Latest Odisha News

BREAKING NEWS

Browsing Category

ଓଡିଶା

Odisha

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ 

ଭୁବନେଶ୍ୱର: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଧୁପାଟଣା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି ମଣିମଠ ସାହିର କ୍ଷୀରୋଦ ସାହୁ। ଗତକାଲି ପୀଡିତାଙ୍କ ଡାକ୍ତରୀମାଇନା କରାଯାଇଛି। ଯାହାପରେ ସନ୍ଧ୍ୟାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…

Road Safety Awareness: ପାର୍ବଣରେ ସମସ୍ତ ପୂଜା ମଣ୍ଡପଗୁଡିକରେ ପ୍ରଦର୍ଶିତ ହେବ ସଡ଼କ ସୁରକ୍ଷା ବାର୍ତ୍ତା

କଟକ/ଭୁବନେଶ୍ୱର: ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ। ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ। କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି…

କାହିଁକି ଆତ୍ମାହୁତି ଧମକ ଦେଲେ ହୋମଗାର୍ଡ ସଂଘର ସଭାପତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସମସ୍ୟାର ସମାଧାନ ନ କଲେ ଓଡ଼ିଶା ହୋମଗାର୍ଡ ସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ଅଗଷ୍ଟ ୨୫ ତାରିଖରେ ବିଧାନସଭା ସମ୍ମୁଖରେ ଆତ୍ମଦାହ କରିବାକୁ ଧମକ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ, ସେ ପୁରୁଣା ଓଡ଼ିଶା ହୋମଗାର୍ଡ ଆଇନ, ୧୯୬୧କୁ ମୌଳିକ…

MoU Signed: ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଓ ବିସିକେଆଇସି ଫାଉଣ୍ଡେସନ୍ ସହ ଏମଓୟୁ ସ୍ୱାକ୍ଷର, ସ୍ୱାସ୍ଥ୍ୟସେବା…

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର (ବିସିକେଆଇସି)…

Odisha CM’s Wife Surgery: ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀଙ୍କର ହେଲା ସଫଳ ଅସ୍ତ୍ରୋପଚାର, ସ୍ଥିର ରହିଛି…

କଟକ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କର ଆଜି ସଫଳ ଅସ୍ତ୍ରୋପଚାର ସରିଛି। ଏସସିବି ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଡା. ଏଲ. ଭି. ଗୌରୀ ଏହି ଅସ୍ତ୍ରୋପଚାର କରିଛନ୍ତି। ସକାଳ ୧୧ ଘଟିକାରୁ ଆରମ୍ଭ ହୋଇଥିବା ଏହି ଅସ୍ତ୍ରୋପଚାର ପ୍ରାୟ ୪୫…

Bribe Case: ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ

ସମ୍ବଲପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ। ଲାଞ୍ଚ ମାମଲାରେ ସିବିଆଇ MCL ର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି ଭିଜିଲାନ୍ସ। ଅଭିଯୋଗକରୀଙ୍କ…

Durga Puja Pandal: କଟକ ଦୁର୍ଗାପୂଜା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁଉଚ୍ଚ ତୋରଣ ଉପରେ କଟକଣା

କଟକ: ଦିନ କେଇଟା ପରେ ଆରମ୍ଭ ହୋଇଯିବ ପାର୍ବଣ ଋତୁ ଦଶହରା, ଗଣେଶ ପୂଜା, କାଳୀପୂଜା ଇତ୍ୟାଦି। ସାଜସଜ୍ଜା ପାଇଁ ସହରର ପୂଜା ମଣ୍ଡପମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ। ଆଉ ବିଶେଷ କରି ଦୁର୍ଗାପୂଜାରେ ତୋରଣ ମୁଖ୍ୟ ଆକର୍ଷଣ ପାଲଟିଥାଏ। ତେବେ ଏହାରି ଭିତରେ କଟକ ଦୁର୍ଗାପୂଜା…

ବିରଳ ଗୋଧି ମାଂସ ରାନ୍ଧି ଖାଇବା ଅଭିଯୋଗରେ ୟୁଟ୍ୟୁବର ଗିରଫ 

ଭୁବନେଶ୍ୱର: ଏକ ବିରଳ ପ୍ରଜାତିର ବଡ ଗୋଧିର ମାଂସ ରାନ୍ଧି ଖାଇବା ଏବଂ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଅସନବଣୀ ଗ୍ରାମର ବାସିନ୍ଦା ରୂପ ନାୟକ ବୋଲି ଚିହ୍ନଟ କରାଯାଇଛି। ସୂଚନା…

New Regional Front in Odisha: ଓଡିଶା ରାଜନୀତିରେ ବଡ଼ ହଲଚଲ୍ !

ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। ଭେଟେରାନ୍ ରାଜନେତା ଏକାଠି। ଗଠନ ହେବ କି ନୂଆ ଆଞ୍ଚଳିକ ଦଳ ? ବନ୍ଧୁମିଳନ ନାଁରେ ଯାଜପୁର ଜିଲ୍ଲା ଓଳାଶୁଣୀରେ ପୁରୁଖା ବିଜେଡି ନେତା ଏକାଠି ହେବା ପରେ ଚର୍ଚ୍ଚା ବଢିଛି, ଆଗକୁ କଣ ହେବ? ବ୍ୟକ୍ତିଗତ ଭୋଜି କହି ପ୍ରସଙ୍ଗ ଏଡାଇ ଯାଇଛନ୍ତି ବରିଷ୍ଠ…

Special OTET Exam: ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ ଓଟିଇଟି ସ୍ଥଗିତ

ଭୁବନେଶ୍ୱର: ସ୍ପେଶାଲ OTET ପୁଣି ସ୍ଥଗିତ କରାଗଲା । ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ପରୀକ୍ଷାକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE)ପକ୍ଷରୁ ସ୍ଥଗିତ କରାଯାଇଛି। ଅନିବାର୍ଯ୍ୟ କାରଣ ବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।…