Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ମହିଳା କଂଗ୍ରେସର ଠେଲାପେଲା, ଉଠେଇ ନେଲା ପୋଲିସ

ଭୁବନେଶ୍ୱର: ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ। ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର୍ ପିଏମ୍‌ଜିରେ ଠେଲାପେଲା। ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ। ଲୋୟର୍ ପିଏମ୍‌ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ ଘେରାଉ ଉଦ୍ୟମ କରିବା ବେଳେ କିଛି…

ଦଳ ଦ୍ୱାରା ପରିଚାଳିତ ନିର୍ବାଚନ ପ୍ରକ୍ରିୟା ନିୟମାନୁମୋଦିତ ନଥିଲା, ଯାହା ଗଣତନ୍ତ୍ର ପ୍ରତି ଅପମାନ: ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବନ ପରେ ପୁଣି ବର୍ଷିଲେ ଶ୍ରୀମୟୀ ମିଶ୍ର। ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଲେଖିଲେ ଗଣତନ୍ତ୍ରର ଅପମାନ। । ଫେସ୍‌ବୁକ୍‌ରେ ପୋଷ୍ଟ କରି କହିଲେ,"ଯେତେବେଳେ ଆମେ ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍ ଦେଉ, ଆମେ ଏକ ଭୋଟର ଆଇଡି ଏବଂ ଏକ ଏପିକ୍ ନମ୍ବର ଆବଶ୍ୟକ କରୁ ।…

ଖିଲିଖିଲି ହସିଲାଣି କାଶତଣ୍ଡି: ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ମା’ ଦୁର୍ଗା

ଭଦ୍ରକ: ଶରତର ଆଗମନରେ ସଜେଇ ହେଲାଣି ଗାଁ ଠୁ ସହର । ଏବେ ଧରାପୃଷ୍ଠକୁ ଆଗମନ କରିବେ ଜଗତ ଜନନୀ ଦେବୀ ଦୁର୍ଗା । ଶିଳ୍ପୀର ତୁଳୀ ଚଳଚଞ୍ଚଳ ହୋଇଛି । ଶିଳ୍ପୀର ଶେଷ ସ୍ପର୍ଶକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ମହୁରିଆ ତାର ମହୁରିକୁ ଫୁଙ୍କିବା ଆଗରୁ ପରଖୁଛି ନିଜର ସୁରିଲା ତାଳକୁ । ଢୋଲିଆ…

ପ୍ରସିଦ୍ଧ ଓଡ଼ିଆ ଲେଖକ ନଗେନ୍ଦ୍ର ମହାନ୍ତିଙ୍କ ୯୫ ବର୍ଷ ବୟସରେ ଦେହାନ୍ତ

ଭୁବନେଶ୍ୱର: 'ଓଡ଼ିଆ ଚରିତକୋଷ' ପାଇଁ ପ୍ରସିଦ୍ଧିି ଲାଭ କରିଥିବା ଲେଖକ ନଗେନ୍ଦ୍ର ନାଥ ମହାନ୍ତିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ନଗେନ୍ଦ୍ର  ମହାନ୍ତି ମଙ୍ଗଳବାର ଦିନ ନୋଏଡାସ୍ଥିତ ତାଙ୍କ ବାସଭବନରେ…

ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡ: ପ୍ରଥମ ପତ୍ନୀଙ୍କୁ ବି ହତ୍ୟା କରିଥିଲା ଦୀପକ ରାଉତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ନିଜେ ବିଛେଇଥିବା ଜାଲରେ ଦିନକୁ ଦିନ ଫଶିବାରେ ଲାଗିଛି ବହୁଚର୍ଚ୍ଚିତ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତ । ଆଜି ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡକୁ ନେଇ ବିଜେଡ଼ି ଦେଇଥିବା ମୁଲତବୀ ପ୍ରସ୍ତାବର ଉତ୍ତର ରଖି ବଡ଼ ଖୁଲାସା କରିଛନ୍ତି ଆଇନ…

ମାଲକାନଗିରିରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ୍‌ କଲେ ଜିଲ୍ଲାପାଳ। ହେଡ୍‌ କ୍ୱାର୍ଟର୍ସ ନଛାଡ଼ିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ। ଜିଲ୍ଲାପାଳଙ୍କ ଅନୁମତି ବିନା ମୁଖ୍ୟାଳୟ ନ…

ପୂଜା ପାଇଁ ଏଥର ଆଗୁଆ ମିଳିବ ଦରମା…

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ…

ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା: ଥାର୍ ମାଲିକ ଗିରଫ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା । ଏହି ଘଟଣାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିବାବେଳେ, ଏବେ ଥାର୍ ମାଲିକ ହେଲେ ଗିରଫ । ପୁରୀରୁ ଥାର୍ ମାଲିକ ସୋମନାଥ ବେହେରାଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର । ତେବେ ଗତ ୯…

ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ: ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ପିଲାଙ୍କ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରିବା ଲାଗି ଆପଣାଇଛନ୍ତି ନୂଆ ପଦକ୍ଷେପ। ଏଣିକି ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ ବା ନର୍ସ। ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ…

ଯୋଡ଼ା ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗର ଏବଂ ଓଡ଼ିଶା ନିକଟବର୍ତ୍ତୀ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ପୁଣି ୨୫ ତାରିଖ ଅର୍ଥାତ୍ ଆସନ୍ତା କାଲି ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୬ ତାରିଖ ବେଳକୁ ଉତ୍ତରପଶ୍ଚିମ ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରର…