Latest Odisha News

BREAKING NEWS

Browsing Category

ଓଡିଶା

Odisha

Ration Card Holder: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମିଳିପାରେ ଅଧିକ ଚାଉଳ

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଗରିବ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାସନ କାର୍ଡଧାରୀଙ୍କ ପାଇଁ ମାସିକ ଚାଉଳ ଆବଣ୍ଟନକୁ ଦ୍ୱିଗୁଣିତ କରିବା ପାଇଁ ଏକ ପ୍ରସ୍ତାବ ଉପରେ ବିଚାର…

କଂଗ୍ରେସ ଭବନ ଆଗରେ ନାଣ୍ଡୁ ବାବୁଙ୍କ ହାଇଡ୍ରାମା, ଗେଟ୍‌ରେ ପଡ଼ିଲା ତାଲା

ଭୁବନେଶ୍ୱର: କଂଗ୍ରେସ ଭବନରେ ହାଇଡ୍ରାମା, ନାଣ୍ଡୁବାବୁ ଜିନ୍ଦାବାଦ ନାରାରେ କମ୍ପିଥିଲା କଂଗ୍ରେସ ଭବନ । ବଡଚଣାରୁ ଆସିଥିଲେ ହଜାର ହଜାର ସମର୍ଥକ । ସାଙ୍ଗରେ ଥିଲେ ଯାତ୍ରା ମାଲିକତଥା କଂଗ୍ରେସ ନେତା ନାଣ୍ଡୁ ବାବୁ । ଫୁଲ ହାର ଦେଇ ସମର୍ଥକ ମାନେ ତାଙ୍କୁ ପାଛୋଟି ଆଣିଥିଲେ । ହେଲେ କଂଗ୍ରେସ…

ନୂଆପଡାରେ ସରଗରମ ରାଜନୀତି, କଂଗ୍ରେସ ଓ ବିଜେପିରେ ମିଶିଲେ ଅନେକ କର୍ମୀ

ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତେ ବଢିବାରେ ଲାଗିଛି । ବିଜେପି ଓ କଂଗ୍ରେସ ନେତା ମାନେ ନିଜ ଦଳରେ ଅନ୍ୟ ଦଳର କର୍ମୀଙ୍କୁ ମିଶ୍ରଣ କରୁଛନ୍ତି । ବିଜେପି ବିଦ୍ଧିବଦ୍ଧଭାବେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ବିରାଟ ମିଶ୍ରଣ ପର୍ବର ଆୟୋଜନ…

ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ମହାପାତ୍ରଙ୍କ ଦେହାନ୍ତ

ସୁନ୍ଦରଗଡ଼: ବରିଷ୍ଠ ନେତା ତଥା ପୂର୍ବତନ ଓଡ଼ିଶା ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ର ଦୀର୍ଘଦିନରୁ ଅସୁସ୍ଥ ଥିଲେ। ୯୨ ବର୍ଷ ବୟସରେ ବୁଧବାର ଦିନ ତାଙ୍କର ଦେହାନ୍ତ ହୋଇଛି। ପରିବାର ସୂତ୍ରରୁ ଜଣାପଡ଼ିଛି ଯେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହେମେନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ର…

ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା

ପୁରୀ: ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହେବ ବ୍ୟବସ୍ଥା। ଭକ୍ତମାନେ ଟିକେଟ୍‌ କରି ଦର୍ଶନର ସୁଯୋଗ ପାଇବେ। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଏଥିସହ ଗୁଣ୍ଡିଚା ମନ୍ଦିରର ଅନ୍ୟ ତିନି ପାର୍ଶ୍ବର ଉନ୍ନତୀକରଣ କରାଯିବ। ଗୁଣ୍ଡିଚା…

କିମ୍ସରେ ଅତି ବିରଳ ସ୍ନାୟୁ ରୋଗ ‘ନୋଡୋପାଥି’ର ସଫଳ ଚିକିତ୍ସା

ଭୁବନେଶ୍ୱର: କିମ୍ସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି। ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ…

ରେକର୍ଡ ଭାଙ୍ଗିଲା ରୂପା;୨ ଲକ୍ଷ ଟପିଲା ଦର

ଭୁବନେଶ୍ବର: ପର୍ବପର୍ବାଣୀ ସମୟରେ ସୁନା ଏବଂ ରୂପା କିଣିଥାନ୍ତି ଗ୍ରାହକ । କିନ୍ତୁ ଏବେ ଭୁବନେଶ୍ବରରେ ରୂପାର କିଲୋପିଛା ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଗତକାଲି କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ରେକର୍ଡ କରିଛି ରୂପା । ତେବେ ଆଜି ରୂପା କିଲୋପିଛା ଦାମ ୨ ଲକ୍ଷ…

Nuapada By-Election: ନୂଆପଡ଼ା ଉପ-ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ଘାସିରାମ। ୨୦୨୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ଦ୍ବିତୀୟ ସ୍ଥାନରେ ଥିଲେ ସେ। ଗତ ନିର୍ବାଚନ…

Nuapada By-Election: ନୂଆପଡ଼ା ଉପନିର୍ବାଚନ: ନବୀନ ନିବାସରେ ଟିକେଟ କସରତ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ। ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ବ ଉପସ୍ଥିତ। ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ…

ଦୀପାବଳି ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା;ଏହି ଦିନ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ

ପୁରୀ: ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର । ୨୦ ତାରିଖରେ କାଳୀ ପୂଜା , ପୟାଶ୍ରାଦ୍ଧ ବା ବଡ଼ବଡୁଆ ଓ ଦୀପାବଳି ପାଳନ ହେବ । ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ମୁକ୍ତି ପଣ୍ଡିତ ମହାସଭା । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର…