ୍ଷରେ ଭୋଟ ଦେବାକୁ ଦଳୀୟ କାଉନସିଲରଙ୍କୁ…

Cuttack Bali Yatra: ବାଲିଯାତ୍ରା ଗ୍ରାଉଣ୍ଡ୍‌ ‘ନୋ ଡ୍ରୋନ୍‌ ଜୋନ୍‌’ ଘୋଷଣା

କଟକ: କଟକ ବାଲିଯାତ୍ରା ଗ୍ରାଉଣ୍ଡକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ । ନଭେମ୍ବର ୧ରୁ ୧୫ ତାରିଖ ମଧ୍ୟରେ ଏହି କଟକଣା ରହିବ। ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ କଟକଣା ଜାରି ହୋଇଛି। ସେହିପରି ପାରା ଗ୍ଲାଇଡର୍ସ, ପାରା…

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ‘ସ୍କୁଲ ଅଫ ମେରିଟାଇମ୍ ଷ୍ଟଡିଜ୍’ ଉଦଘାଟିତ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ନିଜର ଦକ୍ଷତା ଓ ନବୀନତା ଯାତ୍ରାରେ ଆଉ ଗୋଟିଏ ପାଦ ଆଗେଇ ଜଟଣି କ୍ୟାମ୍ପସରେ ସ୍କୁଲ ଅଫ ମେରିଟାଇମ୍ ଷ୍ଟଡିଜର ସ୍ଥାପନ କରିଛି। ଜୟନ୍ତ ଚୌଧୁରୀ, ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ (ସ୍ୱତନ୍ତ୍ର ପ୍ରଭାରୀ) ଏବଂ ଶିକ୍ଷା…

ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଜଙ୍ଗଲପାଡୁ ସୀମାନ୍ତ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ, ଅନେକ ଗୁରୁତର ହୋଇଥିବା ସୂଚନା । ମୃତକମାନେ ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଅଂଚଳର ଶ୍ରମିକ। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍‌ପିଟାଲରେ…

ରାଜଧାନୀରେ ବୁଲିଲା ବୁଲଡୋଜର, ବସ୍ତି ଅଞ୍ଚଳରୁ ହଟିଲା ରାସ୍ତାକୁ ମାଡି ବସିଥିବା ଦୋକାନ

ଭୁବନେଶ୍ୱର: ରାଜଧାନୀରେ ବୁଲିଲା ବୁଲଡୋଜର। ଭୁବନେଶ୍ବର ଖାରବେଳନଗର ବସ୍ତି ଅଞ୍ଚଳରେ ବୁଲିଲା ବୁଲଡୋଜର। ୟୁନିଟ ୩ ଶ୍ରୀୟା ଛକରୁ ବ୍ଲାଇଣ୍ଡ ସ୍କୁଲ ରାସ୍ତାରେ ବିଏମସି ପକ୍ଷରୁ ବଡ଼ ଧରଣର ଉଛେଦ ଚାଲିଛି । ଖାରବେଲ ନଗର ଥାନା ପୋଲିସ, ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ଓ ବରିଷ୍ଠ ଅଧିକାରୀଙ୍କ…

୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଅଧିକାରୀ

କଟକ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଗଞ୍ଜାମ ବେଲଗୁଣ୍ଠା ଏନଏସି ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ନେଉଥିବାବେଳେ, ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ଏହି କାମ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସୂଚନା ମୁତାବକ,…

ଟ୍ୱିନ ସିଟିରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜଧାନୀରେ ଛେଚୁଛି ବର୍ଷା; ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ। ୪୫ ମିନିଟ୍‌ ହେଲା ଜୋରଦାର ବର୍ଷା। ରାସ୍ତାରେ ଲହଡ଼ି ମାରୁଛି ବର୍ଷା ପାଣି। ଯିଏ ଯେଉଁଠି ସେଇଠି, ଯାତାୟାତ ଠପ୍‌। ହଠାତ ଭୁବନେଶ୍ୱରରେ ମାଡି ଆସିଲା ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି । ବୁଧବାର…

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବୈଠକରେ ନିଆଗଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେଗୁଡିକ…

ଗୁଣୁପୁରରେ ଫୁଟିଲା ଗୁଳି; ଜଣେ ମୃତ

ଗୁଣୁପୁର: ବ୍ରହ୍ମପୁର ପରେ ରାୟଗଡା ଜିଲ୍ଲାର ଗୁଣୁପୁରରେ ଫୁଟିଲା ଗୁଳି । ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଆନ୍ଧ୍ର-ଓଡିଶା ସୀମାନ୍ତ ରାମନାଗୁଡ଼ା ବ୍ଲକର ଶିକଲା ପାହାଡ଼ ଉପରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର…