Latest Odisha News

BREAKING NEWS

Browsing Category

ଓଡିଶା

Odisha

Vigilance Raid: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ନିମାପଡ଼ା ଏନଏସି ଅମିନ ବାବୁ; ଲାଞ୍ଚ ଟଙ୍କା ଜବତ, ଘରେ ତଲାସୀ

ପୁରୀ:ଜଣେ ଆବେଦନକାରୀଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ନିମାପଡ଼ା ଅମିନ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। କୋଠା ନିର୍ମାଣ ଅନୁମୋଦନ ପାଇଁ ଫାଇଲ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବା ଲାଗି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁରୀ…

Gender Responsive Cell: ସମାବେଶୀ କୃଷି ଶାସନ ହେବ ସୁଦୃଢ଼, ଉଦଘାଟିତ ହେଲା ଲିଙ୍ଗଗତ ଦାୟିତ୍ବବୋଧ କକ୍ଷ

ଭୁବନେଶ୍ୱର: ଆଜି କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ ହୋଇଯାଇଛି । ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ଆଜି କୃଷି ଭବନରେ ମିଳିତ ଭାବରେ ଲିଙ୍ଗଗତ ଦାୟିତ୍ୱବୋଧ କକ୍ଷ (GRC) ଉଦଘାଟନ କରିଛନ୍ତି । ଅନ୍ତର୍ଜାତୀୟ ଖାଦ୍ୟ ନୀତି…

Gundicha Temple: ଡିସେମ୍ବର ୧ରୁ ଖୋଲିବନି ପୁରୀ ଗୁଣ୍ଡିଚା ମନ୍ଦିର; ଏହି କାରଣରୁ କରାଗଲା ସ୍ଥଗିତ

ପୁରୀ:ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବାକୁ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବ ନାହିଁ। ସର୍ବସାଧାରଣଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବା ପ୍ରସ୍ତାବ ସାମୟିକ ଭାବେ ସ୍ଥଗିତ କରାଯାଇଛି । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କ…

ଶୁଭଙ୍କର ମିଶ୍ରଙ୍କ ମନ୍ତବ୍ୟର କୌଣସି ଅସ୍ତିତ୍ବ ନାହିଁ ଏହା ଶ୍ରୀମନ୍ଦିର ପ୍ରତି ଅବମାନନା: ସୂର୍ଯ୍ୟନାରାୟଣ ରଥଶର୍ମା

ପୁରୀ: ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଏବେ ଉଗ୍ର ରୂପ ନେବାରେ ଲାଗିଛି । ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣି ଦେବା ପରେ ତାଙ୍କ ବିରୋଧରେ ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ସେ ନିକଟରେ ତାଙ୍କ ପୋଡକାଷ୍ଟରେ କହିଥିଲେ ଯେ,…

Robbery Gang:ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୧୦ ଗିରଫ; ୬୭ ଲକ୍ଷର ସୁନା ସହ…

ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ନଗଦ ଲକ୍ଷାଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ । ଏ ନେଇ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୯…

ଆଜିଠୁ ୫ ଦିନ କମିବ ଥଣ୍ଡା.. ଏପଟେ ଏହି ୫ଜିଲ୍ଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ

ଭୁବନେଶ୍ବର: ଆଜିଠାରୁ ୫ ଦିନ ଯାଏଁ ରାତିର ତାପମାତ୍ରା ଉପରମୁହାଁ ହେବ ।ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଉପରେ ଦୁଇଟି ସକ୍ରିୟ ପ୍ରଣାଳୀରୁ ଆର୍ଦ୍ରତା ପ୍ରବେଶ ଯୋଗୁଁ ଅନେକ ଜିଲ୍ଲାରେ ପ୍ରାୟ ଦୁଇରୁ ତିନି ଡିଗ୍ରି…

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଗକୁ ରାଜ୍ୟରେ ଆଉ ୧୫ଟି ପୋକ୍ସୋ ଅଦାଲତ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ରେ ଖୋଲିବ ପୋକ୍ସୋ ଅଦାଲତ । ସେହିପରି…

Ev Bus: ୬ଟି ନୂଆ ସହରରେ ଗଡ଼ିବ ଇଭି ବସ୍‌: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ଖୁବଶ୍ରୀଘ୍ର ୬ଟି ନୂତନ ସହରରେ ଗଡ଼ିବ ଇଲେକ୍ଟ୍ରିକ୍ ବସ୍ । ବର୍ତ୍ତମାନ ସାରା ଓଡ଼ିଶାରେ ୬୭୦ଟି ଆମ ବସ୍ ଚାଲୁଛି, ଯେଉଁଥିରେ ୨୨୦ଟି ଇଲେକ୍ଟ୍ରିକ୍ ବସ୍ ସାମିଲ ଅଛି । ବହୁତ ଶୀଘ୍ର, ସହରାଞ୍ଚଳ ସଂଯୋଗୀକରଣକୁ ଆହୁରି ଉନ୍ନତ କରିବା ପାଇଁ ୬ଟି ନୂତନ ସହରକୁ ଇଲେକ୍ଟ୍ରିକ୍ ବସ୍…

MobileLoot: ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ;୪ ଲୁଟେରା ଗିରଫ

ବ୍ରହ୍ମପୁର:ବିପୁଳ ପରିମାଣର ଚୋରା ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିଛି । ଏହି ମାମଲାରେ ରାଜ୍ୟ ଓ ରାଜ୍ୟ ବାହାରର ୪ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବଜାର ଥାନା ପୋଲିସ । ଶ୍ରୀକ୍ଷେତ୍ର ବିହାରର ଏକ ଘରୁ ପୋଲିସ ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ…

Human sagar Death: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ପୁଣି ଏତଲା

କଟକ: ଓଡ଼ିଶାର ଲୋକପ୍ରିୟ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଥମୁନି ବିବାଦ । ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁ ରେ ପୁଣି ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରାଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ହ୍ୟୁମାନଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ…