Latest Odisha News

BREAKING NEWS

Browsing Category

ଓଡିଶା

Odisha

Namo Yuva Run: “ମୋ ସାଙ୍ଗେ ଚା’ ଟିକେ ପିଇବନି…”, ‘ନମୋ ଯୁବ ଦୌଡ଼’ କାର୍ଯ୍ୟକ୍ରମ ବେଳେ ଚା’ ଷ୍ଟଲରେ ଅଟକି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭୁବନେଶ୍ବର ସହରରେ ‘ନମୋ ଯୁବ ଦୌଡ଼’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ମେଫେୟାର ଛକ ନିକଟରେ ଥିବା ଲୋକପ୍ରିୟ ଅର୍ଜୁନ ଟି ଷ୍ଟଲରେ କିଛି ସମୟ ଚାଏ ପେ ଚର୍ଚ୍ଚା କରିଥିଲେ । ସେଠି ଉପସ୍ଥିତ ଥିବା ସାଧାରଣ ଲୋକଙ୍କ ସହ ବି କଥା…

ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ ଭବିଷ୍ୟବାଣୀ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିବାକୁ ସମ୍ବଲପୁରରେ ପହଞ୍ଚିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍ । ବର୍ଷା ସମ୍ଭାବନାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା । ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ସୂଚନା । ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ…

‘ନିଶା ମୁକ୍ତ ଭାରତ’ ପାଇଁ ବିଶାଳ ଗଣଦୌଡ଼

ଭୁବନେଶ୍ୱର: ‘ନିଶା ମୁକ୍ତ ଭାରତ’ ପାଇଁ ରାଜଧାନୀରେ ବିଶାଳ ଗଣଦୌଡ଼ । ଆଜି ସକାଳୁ କଳିଙ୍ଗ ଷ୍ଟାଡିୟମ୍‌ ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ଗଣଦୌଡ଼ ଆୟୋଜନ ହୋଇଛି ।  ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାପରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଣଦୌଡରେ ଦୌଡିଥିବା…

ଆଜି ପବିତ୍ର ମହାଳୟା ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ପବିତ୍ର ମହାଳୟା । ପିତୃପକ୍ଷର ଶେଷ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ଶ୍ରାଦ୍ଧ ଓ ପିଣ୍ଡଦାନ । ସକାଳୁ ସକାଳୁ ପୁରୀର ବିଭିନ୍ନ ପବିତ୍ର ତୀର୍ଥ ପୁଷ୍କରୀଣି ସହ ଭୁବନେଶ୍ବରର ବିନ୍ଦୁସାଗର ଓ ଯାଜପୁରର ନାଭିଗୟାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା…

Solar Eclipse: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ; କେଉଁଠି ହେବ ଦୃଶ୍ୟମାନ…

ନୂଆଦିଲ୍ଲୀ: ଆଜି ହେଉଛି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । ଯଦିଓ ଏହା ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏକ ଅଦ୍ଭୁତ ଘଟଣା ହେଲେ ଧାର୍ମିକ ବିଶ୍ୱାସ ଏବଂ ପରମ୍ପରାରେ ସୂର୍ଯ୍ୟପରାଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେବେ ବର୍ଷର ଶେଷ ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହା…

Bhubaneswar Club Elections: ଆଜି ଭୁବନେଶ୍ୱର କ୍ଲବ ନିର୍ବାଚନ: ସଭାପତି ଦୌଡ଼ରେ ଅସିତ ତ୍ରିପାଠୀ ଓ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇ । ଭୁବନେଶ୍ୱର କ୍ଲବର ପରବର୍ତ୍ତୀ ସଭାପତି କିଏ ହେବେ ତାହା ଉପରେ ସମସ୍ତଙ୍କ ନଜର । ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା…

ସେପ୍ଟେମ୍ବର ଶେଷରେ ୩ ଲଘୁଚାପ; ୨୩ରୁ ରାଜ୍ୟରେ ଅତିପ୍ରବଳ ବର୍ଷା!

ଭୁବନେଶ୍ବର: ସେପ୍ଟେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ୩ଟି ଲଘୁଚାପ । ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏହା ସୃଷ୍ଟି ସମ୍ଭାବନା ରହିଛି । ମିଆଁମାର-ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇପାରେ ସ୍ପଷ୍ଟ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ରାଜ୍ୟରେ…

ଓଡିଶାରେ ବିଧାୟକଙ୍କ ବିରୁଦ୍ଧରେ ରହିଛି ୧୫୬ ମାମଲା: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଧାୟକଙ୍କ ନାଁରେ ରହିଛି ୧୫୬ଟି ମାମଲା । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହିସବୁ ମାମଲା ଅପରାଧିକ ଶ୍ରେଣୀର ହୋଇଥିବା ବେଳେ ସମସ୍ତ ମାମଲା ବିଚାରାଧୀନ ରହିଛି । ଗତ ଏକ ବର୍ଷରେ କୌଣସି ବିଧାୟକ ଦୋଷୀ…

କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ଭୋର ୪ଟା ରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହେବ ।…