Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ ବୟାନ…

ପୁରୀ: ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ । ସେ କହିଛନ୍ତି ଯେ, ଇସ୍କନର ଅଦିନିଆ ରଥଯାତ୍ରା ଏକପ୍ରକାର ଅପପ୍ରଚାର । ଏଭଳି କରିବା ଦ୍ବାରା ଏକ ଖରାପ ପରମ୍ପରା ସୃଷ୍ଟି ହେଉଛି । ଶାସ୍ତ୍ର ମତ ଅନୁଯାୟୀ ରଥଯାତ୍ରା ପାଳନ ହେବା ଉଚିତ ।…

ରାତି ଅଧରେ ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଅନୁଗୁଳ: ସାଇବର ଥାନା ଇନ୍ସପେକ୍ଟର ଖଲେଶ୍ୱର ସେଠୀଙ୍କୁ ହତ୍ୟା ଉଦ୍ୟମ । ବୁଢ଼ୀ ଠାକୁରାଣୀ ଛକ ନିକଟରେ ରାତି ଅଧରେ ହତ୍ୟା ଉଦ୍ୟମ କଲେ ଦୁର୍ବୃତ୍ତ । ଗତ ୧୮ ତାରିଖରେ ଡ୍ୟୁଟିରୁ ଫେରିବା ବେଳେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ କରିଛନ୍ତି ଏହି ଦୁର୍ବୁତ୍ତ ମାନେ । ବସ୍ ଚଢାଇ ହତ୍ୟା ଉଦ୍ୟମ…

୭୦ ହଜାର ଦାଦାବଟି ଆଦାୟ ଅଭିଯୋଗରେ ୨ ଗିରଫ

ବ୍ରହ୍ମପୁର:ବନ୍ଧୁକ ମୁନରେ ୭୦ ହଜାର ଟଙ୍କା ଦାଦାବଟି ଆଦାୟ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ । ବ୍ରହ୍ମପୁର ଟାଉନ ଥାନା ପୋଲିସ ସେମାନଙ୍କ ଠାରୁ ବନ୍ଧୁକ, ଖଣ୍ଡା, ମୋବାଇଲ ଫୋନ ଏବଂ ଟିଭିଏସ୍ ଦୁଇ ଚକିଆ ଗାଡ଼ି ଜବତ କରିଛି । ଦୁଇ ଅଭିଯୁକ୍ତ ହେଲେ ଶୁଭମ ମାଝି ଓ ଆଲୋକ ମଲ୍ଲିକ୍।…

PARAB-2025: କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୫୪୫ କୋଟି ଟଙ୍କାର ପ୍ରକଳ୍ପ

କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ…

କିଟରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ଶୀଷର୍କ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟରେ ଉଦଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ…

୧୮ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି…

ଚିଲିକା ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ

ବ୍ରହ୍ମଗିରି: ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ପର୍ଯ୍ୟଟକ ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର…

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପକ୍ଷରୁ ୨୪୩ଟି ନୂଆ ପୋଖରୀ…

କଳିଙ୍ଗନଗର: କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍ଏଫ୍) ପକ୍ଷରୁ ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଗତ ୫ ବର୍ଷରେ ୨୮ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରାଯାଇଛି। ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ…

ହାତୀ ଗତିବିଧି ପାଇଁ ରବିବାରଠୁ ଏହି ଡିଭିଜନରେ ଗଡିବନି ଯାତ୍ରୀବାହୀ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ହାତୀ ଗତିବିଧି ଦେଖାଯିବା ସମୟରେ ସୁରକ୍ଷାକୁ ନଜରରେ ରଖି ଦକ୍ଷିଣ ପୂର୍ବ ରେଳବାଇ (SER) ରବିବାରଠାରୁ ଆସନ୍ତା ତିନି ଦିନ ପାଇଁ ଚକ୍ରଧରପୁର ଡିଭିଜନରେ ଅଧ ଡଜନରୁ ଅଧିକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି। ତେବେ ଚକ୍ରଧରପୁର (ପଶ୍ଚିମ ସିଂହଭୂମି,…

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର: ସହିଦ ନଗରର ଏକ ଭଡ଼ା ଘରେ ୧୭ ବର୍ଷୀୟା ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ 'ରେଡ୍ ଫ୍ଲାଗ୍' ଭାବରେ ବର୍ଗୀକୃତ କରିଛି। କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ଡିଜିପି ମାମଲାକୁ କଡ଼ାକଡ଼ି…