Latest Odisha News

BREAKING NEWS

Browsing Category

ଓଡିଶା

Odisha

ବେହାଲ କରିଛି ବ୍ରାହ୍ମଣୀ: ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ…

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଏବେ ଲୋକଙ୍କ ଜୀବନ ଦୁର୍ବିସହ କରିଛି । ବ୍ରାହ୍ମଣୀ ନଦୀ ଉଛୁଳି ପାଣି ଗାଁ ଭିତରକୁ ପ୍ରବେଶ କରିଛି, ଯାହା ପଟ୍ଟାମୁଣ୍ଡାଇ ବ୍ଲକ ଏବଂ ଚୌଡାକୁଲତ ଅଞ୍ଚଳର ଅନେକ ଗାଁକୁ ବୁଡ଼ାଇ ଦେଇଛି । ହେଲେ ଏଥର କେବଳ ବନ୍ୟା ଯେତିକି ଚିନ୍ତା ନବଢାଇଛି,…

ପୁରୀରେ ନାବାଳିକାଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ପୁରୀ: ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳର ଏକ ଗାଁରେ ଅଜ୍ଞାତ ଦୁର୍ବୃତ୍ତମାନେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅଧୀନସ୍ଥ ବାୟାବର ଗାଁରେ ଏହି ଦୁଃଖଦ ଘଟଣା ଘଟିଯାଇଛି। ଝିଅଟି ତାଙ୍କ ବନ୍ଧୁଙ୍କ ଘରକୁ ଯାଉଥିଲା ବେଳେ…

ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ମାମଲା: ପେଟ୍ରୋଲ ପମ୍ପରୁ ମିଳିଲା ବଡ଼ ପ୍ରମାଣ

ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ମାମଲାର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି। ଗତ ୧୨ ତାରିଖରେ ଜୀବନ ହାରିଥିବା ଉଦ୍ୟମ କରିଥିବା ଛାତ୍ରୀ…

ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋର: ସୋରରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବ ପରେ ସେଥିରୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଏନ୍‌ଏଚ୍‌-୧୬ ସୋର ଥାନା ଅଲ୍ଲିପୁର ନିକଟରୁ ଏହି ବିସ୍ଫୋରକ ଜବତ କରାଯାଇଛି। କଟକରୁ ବାଲେଶ୍ବର ଯାଉଥିଲା…

ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନ ମାମଲା; ହାଇକୋର୍ଟରେ ଶୁଣାଣି ଶେଷ

କଟକ: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ମାମଲାର ଶୁଣାଣି ଶେଷ । ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନ ମାମଲାରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ଶୁକ୍ରବାର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଅନ୍ତରୀଣ ନିର୍ଦ୍ଦେଶ ବଳବତ୍ତର ରଖିଲେ ହାଇକୋର୍ଟ । ତେବେ ଜଷ୍ଟିସ ଭି.ନରସିଂହଙ୍କୁ…

୭୭ ଲକ୍ଷ ମୂଲ୍ୟର ୬ ହଜାର ଲିଟର ନକଲି ବିଦେଶୀ ମଦ ଜବତ, ୪ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗକୁ ସଫଳତା । ରାଜଧାନୀ ଭୁବନେଶ୍ବରରୁ ଚୋରା ଚାଲାଣ ବେଳେ ୬ ହଜାର ୨୦୩ରୁ ଅଧିକ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ବିଭାଗ । ଏହାର ମୂଲ୍ୟ ପ୍ରାୟ ୭୭ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରିଛି ଅବକାରୀ ବିଭାଗ । ଗିରଫ…

ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଗୋବର୍ଦ୍ଧନ ପୀଠର ଜମିଜମା ସଂପର୍କିତ ସମସ୍ୟା ବିଷୟରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ଆଜି ଉପମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଗୋବର୍ଦ୍ଧନ ପୀଠର ପୀଠାଧିଶ…

ମଦ୍ୟପଙ୍କ ଅଜବ କାରାନାମା; ନିଶାସକ୍ତ ଅବସ୍ଥାରେ ଖାଇଲେ ଜୀଅନ୍ତା ନାଗ

ବଲାଙ୍ଗୀର:ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଅଜବ କାରାନାମା । ମଦ୍ୟପ ଜଣଙ୍କ ଜୀଅନ୍ତା ନାଗ ସାପକୁ ଖାଇ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଗୁରୁତର ମଦ୍ୟପ ଭୀମଭୋଇ ମେଡିକାଲରେ ଭର୍ତ୍ତି ଅଛନ୍ତି । ଖବରମୁତାବକ, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ଜଣେ…

କଟକ ଓ ଆଖପାଖ ଅଞ୍ଚଳକୁ ଏକ ସମୃଦ୍ଧ ମଡେଲ ଅଞ୍ଚଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ,ଏକ ବୃହତ୍‌ କନ୍‌ଭେନସନ…

ଉଚ୍ଚ ଶିକ୍ଷା ବିଭାଗର କଡା ନିର୍ଦ୍ଦେଶ; ଶିକ୍ଷାନୁଷ୍ଠାନ ପରିସରରେ ମହିଳା ସହାୟତା ନଂ ୧୮୧ ତୁରନ୍ତ ଲେଖ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ମହିଳାମାନେ ଯେପରି ନିର୍ଯାତନ ନହେବେ‌ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ମହାବିଦ୍ୟାଳୟ, ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ବେସରକାରୀ ମହାବିଦ୍ୟାଳୟ କ୍ୟାମ୍ପସ…