Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୟୂରଭଞ୍ଜ ହସ୍ପିଟାଲର ଶୌଚାଳୟରେ ଶିଶୁ ଜନ୍ମ ଦେଲେ ନାବାଳିକା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେତନଟିରେ ଥିବା ଏକ ସରକାରୀ ଡାକ୍ତରଖାନାର ଶୌଚାଳୟରେ ଜଣେ ୧୭ ବର୍ଷୀୟା ଝିଅ ଏକ ଶିଶୁକୁ ଜନ୍ମ ଦେଇଛି। ସୂଚନା ଅନୁଯାୟୀ, ୭ ମାସର ପ୍ରସବ ଜନିତ ଜଟିଳତା ଯୋଗୁଁ ମା' ଏବଂ ନବଜାତ ଶିଶୁ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ…

Bali Yatra 2025: ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା, ହାଇକୋର୍ଟ ଦେଲେ ଅନୁମତି

କଟକ: ଆସନ୍ତା ନଭେମ୍ବର ୫ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏଣିକି ଉପର ପଡିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା। ତଳ ପଡ଼ିଆ ସହ ଉପରପଡ଼ିଆରେ ମଧ୍ୟ ବାଲିଯାତ୍ରା ହେବ। ଉଭୟ ପଡ଼ିଆରେ ଗାଇଡ଼ଲାଇନ ଭିତ୍ତିରେ ହେବ ବାଲିଯାତ୍ରା। ଓଡିଶା ହାଇକୋର୍ଟ…

ମମତା ବାନାର୍ଜୀଙ୍କ କଟକ ସମ୍ପର୍କିତ ମନ୍ତବ୍ୟକୁ ବିଜେପିର କାଉଣ୍ଟର

ଭୁବନେଶ୍ୱର: କଟକରେ ଦୁର୍ଗା ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ବିଜେପି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ମନ୍ତବ୍ୟକୁ ନେଇ ବିଜେପି କାଉଣ୍ଟର…

କଂଗ୍ରେସରେ ସାମିଲ ହେଲେ ବିଜେଡି ନେତା ମହେଶ ନିଆଲ

ଭୁବନେଶ୍ୱର: ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇପଡ଼ିଥିଲା ବେଳେ ଓଡ଼ିଶାରେ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯେଉଁଠାରେ ନଭେମ୍ବର ୧୧ ତାରିଖରେ ଉପ-ନିର୍ବାଚନ ହେବାକୁ ଯାଉଛି। ଅପରପକ୍ଷରେ ଗୁରୁବାର ଦିନ ପୂର୍ବତନ ନୂଆପଡା ଏନଏସି…

କଟକ ଦଶହରା ଭସାଣୀରେ ଗଣ୍ଡଗୋଳ ଘଟଣା, ଆଉ ୩ ଗିରଫ

କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା । ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ । ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି…

ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା

ଭୁବନେଶ୍ୱର: ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ମିଳିବ। ସେହିପରି…

୧୯ ଓପିଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: କଟକ ସଂଘର୍ଷ ଏବଂ ବ୍ରହ୍ମପୁରରେ ଜଣେ ବରିଷ୍ଠ ଆଇନଜୀବୀଙ୍କ ନିର୍ମମ ହତ୍ୟା ପରେ ଓଡ଼ିଶା ସରକାର ୧୯ ଜଣ ଅତିରିକ୍ତ ଏସ୍ପିଙ୍କୁ ବଦଳି କରିଛନ୍ତି। ଗୃହ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ବଲାଙ୍ଗୀରରେ ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟରତ ଆଲୋକ କୁମାର ଜେନାଙ୍କୁ…

Nuapada Bypoll:ପ୍ରକାଶ ପାଇଲା ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା

ନୂଆପଡ଼ା: ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କଲେ ଜିଲ୍ଲାପାଳ । ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପ ନିର୍ବାଚନ । ସବୁ ରାଜନୈତିକ ଦଳ ଉପସ୍ଥିତିରେ ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ, ଦାବି ପୂରଣ ନହେଲେ ପୁଣି ହେବ ଆନ୍ଦୋଳନ

ଭୁବନେଶ୍ୱର: ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ। ୨୦୦୮ ରୁ ୨୦୧୮ ସରକାରୀ ଅନୁଦାନ ନିମନ୍ତେ ଏହି ସାମ୍ବାଦିକ ସମ୍ମିଳନୀ ଗୋଦାବରୀଶ ସାହିତ୍ୟ ସାଂସଦ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ବେସରକାରୀ ଅନୁଦାନପ୍ରାପ୍ତ ଏବଂ…

Weather Update: ୧୦ରେ ଆଉ ଏକ ଘୂର୍ଣ୍ଣିବଳୟ, ୩ଦିନ ଏହିସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣ ବାଂଲାଦେଶ ଓ ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୯ ତାରିଖ ଯାଏ ଏହା ସକ୍ରିୟ ରହିବ। ରାଜ୍ୟରେ ଜାରି ରହିବ ବଜ୍ରପାତ ଜନିତ ବର୍ଷା। ବିଶେଷକରି ଉପକୂଳ ଓ…