Latest Odisha News

BREAKING NEWS

Browsing Category

ଓଡିଶା

Odisha

Illegal Brown Sugar: ବ୍ରାଉନସୁଗର ବେପାର କରିବା ବେଳେ ମାଡି ବସିଲା ପୋଲିସ

ପୁରୀ: ବେଧଡକରେ କରୁଥିଲେ ଧଳା ଜହର ବ୍ୟବସାୟ । ଆଇନକୁ ଆଖିଠାର ମାରି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ । ଆଉ ପୋଲିସ ଜାଣିବା ପରେ ଆକ୍ସନ ନେଇଛି । ପୁରୀ ଜିଲ୍ଲାରେ ଏମିତି ଘଟଣା ଘଟିଛି । ଚନ୍ଦନପୁର ପୋଲିସ ପ୍ରାୟ ୧୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଥିବା ସୂଚନା ମିଳିଛି । ଚନ୍ଦନପୁର…

Odisha Police SI Recruitment: ଅକ୍ଟୋବର ୪ ଏବଂ ୫ ରେ ହେବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। odishapolice.gov.inରୁ ଡାଉନ୍‌ଲୋଡ୍‌ କରିପାରିବେ ଆଡମିଟ୍‌ କାର୍ଡ। ଓଡ଼ିଶା ପୋଲିସ ନିଯୁକ୍ତି…

Farmers’s Registration Period: ରାଜ୍ୟ ସରକାରଙ୍କ ବଡ ଘୋଷଣା: ବଢିବ ଚାଷୀ ପଞ୍ଜୀକରଣ ଅବଧି

ଭୁବନେଶ୍ୱର: ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ବଢିବ ଚାଷୀ ପଞ୍ଜୀକରଣ ଅବଧି। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ଖୁବଶୀଘ୍ର ନିଷ୍ପତି ନିଆଯିବ। କିନ୍ତୁ ପଞ୍ଜୀକରଣ ଅବଧି ବଢିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ‌…

ଜଳପ୍ରପାତରେ ଭାସିଗଲେ ଆଉ ଜଣେ ଯୁବକ

କେନ୍ଦୁଝର: କେନ୍ଦୁଝରର ଏକ ଜଳପ୍ରପାତର ପ୍ରବଳ ସ୍ରୋତରେ ଶୁକ୍ରବାର ଦିନ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣାଟି ଜିଲ୍ଲାର ପାଲଲହରା ସବ-ଡିଭିଜନ ଅନ୍ତର୍ଗତ ନାଗିରା ପଞ୍ଚାୟତର ଗର୍ଜନ ଖୋଲ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ନିଖୋଜ ହୋଇଥିବା ଯୁବକ ଜଣକ କେନ୍ଦୁଝର ଜିଲ୍ଲାର ବଲରାଇ…

ରାଜ୍ୟରେ ସାର ଅଭାବ; କେନ୍ଦ୍ରକୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି। ସାର ପାଇଁ ଆଜି ରାସ୍ତାରେ ଚାଷୀ…

Jagannath Temple Viral Photo: ପୁଣି ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ, ସେୟାର କଲେ ସିକିମ୍…

ଭୁବନେଶ୍ବର: ପୁଣି ପୁରୀ ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଛି । ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଶୁକ୍ରବାର ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କ ଆଶିଷ ଲଭିଥିବା ବେଳେ ଶ୍ରୀମନ୍ଦିର ପରିସରରୁ ଉଠାଯାଇଥିବା ତାଙ୍କ ଫଟୋ ତାଙ୍କ…

କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଓ ଭାରତୀୟ ବାୟୁସେନା ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ…

Purushottam Express: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଭୁବନେଶ୍ବର: ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ଯୁବକଙ୍କ ମୃତଦେହ। ଭୁବନେଶ୍ବର ଷ୍ଟେସନ ନିକଟରେ ଟ୍ରେନ୍ ଶୌଚାଳୟରୁ ମିଳିଲା ମୃତଦେହ।ଶୌଚାଳୟ ସଫେଇ ବେଳେ ମିଳିଲା ମୃତଦେହ। ତେବେ ଏଯାଏଁ ଯୁବକଙ୍କ ପରିଚୟ ମିଳିନି। ସୂଚନା ଅନୁସାରେ ଭୁବନେଶ୍ବର ଷ୍ଟେସନରୁ ଶବକୁ ଉଦ୍ଧାର କରିଛି GRP ପୋଲିସ…

Journalist Attacked: ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ବିଶାଖାପାଟଣାକୁ ସ୍ଥାନାନ୍ତର

ନବରଙ୍ଗପୁର: କେତେ ସୁରକ୍ଷିତ ଅଛନ୍ତି ସାମ୍ବାଦିକ! ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଳମ୍ବିତ ରାତିରେ ନବରଙ୍ଗପୁର ଜିଲ୍ଲା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଛି ଉନ୍ମକ୍ତ ଯୁବକ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗ୍ରାମରେ ଏପରି ଘଟଣା ଘଟିଛି। ଉନ୍ମକ୍ତ…

ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ପାର, ଓଡ଼ିଶାରେ ସ୍କୁଲ ଓ ନାମଲେଖାରେ ହ୍ରାସ

ଭୁବନେଶ୍ୱର: ଦେଶରେ ଶିକ୍ଷକ ସଂଖ୍ୟା ଏକ କୋଟି ଟପିଛି। ଯାହା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଇଛି। କିନ୍ତୁ ଓଡ଼ିଶାରେ ଚିତ୍ର ଭିନ୍ନ। ରାଜ୍ୟରେ ସ୍କୁଲ ସଂଖ୍ୟା ଓ ଛାତ୍ରଛାତ୍ରୀଙ୍କ ନାମଲେଖା କମିଛି, ଯାହା ଶିକ୍ଷା ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ହୋଇଛି। UDISE+ 2024-25…