Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୀପାବଳି ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା;ଏହି ଦିନ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ

ପୁରୀ: ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର । ୨୦ ତାରିଖରେ କାଳୀ ପୂଜା , ପୟାଶ୍ରାଦ୍ଧ ବା ବଡ଼ବଡୁଆ ଓ ଦୀପାବଳି ପାଳନ ହେବ । ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ମୁକ୍ତି ପଣ୍ଡିତ ମହାସଭା । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର…

Nuapada Bypoll: ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ, ଘୋଷଣା କଲା ବିଜେପି

ଭୁବନେଶ୍ବର: ସବୁ ଚର୍ଚ୍ଚା ସତ ହେଲା । ବିଜେପିର ନୂଆପଡା ପ୍ରାର୍ଥୀ ହେଲେ ଜୟ ଢୋଲକିଆ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ…

କୋଣାର୍କରେ ଜବରଦସ୍ତ ଉଠାଇନେଲେ ଦୁର୍ବୃତ୍ତ; ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ

କୋଣାର୍କ:କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଅପହରଣ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ (୩୫) ନାମକ ଯୁବକ ନିଜ ସାଙ୍ଗଙ୍କ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ । ତେବେ ରାତିରେ ଭୁବନେଶ୍ୱର ଫେରିବା ବେଳେ…

ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିଲେ…ବସ୍ ଧକ୍କାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ

ସୁବର୍ଣ୍ଣପୁର: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ । ମୃତକମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ସୂଚନା ରହିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ସୁବର୍ଣ୍ଣପୁର…

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର;ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର…

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର…

ଏମ୍ସ ଭୁବନେଶ୍ୱର ଲ୍ୟାବ ଆସିଷ୍ଟାଣ୍ଟ ହତ୍ୟା ମାମଲାରେ ୪ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୋନ ୩ ଆସିଷ୍ଟାଣ୍ଟ କମିଶନର (ଏସିପି) ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡଗିରି ପୋଲିସ ଅଭିଯୁକ୍ତଙ୍କ ଠାରୁ ୭.୬୫ ମିଲିମିଟର…

ଦୁର୍ଗାପୁର ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ 

ଭୁବନେଶ୍ୱର: ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଙ୍ଗଳବାର ଦିନ ଦୁର୍ଗାପୁର ‘ଗଣଦୁଷ୍କର୍ମ’ ପୀଡିତାଙ୍କୁ ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ ଭେଟିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜେପି କର୍ମୀଙ୍କ ଏକ ଦଳ ସହିତ ଅପରାହ୍ନରେ…

MKCG ଇଣ୍ଟର ମେଡିକାଲ୍‌ କଲେଜ ମିଟ୍‌ ବନ୍ଦ, କାଉନସିଲ୍‌ ବୈଠକ ପରେ ଡିନ୍‌ଙ୍କ ଘୋଷଣା

ବ୍ରହ୍ମପୁର: ବ୍ରହ୍ମପୁର MKCGରେ ଇଣ୍ଟର ମେଡିକାଲ୍‌ ମିଟ୍‌ ଗଣ୍ଡଗୋଳ ପରେ ବୈଠକ । ଟେଲି ମେଡିସିନ୍ ସେଣ୍ଟରରେ MKCG କଲେଜ କାଉନସିଲ୍‌ ବୈଠକ ହୋଇଛି। ଏହି ବୈଠକରେ ଡିନ୍, ଅଧୀକ୍ଷକଙ୍କ ସମେତ ସମସ୍ତ ବିଭାଗର ଏଚ୍‌ଓଡି ପ୍ରମୁଖ ଉପସ୍ଥିତ ଥିଲେ । ଭିତରେ ବୈଠକ ଚାଲିଥିବା ବେଳେ ବାହାରେ…

ଭୁବନେଶ୍ୱରରେ ସରକାରୀ କ୍ୱାର୍ଟର୍ସରୁ ଜବରଦଖଲ ଉଚ୍ଛେଦ…

ଭୁବନେଶ୍ୱର: ଖାଲି ପଡ଼ିଥିବା ସରକାରୀ କ୍ୱାର୍ଟର୍ସକୁ ବେଆଇନ ଦଖଲ କରିଥିବା ଅଭିଯୋଗରେ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଭୁବନେଶ୍ୱରର ୟୁନିଟ୍-୨ ଅଞ୍ଚଳରେ ଏକ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛନ୍ତି। କିଛି ଲୋକ ସରକାରୀ କ୍ୱାର୍ଟର୍ସକୁ ଜୋରଜବରଦସ୍ତ ଦଖଲ କରିଥିବା ସୂଚନା ପାଇବା ପରେ ଭୁବନେଶ୍ୱର…

ବୁଧବାର ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ, ଜାଣନ୍ତୁ କାହିଁକି…

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ…