Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ଗାପୁରରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବନ୍ଧୁଙ୍କ ହାତ

ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା ଏକ ଘରୋଇ ମେଡିକାଲ୍ କଲେଜ ନିକଟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାଙ୍ଘାତିକ ଖୁଲାସା। ଏହି ଘଟଣା ପଛରେ ଛାତ୍ରୀଙ୍କ ବନ୍ଧୁଙ୍କ ହାତ ଥିବା ଜଣାପଡ଼ିଛି। ବୁଧବାର ଦିନ ଦୁର୍ଗାପୁରର ସବ-ଡିଭିଜନାଲ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍…

ରିଷିକେସରେ ଅଦିନିଆ ରଥଯାତ୍ରା; ‘ଇସ୍କନ’କୁ ବ୍ୟାନ୍ ଦାବିରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ଵର: ଚଳିତ ମାସ ୭ ତାରିଖ ଦିନ ଶରଦ ପୂର୍ଣ୍ଣିମା ଅବସରରେ ଉତ୍ତରାଖଣ୍ଡର ମଧୁବନ ରିଷିକେସରେ ଇସ୍କନ୍ ପକ୍ଷରୁ ୨୮ତମ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଆମେରିକା, ଇଂଲଣ୍ଡ ଓ ସାଉଥ ଆଫ୍ରିକା ଭଳି ଦେଶରେ ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେଲାପରେ ଜଗନ୍ନାଥ…

ଭିଜିଲାନ୍ସ ଜାଲରେ ପୋଲସରା ସହକାରୀ ମତ୍ସ୍ୟ ଅଧିକାରୀ

ଗଞ୍ଜାମ: ଭିଜିଲାନ୍ସ ଜାଲରେ ପୋଲସରା ସହକାରୀ ମତ୍ସ୍ୟ ଅଧିକାରୀ। ଲାଞ୍ଚ ନେଇ ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶ ବେହେରା ଧରାପଡ଼ିଲେ। ଜାଆଁଳ ବିଲ୍‌ କରାଇବାକୁ ୮ ହଜାର ଲାଞ୍ଚ ନେଲା ବେଳେ ଧରାପଡ଼ିଲେ। ଜାଆଁଳ ମାଛ ବିହନ ଉତ୍ପାଦନକାରୀଙ୍କୁ ସହାୟତା ଯୋଜନାରେ ପ୍ରାୟ ୧.୩୮ ଲକ୍ଷ ଟଙ୍କା…

ଜଗନ୍ନାଥ ସଂସ୍କୃତି ପ୍ରତି ପୁଣି ଅପମାନ; ଇସ୍କନ ପୁଣି କରିଲା ଅଦିନିଆ ରଥଯାତ୍ରା

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରାର ଆୟୋଜନ କରିଛି ଇସ୍କନ । ଉତ୍ତରାଖଣ୍ଡର ରିଷିକେଷରେ ଇସ୍କନ ଆୟୋଜନ କରିଛି ରଥଯାତ୍ରା । ଗତ ୭ ତାରିଖ ସକାଳେ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଷରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରିଷିକେଷ ସ୍ଥିତ ମଧୁବନ ଆଶ୍ରମରେ ଏହି ରଥଯାତ୍ରାର…

ଅକ୍ଟୋବର ୧୮ରୁ ଶିମିଳିପାଳ ବୁଲିପାରିବେ ପର୍ଯ୍ୟଟକ 

ବାରିପଦା: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ଅକ୍ଟୋବର ୧୮ରୁ ଖୋଲିବାକୁ ଯାଉଛି। ମୌସୁମୀ ବିଦାୟ ତଥା ପର୍ଯ୍ୟଟନ ଋତୁକୁ ନଜରରେ ରଖି ଅଭୟାରଣ୍ୟ ଖୋଲିବାକୁ ଯାଉଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା…

ସ୍ନେହାଙ୍ଗିନି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ହେଲା ଅନ୍ତ। ନୂଆପଡା ଉପନିର୍ବାଚନରେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ନୂଆପଡାରେ ସ୍ନେହାଙ୍ଗିନି ଛୁରିଆ ହେଲେ ବିଜେଡି ପ୍ରାର୍ଥୀ। ସନ୍ଧ୍ୟାରେ ବିଦ୍ଧିବଦ୍ଧଭାବେ ସ୍ନେହାଙ୍ଗିନିଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରଥମେ କଂଗ୍ରେସ ଏହା ପରେ…

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଆଦିବାସୀ ସଂସ୍କୃତିର ପ୍ରୋତ୍ସାହନ ପାଇଁ ‘ସଂବାଦ’ କାର୍ଯ୍ୟକ୍ରମ

କଳିଙ୍ଗନଗର: ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୧୨ରୁ ୧୪ ଅକ୍ଟୋବର ପର୍ଯ୍ୟନ୍ତ “ସଂବାଦ– କଳିଙ୍ଗନଗର ସଂସ୍କରଣ” ଆୟୋଜିତ ହୋଇଯାଇଛି। ଏଥିରେ କଳିଙ୍ଗ ନଗର, ସୁକିନ୍ଦା ଏବଂ ବ୍ରାହ୍ମଣୀପାଳର ଆଦିବାସୀ ଲୋକମାନେ ଏକତ୍ରିତ ହୋଇ ନିଜର ସଂସ୍କୃତି, ପରମ୍ପରା, ଚାଲିଚଳଣି ଏବଂ ମତର ଆଦାନପ୍ରଦାନ…

ଏ କେମିତିଆ ପୁଅ ? ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି…

କଳାହାଣ୍ଡି:ମାଓବାଦୀ ନାଁରେ ବାପାକୁ ପୁଅର ଧମକପୂର୍ଣ୍ଣ ଚିଠି । ଟଙ୍କା ଅସୁଲ ପାଇଁ ଠିକାଦାର ବାପାଙ୍କୁ ପୁଅର ଧମକପୂର୍ଣ୍ଣ ଚିଠି । ରୁପ୍ରାରୋଡ୍‌ର ଜଣେ ଠିକାଦାରଙ୍କ ଏକମାତ୍ର ପୁଅର ଏହେଉଛି କାରନାମା । ଗତ ୬ ତାରିଖରେ ମାଓବାଦୀ ନାଁରେ ଏକ ଚିଠି ଲେଖି ନିଜ କାର ଭିତରେ ରଖି ଦେଇଥିଲା…

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ, ୫ ହାର୍ଡକୋର୍ ଅପରାଧୀ ଗିରଫ

କୋରାପୁଟ: କୋରାପୁଟ ପୋଲିସକୁ ବଡ଼ ସଫଳତା। ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପାଡୁଆ ପୋଲିସ। ହାର୍ଡକୋର୍ ଅପରାଧୀ ଲାଲ ବାହାଦୂର ଦର୍ଜି ସମେତ ୫ ଅଭିଯୁକ୍ତ ଗିରଫ। ୩୫୦ କିଲୋ ଗଞ୍ଜେଇ ଜବତ। ଅଭିଯୁକ୍ତଙ୍କ ଠାରୁ ୨ଟି ମାଉଜର, ଗୁଳି, ମୋବାଇଲ୍ ଫୋନ ଓ ବିଭିନ୍ନ ପରିଚୟ ପତ୍ର…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

​​​​​​​ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଜଣେ ସରକାରୀ ମ୍ୟାଡାମ। ବେଗୁନିଆ ତହସିଲ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ସ୍ମୁତି ଜୟସିଂହ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି କିସମ ସଂଶୋଧନ କରାଇଦେବା ନା’ରେ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା…