Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରେମିକାର ଘର ଲୋକ ପୁଅକୁ ଧମକାଇଥିଲେ, ମୁହଁ ଖୋଲିଲେ ମୃତ ଛାତ୍ରଙ୍କ ମା…

ଭୁବନେଶ୍ବର: କିଟ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଓଡ଼ିଶା ଓ ଓଡ଼ିଶା ବାହାର ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପ୍ରତି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଅତ୍ଯନ୍ତ ଚିନ୍ତା ଜନକ ପ୍ରସଙ୍ଗ। ଏନେଇ…

ପୁରୀ ପୋଲିସକୁ ବଡ଼ ସଫଳତା; ସୁନା ଗହଣା ସହ ୬ ଲକ୍ଷ ଜବତ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଚନ୍ଦନପୁର ପୋଲିସ। ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟଜିତ୍ ନାୟକ ଏବଂ ପୁରୀ ଏସପି…

Wild Animal Attack: ୧୦ ବର୍ଷରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇ ଯାଇଛି ଏତିକି ଜୀବନ…

ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ଏକ ହଜାର ୩୯୬ ଲୋକଙ୍କର ପ୍ରାଣହାନୀ ଘଟିଥିବା ବେଳେ, ଏଥିରେ ୫,୬୦୯ ସଂଖ୍ୟକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏଥିନିମନ୍ତେ ସରକାରଙ୍କ ଦ୍ବାରା ୬୧୭୪.୬୮ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ଆଜି…

କଳାକାଚ ଲାଗିଥିବା ଚାରିଚକିଆ ଗାଡ଼ି ମାଲିକଙ୍କୁ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ଆଗରୁ ମଧ୍ୟ ଚାରି ଚକିଆରେ କଳା କାଚ ଲଗାଇଲେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଆଗକୁ ମଧ୍ୟ ଏହା ଉପରେ ଜାରି ରହିବ ବୋଲି ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ…

ମିଛ ଏଜେଣ୍ଟ ସାଜି ଗାଡ଼ି ଛଡାଉଥିଲେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଜଣେ ବ୍ୟକ୍ତି ଋଣ ଆଦାୟ ଏଜେଣ୍ଟ ଭାବରେ ନିଜକୁ ପରିଚୟ ଦେଇ ଜୋରଜବରଦସ୍ତ ଗାଡି ଛଡାଇ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗାଡି ମାଲିକ କିସ୍ତି ଦେଇଥିଲେ ମଧ୍ୟ ସେ ଜବରଦସ୍ତି ଟାଣି ନେଇଥାନ୍ତି। ସୂତ୍ର ଅନୁସାରେ ଇଏମଆଇ ଦେବା ପରେ ମଧ୍ୟ ନକଲି ଏଜେଣ୍ଟ ଅତିରିକ୍ତ ଟଙ୍କା ଦାବି…

ରାଜ୍ୟର ଏହିସବୁ ସ୍ଥାନରେ ଘନ କୁହୁଡି…

ଭୁବନେଶ୍ୱର: ଆଗାମୀ ତିନି ଦିନ ମଧ୍ୟରେ ସାରା ଓଡ଼ିଶାରେ ରାତିର ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ରାଜ୍ୟ ରାଜଧାନୀରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।…

Leopard: ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ

ଭୁବନେଶ୍ବର: ନନ୍ଦନକାନନକୁ ଆସିବ ଆଉ ଏକ ନୂଆ ଅତିଥି । ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନରେ ଚିତା ଦେଖିବାର ସୁଯୋଗ ପାଇବେ । ତେବେ ଖୁବ ଶୀଘ୍ର ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ । ଚିତା ବାଘଙ୍କ ଦୌଡ଼ିବା ଗତି ସର୍ବାଧବକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ । ଯାହା ଅନ୍ୟ…

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ…

ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ, ଚିନ୍ତାରେ କର୍ତ୍ତୃପକ୍ଷ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ…

Police SI Scam: ଗିରଫ ଦଲାଲ ଅରବିନ୍ଦ ଦାସକୁ ଜେରା କରୁଛି ସିବିଆଇ

ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲାରେ ଆଉ ଜଣେ ଦଲଲାଲକୁ ଜେରା କରୁଛି ସିବିଆଇ । ଗିରଫ ଦଲାଲ ଅରବିନ୍ଦ ଦାସକୁ ଦୁଇଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି ସିବିଆଇ । ଅରବିନ୍ଦକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା। ଅଦାଲତ ଦୁଇଦିନ ଲାଗି…