Latest Odisha News

BREAKING NEWS

Browsing Category

ଓଡିଶା

Odisha

ହକି ଖେଳାଳିଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ପ୍ରଶିକ୍ଷକ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ନାବାଳିକା ଖେଳାଳିଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର ଦିନ ତିନି ଜଣ ହକି ପ୍ରଶିକ୍ଷକଙ୍କୁ ଗିରଫ କରାଯାଇଛି। ତିନି ଜଣ ପ୍ରଶିକ୍ଷକ ହେଲେ ସାର୍ଥକ ମହାନ୍ତି, ସନ୍ଦୀପ ସ୍ୱାଇଁ ଏବଂ ସାଗର ନାୟକ। ସମସ୍ତେ ଯାଜପୁର ଟାଉନରେ ଥିବା ଓଡ଼ିଶା ନାଭାଲ ଟାଟା…

ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ ଜିଲ୍ଲା ସଦର…

ଗୁରୁ ନାଁରେ କଳଙ୍କ! ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା…

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ…

ଅଷ୍ଟମ ଶ୍ରେଣୀ ବହିରୁ ‘ପାଇକ ବିଦ୍ରୋହ’ ବିଷୟ ବାଦ୍‌: କ୍ଷୋଭ ପ୍ରକାଶ କଲେ ନବୀନ, ସ୍ପଷ୍ଟୀକରଣ ଦେଲା…

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ 'ପାଇକ ବିଦ୍ରୋହ' ବାଦ୍‌ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟିକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ନିନ୍ଦା। ବିଜେଡି ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ଏନସିଇଆରଟି ଉପରେ…

ନାଣ୍ଡୁ ବାବୁଙ୍କ ଯାତ୍ରାମଞ୍ଚରେ ଅଜଗର ସାପ

ପୁଣିଥରେ ଅଡୁଆରେ ଫସିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଯାତ୍ରା ପାର୍ଟିରେ ସେ ବିବାଦୀୟ ମାଲିକ ଭାବେ ବେସ ପରିଚିତ । କୌଣସି ନା କୌଣସି କାରଣକୁ ନେଇ ସେ ସବୁବେଳେ ଭିନ୍ନ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣିଥରେ ବିବାଦ ଘେର ଭିତରକୁ ଫସିଯାଇଛନ୍ତି ନାଣ୍ଡୁବାବୁ ।…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଗିରଫ, ସାଙ୍ଗର ଜନ୍ମଦିନକୁ ଯାଇ ନିଖୋଜ ଥିଲେ ପୀଡିତା

ମାଲକାନଗିରି: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଟ୍ରକ୍‌ ଡ୍ରାଇଭର ସମେତ ୪ ଅଭିଯୁକ୍ତ ଗିରଫ। ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହେଲେ ୪ ଅଭିଯୁକ୍ତ। ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା। ବିଜାଘାଟି ନିକଟରୁ…

ସବୁ ଗ୍ରାମ ପଞ୍ଚାୟତରେ ହେବ ଆୟୁଷମାନ ଆରୋଗ୍ୟ ମନ୍ଦିର…

ଭୁବନେଶ୍ବର: ତଳ ସ୍ତରରେ କିଭଳି ସ୍ବାସ୍ଥ୍ୟ ସେବା ପହଞ୍ଚିବ । ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କଟକ ଏସସିବି ଓ ଭୁବନେଶ୍ବର କ୍ୟାପିଟାଲ ହସ୍ପପିଟାଲ ଭଳି ବଡ଼ ଡାକ୍ତରଖାନାଗୁଡ଼ିକରୁ ଚାପ କମାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବଡ ପଦକ୍ଷେପ ନେଇଛି । ଏନେଇ ଆଗକୁ ସବୁ ଗ୍ରାମ…

ପାଣ୍ଡ୍ରାରେ ଅଢେଇ ଏକର ଜମି ଜବରଦଖଲ ଉଚ୍ଛେଦ ଆରମ୍ଭ; ଦିନକରେ ଖାଲି ହେଲା ୨୦୦ ଡିସିମିଲ ଜମି

ଭୁବନେଶ୍ୱର: ଭୁବନେଶ୍ବର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡ୍ରା ମୌଜାରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ଦୀର୍ଘଦିନ ଧରି 2 ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମିକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମାଡ଼ି ବସି ଘର, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଛିଡ଼ା କରିଥିଲେ ତେବେ ଆଜି (ସୋମବାର)…

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି

ଭୁବନେଶ୍ୱର: ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି। ସୂଚନା ଦେଲେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା। ଖଣି ନିଲାମ ନେଇ ଶେଷ ପର୍ଯ୍ୟାୟରେ ଚାଲିଛି ପ୍ରସ୍ତୁତି। ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ। ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି। ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି…