Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଜିଲ୍ଲାରେ ପ୍ରବଳ ବର୍ଷା; ଚିନ୍ତା ବଢ଼ାଉଛି ବୈତରଣୀ ଜଳସ୍ତର

ଭୁବନେଶ୍ୱର: ଓଡ଼ିଶାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଝଡ଼ବର୍ଷା ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି। ମଧ୍ୟାହ୍ଣ ବୁଲେଟିନ ଅନୁସାରେ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଭାଗରେ ଏକ ଘୂର୍ଣ୍ଣିବଳୟ ଏବଂ ଶ୍ରୀଗଙ୍ଗାନଗର, ରୋହତକ, ବନ୍ଦା, ସିଦ୍ଧି,…

ଏହି ଗାଁରେ ଜଣ୍ଡିସ୍ ଆତଙ୍କ; ୫ଦିନରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ,ପାଣି ନମୁନା ସଂଗ୍ରହ

ଜଗତସିଂହପୁର:ରାଜ୍ୟର ବିଭିନ୍ନ ଜିଲାରେ ଝାଡ଼ାବାନ୍ତି ପରେ ଏବେ ଜଣ୍ଡିସ୍ ରୋଗ ବ୍ୟାପିଲାଣି । ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଦଣ୍ଡାସାହି ଗାଁରେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୫ ଦିନରେ ୪୦ରୁ ଊର୍ଦ୍ଧ୍ବ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ…

୫ ଆଇଏଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଆଇଏଏସ୍ କ୍ୟାଡରରେ ଏକ ଛୋଟ ପ୍ରଶାସନିକ ଅଦଳବଦଳ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାଞ୍ଚ ଜଣ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନୀଲ…

ଆଇସିସି କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର: ICC କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଇସିସି…

ଯନ୍ତ୍ରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇଦେଲେ ପିଅନ

ଗଜପତି: ମରିଗଲା ମାନବିକତା। ଜଣେ ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ପିଆଇ ଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏଭଳି ଲଜ୍ଜାଜନକ ଏବଂ ଅମାନବୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (RWSS) ବିଭାଗରୁ ଆସିଛି।…

୫୦ ଦିନରେ ଓଡିଆ ଫିଲ୍ମ ଅନନ୍ତା

ଭୁବନେଶ୍ୱର : ବଢୁଛି ଓଡିଆ ଫିଲ୍ମର ଚାହିଦା । ଧିରେ ଧିରେ ଦର୍ଶକ ଓଡିଆ ଫିଲ୍ମ ଦେଖିବାକୁ ସିନେମା ହଲକୁ ଆସୁଛନ୍ତି । ବିନା ଦ୍ୱିଧାରେ ଟିକେଟ କାଟି ଫିଲ୍ମର ବେସ ମଜା ନେଇଛନ୍ତି ସମସ୍ତେ । ଦର୍ଶକଙ୍କ ଚାହିଦା ଦେଖି କଳାକାର ଓ ଫିଲ୍ମ ନିର୍ମାତା ମାନେ ବେସ ଖୁସି ହୋଇଛନ୍ତି । ନିକଟରେ ୫୦…

ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ; ୧୦ ଲକ୍ଷ ଫାଇନ୍ ଗଣିଲେ ବସ୍ ମାଲିକ

କଟକ: ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ। ଘରୋଇ ବସ୍‌କୁ ମୋଟା ଫାଇନ୍। ଘରୋଇ ବସ୍‌କୁ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆର୍‌ଟିଓ। ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୧୦ ଲକ୍ଷ ଫାଇନ୍। ଶିବଶଙ୍କର ବସ୍‌ ମାଲିକ ଗଣିଲେ ପାଖାପାଖି ୧୦ ଲକ୍ଷ ଟଙ୍କାର ଫାଇନ୍‌ ।…

ଝାରସୁଗୁଡ଼ା ବିଜେପି ବିଧାୟକଙ୍କ ଘରେ ଚୋରି: ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ!

ରାଉରକେଲା: ବିଜେପି ନେତା ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଘରେ ଚୋରି। ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ। ଘଟଣା ଘଟିଛି ଜୁଲାଇ ୨୯ ତାରିଖରେ। ସ୍ଥାନ ରାଉରକେଲା ସ୍ଥିତ ଶାନ୍ତି ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୨୦୫। ବିଧାୟକ ସେତେବେଳେ ଘରେ ନ ଥିଲେ। ଅଜଣା…

ଜ୍ୱର ପାଇଁ ଆସିଥିବା ଶିଶୁକୁ ଦିଆଗଲା କୁକୁର କାମୁଡ଼ା ଇଞ୍ଜେକସନ, ଡାକ୍ତରଙ୍କ ଅବବେଳାକୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପ-ଖଣ୍ଡ ହସ୍ପିଟାଲରେ ଗୁରୁତର ଚିକିତ୍ସା ଅବହେଳା। ଜ୍ୱର ପାଇଁ ଆସିଥିବା ଜଣେ ଶିଶୁକୁ ଭୁଲରେ ଦିଆଗଲା କୁକୁର କାମୁଡ଼ା ଇଞ୍ଜିକେସନ। ଏହି ଘଟଣା ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ଉପରେ ଉଠାଇଛି ପ୍ରଶ୍ନ। ଜଗନ୍ନାଥପୁରର ଜଣେ ମହିଳା ଏହି ଅଭିଯୋଗ କରିଛନ୍ତି।…

ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପଞ୍ଜୀକରଣରେ ବାଧକ ସାଜିଛି ଆଇ ସ୍କାନର୍। ରାଜ୍ୟର ୧୬ ଜିଲ୍ଲାରେ ଆଇ ସ୍କାନର୍ ମେସିନ୍ ନଥିବାରୁ ଚାଷୀ ହଇରାଣ ହେଉଛନ୍ତି। ୧୬ ଜିଲ୍ଲା ପାଇଁ ୯୭୯ ଆଇ ସ୍କାନର୍ ମେସିନର ଆବଶ୍ୟକତା ରହିଛି। ତୁରନ୍ତ ଆଇ ସ୍କାନର୍ ଯୋଗାଇ ଦେବାକୁ ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ…