Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭିନ୍ନକ୍ଷମଙ୍କୁ ପରିଚୟ ପତ୍ର ମିଳିବାରେ ବିଳମ୍ବ: ସବୁ ଜିଲ୍ଲାରେ ନିୟମିତ ମେଡିକାଲ ବୋର୍ଡ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ସରକାର ଦିବ୍ୟାଙ୍ଗ (ଭିନ୍ନକ୍ଷମ) ଭାଇଭଉଣୀଙ୍କ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଶିକ୍ଷା ଏବଂ ଚାକିରି ପର୍ଯ୍ୟନ୍ତ ସରକାର ବହୁତ ସୁବିଧା ଆଣିଛନ୍ତି। ଏହାରି ଭିତରେ ଦିବ୍ୟାଙ୍ଗଙ୍କୁ ୟୁନିକ୍…

ରେଭେନ୍ସାକୁ ଉଚ୍ଚଶିକ୍ଷା ବିଭାଗର କଡ଼ା ତାଗିଦ, ୭ ଦିନ ମଧ୍ୟରେ ସରକାରୀ ପ୍ରାପ୍ୟ ଆଦାୟ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ପୁଣି ଥରେ କଡ଼ା ତାଗିଦ କରିଛି। ସରକାରୀ କ୍ବାର୍ଟର ଦଖଲ ଓ ବକୟା ଆଦାୟ ତଥ୍ୟ ଦେବାକୁ ରେଭେନ୍‌ସା କର୍ତ୍ତୃପକ୍ଷଙ୍କୁ ଦେଇଛି ନିର୍ଦ୍ଦେଶ। ସରକାରୀ ଆବାସିକ କ୍ୱାର୍ଟରର ସଠିକ୍ ପରିଚାଳନା, ଅନଧିକୃତ ଦଖଲ ରୋକିବା ଏବଂ ବିଦ୍ୟୁତ,…

ଓଡ଼ିଶାରେ ପୁଣି କରୋନା ଚିନ୍ତା: ଏମକେସିଜି ମେଡିକାଲରେ ଜଣେ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ପୁଣି କରୋନା ଟେନସନ୍। MKCGରେ ଜଣେ ମହିଳା ରୋଗୀ କୋଭିଡ୍‌ ସଂକ୍ରମିତ ଚିହ୍ନଟ। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ନୂତନ ସଂକ୍ରମଣ ଦେଖିବାକୁ ମିଳିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ନୂଆ କୋଭିଡ-୧୯…

ପଶ୍ଚିମବଙ୍ଗରୁ ଆସି ଦିନରେ ରାଜମିସ୍ତ୍ରୀ ଆଉ ରାତିରେ କରୁଥିଲେ ଡକାୟତି; ମାଡି ବସିଲା ପୋଲିସ

କରଞ୍ଜିଆ:ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ । ଏମାନେ ପଶ୍ଚିମବଙ୍ଗରୁ ଆସି ଦିନବେଳା ରାଜମିସ୍ତ୍ରୀ ଓ ରାତିରେ ଡକାୟତି କରୁଥିଲେ । ରାତିରେ ପାଟ୍ରୋଲିଂ ବେଳେ ୪ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ…

ପ୍ରତିଦିନ ଗୋଟିଏ ପିଜୁଳି ଖାଆନ୍ତୁ, ଏହା ଶରୀରକୁ ଦିଏ ଅନେକ ଫାଇଦା…

ଭୁବନେଶ୍ବର: ପିଜୁଳି ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ଫଳ ମଧ୍ୟରୁ ଗୋଟିଏ । ପୁଷ୍ଟିସାରରେ ଭରପୂର, ପିଜୁଳି ଶରୀରକୁ ଅନେକ ଲାଭ ପ୍ରଦାନ କରେ । ଭିଟାମିନ୍ ସି, ଫାଇବର ଏବଂ ପୋଟାସିୟମ୍ ଭଳି ଗୁଣରେ ପରିପୂର୍ଣ୍ଣ, ଏହା ଖାଇବା ଅନେକ ଲାଭ ପ୍ରଦାନ କରେ । ଏହା ବ୍ୟତୀତ, ଏହାକୁ ଖାଇବା ଦ୍ୱାରା…

CMOରୁ ଫାଇଲ୍‌ ଗାୟବ ମାମଲା; ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ହଜିଯିବାର ହାଇପ୍ରୋଫାଇଲ୍ ମାମଲା ସହିତ ଜଡିତ ପୂର୍ବତନ ପ୍ରାଶାସନିକ ଅଧିକାରୀ ତଥା ରାଜନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ବୁଧବାର ଦିନ କ୍ୟାପିଟାଲ୍‌ ପୋଲିସ ଷ୍ଟେସନ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଜୁନ୍ ୧୦…

ଥାନାରୁ ହ୍ୟାଣ୍ଡକପ୍‌ ସହ ଅଭିଯୁକ୍ତ ନାବାଳକ ଚମ୍ପଟ

କୋଡିଙ୍ଗା:ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ପରିସରରୁ ଫେରାର ହେଲା ଜଣେ ଗିରଫ ନାବାଳକ।ରୁଟି ଦୋକାନରୁ ଚୋରି କରିଥିବା ମାମଲାରେ ନାବାଳକ ଗିରଫ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ନାବାଳକ ଅଭିଯୁକ୍ତ ମିଳିନଥିବା କୋଡିଙ୍ଗା ଥାନା ପକ୍ଷରୁ ସୂଚନା ରହିଛି । ସୂଚନାନୁସାରେ,…

ଇଷ୍ଟକୋଷ୍ଟ ରେଲୱେରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆସିଲା ‘ଡିଏସସି ଅର୍ଜୁନ’

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ରେଳ ଷ୍ଟେସନ ଓ ଯାତ୍ରୀଙ୍କୁ ସୁରକ୍ଷା ଦେବ ଏଆଇ ସଞ୍ଚାଳିତ ରୋବୋଟ୍‌ । ଏହାର ନାମ 'ଡିଏସସି ଅର୍ଜୁନ' ରଖାଯାଇଛି । ଏହା ଅପରାଧୀଙ୍କୁ ଚିହ୍ନଟ କରିବ ୨୪ଘଣ୍ଟିଆ ଷ୍ଟେସନରେ ପାଟ୍ରୋଲିଂ କରିବ । AI ଦ୍ୱାରା ଭିଡ଼ ଉପରେ ନଜର ରଖାଯିବ । ଆଜି ମହାପ୍ରବନ୍ଧକ…

ଲାଞ୍ଚ ନେବା ପଡିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ଫସିଲେ ଓଏଭି ପ୍ରିନ୍ସପାଲ୍

ଭବାନିପାଟଣା: ଭିଜିଲାନ୍ସ ଜାଲରେ ଫସିଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳା. ରାମପୁରର ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରିନ୍ସପାଲ୍ । ଏସଏଚଜି ମହିଳାଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଓଏଭି ପ୍ରିନ୍ସପାଲ୍ ସୀତାକାନ୍ତ ରଣା । ସଫେଇ କାମ ପାଇଁ ଏକ ପେଣ୍ଡିଂ ବିଲ୍ କରାଇଦେବା ପାଇଁ ସେ ୧୦…

Malkangiri Airport:ସଫଳତାର ସହ ଶେଷ ହେଲା ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍; ଅନ୍ତିମ ଅନୁମୋଦନକୁ ଅପେକ୍ଷା

ମାଲକାନଗିରି:ରାଜ୍ୟରେ ଦୁର୍ଗମ ଜିଲ୍ଲାରୁ ଆକାଶପଥକୁ ଆଗେଇବାର ସ୍ୱପ୍ନ ଆଜି ଆଉ ଏକ ପାଦ ଆଗକୁ ବଢ଼ିଛି । ମାଲକାନଗିରି ବିମାନବନ୍ଦରରେ ବହୁ ପ୍ରତୀକ୍ଷିତ ଟ୍ରାଏଲ ରନ୍ ସଫଳତାର ସହ ଶେଷ ହୋଇଛି । ଆଜି ଇଣ୍ଡିଆ ୱାନ୍ ଏୟାର୍ ପକ୍ଷରୁ ଏକ ୯ ସିଟ୍ ବିଶିଷ୍ଟ ବିମାନ ମାଲକାନଗିରି ବିମାନବନ୍ଦରରେ…