Latest Odisha News

BREAKING NEWS

Browsing Category

ଓଡିଶା

Odisha

Nuapada Bypoll: ନୂଆପଡ଼ା ଉପ-ନିର୍ବାଚନ: ଓଡ଼ିଶା ପୋଲିସ ସହିତ CRPF ର ୧୪ କମ୍ପାନୀ ନିୟୋଜିତ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ହେଲା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ ସୀମାକୁ ଲାଗି ରହିଥିବାରୁ ଭୋଟ ପାଇଁ ନକ୍ସଲମାନଙ୍କ ଚ୍ୟାଲେଞ୍ଜ ସାମ୍ନା କରିବାର ଆଶଙ୍କା ରହିଛି। ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି…

Restrictions On Fishing: ଆଜିଠୁ ସମୁଦ୍ରରେ ମାଛଧରା ମନା

ପାରାଦୀପ: ଆଜିଠୁ ୭ ମାସ ଯାଏଁ ସମୁଦ୍ରରୁ ମାଛ ଧରିପାରିବେନି ମତ୍ସ୍ୟଜୀବୀ । ସମୁଦ୍ରରେ ମାଛଧରା ନିଷେଧ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି। ସମୁଦ୍ର କୂଳ ଠାରୁ ୨୦ କିଲୋମିଟର…

ରାସନ ଚାଉଳକୁ ନେଇ ବଡ଼ ଅପଡେଟ୍: ବନ୍ଦ ହେବନି କୌଣସି ହିତାଧିକାରୀଙ୍କ ସୁବିଧା

ଭୁବନେଶ୍ୱର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ…

Panchak and Bada osha at Dhabaleswara : ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି; ୩ ସ୍ଥାନରେ…

କଟକ: ପୂଣ୍ୟର ମାସ କାର୍ତ୍ତିକ ମାସରେ ଧବଳେଶ୍ବର ପୀଠରେ ପଞ୍ଚକ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ । ଭିଡକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ସୂଚନା ଦେଇଛନ୍ତି । ଏଥିସହ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ…

ବସ୍‌ ଭିତରେ ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ ମାମଲା: ୨ସେନା କର୍ମଚାରୀଙ୍କୁ ଆଜୀବନ ଦଣ୍ଡାଦେଶ

ବ୍ରହ୍ମପୁର: ୪ ବର୍ଷର ନାବାଳିକା ଶିଶୁକୁ ଗଣଦୁଷ୍କର୍ମ ଘଟଣାର ଦୁଇଜଣଙ୍କୁ ଆଜୀବନ ଦଣ୍ଡାଦେଶ ରାୟ ଶୁଣାଇଲେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ସ୍ବତନ୍ତ୍ର ପୋକ୍ସୋ ଜଜ ପ୍ରଣତି ପଟ୍ଟନାୟକ ବସ୍‌ରେ କାର୍ଯ୍ୟରତ ୨ଜଣ ସେନା କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ…

କମ୍-କାର୍ବନ ନିର୍ମାଣ ଅଭ୍ୟାସ ମାଧ୍ୟମରେ ନିରନ୍ତର ସହରାଞ୍ଚଳ ବିକାଶରେ ଓଡ଼ିଶା ଅଗ୍ରଣୀ ହେବ

ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT) ଭୁବନେଶ୍ୱର ଏବଂ ବିକାଶ ବିକଳ୍ପ ଦ୍ୱାରା ମିଳିତ ଭାବରେ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ଅବସରରେ "ଓଡ଼ିଶାରେ ନିର୍ମିତ ପରିବେଶକୁ ପରିବର୍ତ୍ତନ କରିବା ପାଇଁ କମ-କାର୍ବନ ନିର୍ମାଣ ସାମଗ୍ରୀକୁ ମୁଖ୍ୟଧାରାରେ ପରିଣତ…

ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନଭେମ୍ବର ୧ ଅର୍ଥାତ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ନିର୍ମାଣ ୟୁନିଟ୍)ର ଭୂମିପୂଜନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । “ମେକ୍ ଇନ୍ ଇଣ୍ଡିଆ” ଏବଂ…

BMC: ଭୁବନେଶ୍ୱର ମହାନଗର ନିଗମ ଅଧୀନକୁ ଆସିବ ଆହୁରି ୩୧୬ କିଲୋମିଟର ଡ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଏମସି ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି । ଏଥିପାଇଁ…

Headmaster In Vigilance Net: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ପ୍ରଧାନଶିକ୍ଷକ

କନ୍ଧମାଳ: ଲାଞ୍ଚ ନେଇ ଫଶିଲେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନ ଶିକ୍ଷକ ଜଣକ ହେଲେ କୁମରମଣି ମଲ୍ଲିକ । ଖବର ମୁତାବକ, ଜନୈକ ମହିଳା…

Brown Sugar Seized: ଅକ୍ଟୋବର ୨୯ ତାରିଖ ସୁଦ୍ଧା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ

କଟକ: ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖ ସୁଦ୍ଧା କଟକସ୍ଥିତ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧିନରେ ଥିବା ଅଞ୍ଚଳରୁ ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଧଳା ଜହର ଜବତ ହୋଇଛି । ମୋଟ ୮୧ଟି ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ୪କିଲୋ ୨୨ ଗ୍ରାମ ୪୨୮ ମିଲିଗ୍ରାମ ଧଳାଜହର ଜବତ ହୋଇଛି । ଏହି ମାମଲାରେ…