Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଯୋଧ୍ୟା ଓ ବାରଣାସୀ ଗଲେ ୫ ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ

ବ୍ରହ୍ମପୁର: ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ୫ଟି ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ ଓ ୨୫ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ବ୍ରହ୍ମପୁର ରେଳ ଷ୍ଟେସନରୁ ତୀର୍ଥ ଟ୍ରେନର…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି: ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀ ହେବେ ସ୍ଥାନାନ୍ତର

ଭୁବନେଶ୍ୱର: ରାଜସ୍ବ ବିଭାଗର ବଡ ନିଷ୍ପତ୍ତି । ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ । କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏହା ସହ ପୂର୍ବରୁ ମଧ୍ୟ ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର…

Nasha Mukt Bharat: ଆସନ୍ତା ୨୧ରେ କଳିଙ୍ଗ ଷ୍ଟାଡିୟମରେ ହେବ ବିଶାଳ ଗଣଦୌଡ; ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ ଗଣଦୌଡର ଆୟୋଜନ କରାଯାଇଛି। ଏହି ଗଣଦୌଡର ବାର୍ତ୍ତା ହେଉଛି ‘ନିଶା ମୁକ୍ତ ଭାରତ’। ଏହି କ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରୁ…

ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର, ଖାଲି ପଡିଛି ଅଧ୍ୟାପକ ପଦବି ସ୍ବିକାର କଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀ ସଂଖ୍ୟା ନେଇ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନର ତଥ୍ୟ ରଖିଛନ୍ତି ଉଚ୍ଚଶକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି ଯେ, ରାଜ୍ୟର ବିଶ୍ୱବିଦ୍ୟାଳୟରେ ୧ ହଜାର ୪୦୪ଟି ଅଧ୍ୟାପକ ପଦ…

Farm Mechanization Mela: ନଭେମ୍ବର ୨୦୨୫ – ଜାନୁଆରୀ ୨୦୨୬ ଯାଏଁ ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା

ଭୁବନେଶ୍ୱର: ରାଜ୍ୟରେ କୃଷି ପଦ୍ଧତିକୁ ଉନ୍ନତ କରିବା, ଉତ୍ପାଦକତା ବୃଦ୍ଧି କରିବା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଓଡ଼ିଶା ସରକାର କୃଷି ଯାନ୍ତ୍ରୀକିକରଣକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୪-୨୫ ମସିହାରେ ଓଡ଼ିଶାରେ କୃଷି ବିଦ୍ୟୁତ୍ ଉପଲବ୍ଧତା ପ୍ରତି…

ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ମାସେ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଚଳିତ ବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ edistrict.odisha.gov.in ଲିଙ୍କରେ ପଞ୍ଜିକରଣ କରିବାକୁ ପଡିବ । ସ୍ଲଟ୍…

ଆସନ୍ତା ୨୨ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ବଳବତ୍ତର ଥ‌ିବା ହେତୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ…

‘ନୂଆ ଓ’ ରେ ପାଣି ଭଳି ଉଡିଛି ଟଙ୍କା, ମନ୍ତ୍ରୀ ଦେଲେ ତଦନ୍ତ ଇସାରା

ଭୁବନେଶ୍ବର: ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର । ମୋଟ ୨୬୧ କୋଟି କୋଟି ୬୩ ଲକ୍ଷ ୨୨ ହଜାର ୧୩୦ ଟଙ୍କା ଖର୍ଚ୍ଚ କରିଥିବାବେଳେ, କେବଳ ଟି-ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ସେହିପରି, କ୍ରୀଡ଼ା,…

ଶ୍ରୀମୟୀଙ୍କ କଥା କହି ଦେବାଶିଷଙ୍କୁ ତାଚ୍ଛଲ୍ୟ କଲେ ପ୍ରମିଳା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି, ଆଉ ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ନେବା ଠିକ ନୁହେଁ ବୋଲି ସେ କହିଛନ୍ତି । କେବଳ ଶ୍ରୀମୟୀ ନୁହଁନ୍ତି ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର…

ଶିକ୍ଷକ-ଶିକ୍ଷୟତ୍ରୀ ବଦଳି ଏବଂ ନିଯୁକ୍ତି ଗଣଶିକ୍ଷା ବିଭାଗ ପକ୍ଷର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ନିଜ ଜିଲ୍ଲାରେ ଆଉ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ, ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ…