Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମିଜମା ମାମଲାରେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ 

ଭୁବନେଶ୍ୱର: ଭଦ୍ରକ ଧାମନଗର ତହସିଲ ଅନ୍ତର୍ଗତ ରାଧାବଲ୍ଲଭପୁରର ରାଜସ୍ୱ ନିରୀକ୍ଷକ (ଆରଆଇ) ନଗେନ୍ଦ୍ର କୁମାର ଦାସ ବୁଧବାର ଦିନ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଏହା ଲାଞ୍ଚ ମୂଲ୍ୟର ଦ୍ୱିତୀୟ କିସ୍ତି ଥିଲା। ତେବେ ଅଗଷ୍ଟ ୩ ତାରିଖରେ…

ପ୍ରଥମ ଥର: ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା

ଭୁବନେଶ୍ୱର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ମା'ଙ୍କ ମେଢ଼କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଢ଼େଙ୍କାନାଳ ଜିଲ୍ଲାର ମୋଟ୍ ୩୮ଟି ମେଢ଼କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରା ସାହୁଙ୍କୁ ହତ୍ୟା: ମନ୍ତ୍ରୀ

ଭୁବନେଶ୍ୱର: ନିଲମ୍ବିତ ପୋଲିସ କନେଷ୍ଟବଳ ଦୀପକ ରାଉତ ତାଙ୍କ ଦ୍ୱିତୀୟ ପତ୍ନୀ ତଥା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ୨୦ ଲକ୍ଷ ଟଙ୍କା ପାଇଁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୁଧବାର ଦିନ ଓଡ଼ିଶା ବିଧାନସଭାରେ କହିଛନ୍ତି।…

ହୀରାକୁଦ ଉପରମୁଣ୍ଡରେ ଜାରି ରହିଛି ବର୍ଷା, ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ବର: ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ପୁଣି ଆଗକୁ ଯୋଡା ଲଘୁଚାପ ସୃଷ୍ଟି ହେବା ନେଇ ସୂତନା ଦେଇଛି ପାଣିପାଗ ବିଭାଗ । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ବନ୍ୟା…

ସୀମାନ୍ତରେ ଗୁଳିବିନିମୟ: ୩ ମାଓବାଦୀ ନିହତ, ୭୧ ଜଣଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର: ଭୁଶୁଡ଼ୁଛି ମାଓଗଡ଼। ଛତିଶଗଡ଼ର ଦାନ୍ତେୱାଡା ପୋଲିସକୁ ବଡ଼ ସଫଳତା। ପୁଣି ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୭୧ ମାଓବାଦୀ। ଦାନ୍ତେୱାଡା ଏସପିଙ୍କ ନିକଟରେ ୭୧ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏହି ୭୧ ମାଓବାଦୀଙ୍କ ମଧ୍ଯରେ ୩୦ କ୍ଯାଡର ଥିବା ଜଣାଯାଇଛି। ଗତ ୨୦ ମାସରେ…

ଆମେ ସବୁ ସବଡିଭିଜନରେ ଶୀତଳ ଭଣ୍ଡାର କରିବୁ: କୃଷିମନ୍ତ୍ରୀ

ଭୁବନେଶ୍ବର: ସାର ଓ ଶୀତଳ ଭଣ୍ଡାରକୁ ନେଇ ଏବେର କୃଷିମନ୍ତ୍ରୀ ଓ ପୂର୍ବତନ କୃଷିମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିଲେଯେ, ଯେଉଁ ସରକାର ସାର ଯୋଗାଇ ପାରିଲେନି ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ? ଏହାର ଉତ୍ତରରେ…

କେନ୍ଦ୍ର ଉଠାଉନି ରାଜ୍ୟ ଚାଉଳ, ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି। ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ…

Weather Update: ରାଜ୍ୟରେ ପ୍ରବଳ ବର୍ଷା ଜାରି, ସମ୍ୱଲପୁରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଆସନ୍ତାକାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ଅବପାତରେ…

୩ କୋଠା, ୭ ପ୍ଲଟ; ମହାକାଳପଡ଼ା ତହସିଲଦାରଙ୍କ ଆୟ ବହିର୍ଭୁତ ସମ୍ପତି ଠାବ…

ଭୁବନେଶ୍ୱର: ମହାକାଳପଡ଼ା ତହସିଲଦାର ସିବା ମଲ୍ଲିକଙ୍କ ଉପରେ ଚଢାଉ ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ତିନୋଟି ବହୁତଳ କୋଠା ଏବଂ ସାତଟି ପ୍ଲଟ୍ ଠାବ କରିଛନ୍ତି। ସେ ୨୦,୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ। ୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ, ୧.୫୪ ଲକ୍ଷ ଟଙ୍କା…

ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ମହିଳା କଂଗ୍ରେସର ଠେଲାପେଲା, ଉଠେଇ ନେଲା ପୋଲିସ

ଭୁବନେଶ୍ୱର: ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ। ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ଠେଲାପେଲା। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ। ଲୋୟର୍ ପିଏମ୍‌ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଘେରାଉ ଉଦ୍ୟମ କରିବା ବେଳେ କିଛି…