Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୋଗାଣ ବିଭାଗ ଦ୍ୱାରା ୪୬ଟି ଘରୋଇ ରନ୍ଧନ ଗ୍ୟାସ ଜବତ

ଭୁବନେଶ୍ୱର: ବିଏମସି ଯୋଗାଣ ଉପ ବିଭାଗ ଦ୍ୱାରା ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଘରୋଇ ରନ୍ଧନ ଗ୍ୟାସର କଳାବଜାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଘରୋଇ ରନ୍ଧନ ଗ୍ୟାସ କଳାବଜାରୀ କରିବା ସହ ଚଢା ମୂଲ୍ୟରେ ଅବୈଧ ବିକ୍ରି କରାଯାଉଥିବା ନେଇ ଏହି ଅଞ୍ଚଳରେ ଅଭିଯୋଗ ହେଉଥିଲା । ଏ…

ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।…

ଲେଭଲ୍ କ୍ରସିଂରେ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଜନସାଧାରଣଙ୍କ ସହଯୋଗ ଲୋଡିଲା ରେଳବାଇ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଲେଭଲ୍ କ୍ରସିଂ (ଏଲ୍ସି) ଗେଟ୍ ଉଲ୍ଲଂଘନ ଏବଂ ସଡକ ଯାନ ଦ୍ୱାରା ଗେଟ୍ ଭାଙ୍ଗିବା ଘଟଣା ବୃଦ୍ଧି ଘଟଣା ସମ୍ବନ୍ଧରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ଯାହା କେବଳ ଜୀବନକୁ ବିପଦରେ ପକାଏନାହିଁ ବରଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ଟ୍ରେନ…

ସାକ୍ଷୀଗୋପାଳରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର: ଆରମ୍ଭ ହେଲା ବିଜୁ ଜନତା ଦଳ (ବିଜେଡି)ର ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ । ଗୁରୁବାର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ, ତାଙ୍କର ଜନ୍ମମାଟି ସୁଆଣ୍ଡୋ ଗ୍ରାମରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ବିଜେଡି ତାର ପଦଯାତ୍ରା ଅଭିଯାନ କାର୍ଯ୍ୟକ୍ରମ…

ୟୁନେସ୍କୋର ‘ଓ୍ବାର୍ଲ୍‌ଡ୍ କଂଗ୍ରେସ ଅଫ୍ ପୋଏଟ୍‌ସ୍’ରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ

ଭୁବନେଶ୍ୱର: ୟୁନେସ୍କୋର ସଂସ୍ଥା ‘ଓ୍ବାର୍ଲ୍‌ଡ୍ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ବାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ବ କବି ସମ୍ମିଳନୀ (ଓ୍ବାର୍ଲ୍‌ଡ୍ କଂଗ୍ରେସ୍ ଅଫ୍ ପୋଏଟ୍‌ସ୍)ରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ…

ରାଉରକେଲା ଆରପିଏଫ୍‌ ଦ୍ବାରା ପିଏଲଏଫଆଇ’ର ୨ ସଦସ୍ୟ ଗିରଫ

ସୁନ୍ଦରଗଡ଼: ରାଉରକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲଏଫଆଇ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି ଆରପିଏଫ୍‌ । ଆଜି ପ୍ରାୟ ସକାଳ ୯ଟା ବେଳେ ଆରପିଏଫ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ ପିଏଲଏଫଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା…

ପୋଲିସ SI ଚାକିରି ଦୁର୍ନିତି ମାମଲା, ଘରୋଇ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ରେଡ

ଭୁବନେଶ୍ୱର: ପୋଲିସ ଏସ ଆଇ ଚାକିରି ଦୁର୍ନିତି କେଳେଙ୍କାରୀ। ଘରୋଇ କୋଚିଂ ସେଣ୍ଟର 'ବଣିକ'ରେ କ୍ରାଇମବ୍ରାଞ୍ଚ ରେଡ। ଓଡ଼ିଶା ପaଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପaଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ…

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ, ସ୍ଥଗିତ ରହିଲା ଫଳାଫଳ ଘୋଷଣା

ରାୟଗଡ଼ା: ଶେଷ ହୋଇଛି ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ। ସ୍ଥଗିତ ରହିଲା ଫଳାଫଳ ଘୋଷଣା। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଶେଷ ହୋଇଛି। ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ଫଳାଫଳ ଘୋଷଣା।…

ଭିକ୍ଷୁକ ବୃଦ୍ଧଙ୍କୁ ପିଟିପିଟି ନିର୍ମମ ହତ୍ୟା !

ଗଞ୍ଜାମ: ସୋରଡ଼ା ଥାନା ଗୋଚ୍ଛା ପଞ୍ଚାୟତ ସ୍ବର୍ଗଦ୍ବାର ଗାଁରେ ହତ୍ୟାକାଣ୍ଡ । ଜଣେ ବୃଦ୍ଧ ଭିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ସୂଚନା ରହିଛି । ମୃତକ ବଡ଼ଗଡ଼ ସିଙ୍ଗିପୁର ଗାଁର ଶିଶିର ମୁନି । ବୟସ ୫୭ ବୋଲି ଅନୁମାନ କରାଯାଉଛି । ଖବରମୁତାବକ, ବୁଧବାର ବିଳମ୍ବିତ ରାତିରେ କିଛି…

Digital Monitoring Of Public Toilets: ସାର୍ବଜନୀନ ଶୌଚାଳୟର ହେବ ଡିଜିଟାଲ ତଦାରଖ

ଭୁବନେଶ୍ୱର: ଏଣିକି ସାର୍ବଜନୀନ ଶୌଚାଳୟର ଡିଜିଟାଲ ତଦାରଖ ଆରମ୍ଭ କରିବେ ସରକାର। ପ୍ରଯୁକ୍ତିବିଦ୍ୟା ଉନ୍ନତିକରଣ ଅନ୍ତର୍ଗତ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ସ୍ୱଚ୍ଛ ଭାରତ ମିଶନ ଅର୍ବାନ୍ ୨.୦(ଏସବିଏମ-ୟୁ ୨.୦) ଅଧୀନରେ ୧୧୦ଟି ଅର୍ବାନ ଳୋକାଲ ବଡି(ୟୁଏଲବି)ରେ ସାର୍ବଜନୀନ ଏବଂ ସାମୁଦାୟିକ…