Latest Odisha News

BREAKING NEWS

Browsing Category

ଓଡିଶା

Odisha

Malaria Awareness: ମଶାରି ବ୍ୟବହାର ପାଇଁ ଅଭିନବ ପ୍ରୟାସ: ପ୍ରତିଦିନ ଘଣ୍ଟ ମାରି ସଚେତନ କରୁଛନ୍ତି ଆଶାକର୍ମୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା ବେଳେ ଦୁର୍ଗମ ଅଞ୍ଚଳରେ ଜଣେ ଆଶା ଦିଦିଙ୍କ ମ୍ୟାଲେରିଆରୁ ଗ୍ରାମବାସୀଙ୍କୁ ଦୂରେଇ ରଖିବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ରାୟଗଡ଼ା ଜିଲ୍ଲା ବୈରାଗୀ ହାଲୁଆ ପଞ୍ଚାୟତରେ ଗୋସେଇଁ କଣ୍ଟୁଆ ଗ୍ରାମର ଆଶା…

Soumyaranjan Patnaik: ଫେରିଲା ପାଣ୍ଡିଆନ୍ ଚର୍ଚ୍ଚା: ବର୍ଷିଲେ ସୌମ୍ୟରଞ୍ଜନ ପଟ୍ଟନାୟକ…

ଭୁବନେଶ୍ୱର: ରାଜ୍ୟରେ ପୁଣି ପାଣ୍ଡିଆନ୍ ତାତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରେ ଥିବା ବେଳୁ ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଜୋରଦାର ଚର୍ଚ୍ଚା ହୋଇଆସୁଛି। ବିଜେଡିରେ ପାଣ୍ଡିଆନ୍ ଫ୍ୟାକ୍ଟର ନେଇ ପୁଣି ବର୍ଷିଛନ୍ତି ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ।…

ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ, ଆଜିଠୁ କାର୍ଯ୍ୟରେ ଦେବେ ଯୋଗ

ଭୁବନେଶ୍ୱର: ଆନ୍ଦୋଳନ ସ୍ଥଗିତ ରଖିଲା ଅମଲା ସଂଘ। ୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତିଙ୍କ ସୂଚନା। ସରକାରଙ୍କ ପ୍ରତିଶ୍ରୁତି ପରେ ଅମଲା ଆନ୍ଦୋଳନ ସ୍ଥଗିତ। ଏଥିସହ ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ମଧ୍ୟ ନିଷ୍ପତ୍ତି ନିଯାଇଛି।…

OTET Paper leak: ଓଟିଇଟି ପେପର୍ ଲିକ୍ ମାମଲା: ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ କୋର୍ଟ

କଟକ: ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି କଟକ କୋର୍ଟ। କଟକର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଦୁଇ ଅଭିଯୁକ୍ତ ଜିତନ ମହାରଣା ଏବଂ ପ୍ରଶାନ୍ତ ଖମାରୀଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାଧ୍ୟମିକ ଶିକ୍ଷା…

Ama Sasana Byabastha: ରାଜ୍ୟରେ ‘ଆମ ଶାସନ ବ୍ୟବସ୍ଥା’ ଆରମ୍ଭ, ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍…

ଭୁବନେଶ୍ୱର: ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ। ଲୋକଙ୍କ ଅଭିଯୋଗ ଶୁଣିବେ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ। ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି…

Amala Sangha strike: ଅମଲାଙ୍କୁ କଡ଼ା ତାଗିଦ୍: ଧାରଣାରେ ଥିବା ରାଜସ୍ୱ କର୍ମଚାରୀଙ୍କ ଉପରେ ହେବ ଶୃଙ୍ଖଳାଗତ…

ଭୁବନେଶ୍ୱର: ରାଜସ୍ୱ ଅମଲାମାନଙ୍କ ସମୂହ ଛୁଟିକୁ ନେଇ କ୍ଷୁବ୍ଧ ରାଜସ୍ବ ଓ ବିପର୍ଯ୍ୟନ ପରିଚଳାନା ବିଭାଗ। ଜିଲ୍ଲାସ୍ତରରେ ରାଜସ୍ୱ ଅମଲା କର୍ମଚାରୀଙ୍କ ଧର୍ମଘଟ ଓ ସମୂହ ଛୁଟି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଓଡିଶା ସରକାର ଜିଲ୍ଲାପାଳମାନଙ୍କୁ ଆକ୍ସନ୍…

Heavy Rain: ଅଗଷ୍ଟ ୨୯ ଯାଏଁ ତ୍ରାହି ନାହିଁ, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ… 

ଭୁବନେଶ୍ଵର: ୨୯ ଯାଏଁ ପ୍ରବଳ ବର୍ଷିବ। ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଓଡିଶା ଉପକୂଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ପରିବାହନ ଦ୍ୱାରା ୨୯ ଅଗଷ୍ଟ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Revenue department: ରାଜସ୍ବ କର୍ମଚାରୀଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚେତାବନୀ;ମାଗିଲେ ଛୁଟିରେ ଥିବା ସମସ୍ତ…

ଭୁବନେଶ୍ବର: ରାଜ୍ୟରେ ଧାରଣାରତ ରାଜସ୍ଵ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ଵ ବିଭାଗ ଚେତାବନୀ ଦେଇଛି। ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ଵ ବିଭାଗ ପକ୍ଷରୁ ଚିଠି ଜାରି କରାଯାଇଛି। ଏଥିରେ ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ସହ…

Life imprisonment: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପର୍କୀୟ ମାମୁଁକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ସୋମବାର ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଜନୈକ  ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରିବା ଭଳି ସଙ୍ଗୀନ ମାମଲାର ରାୟ ପ୍ରକାଶ କରିଛନ୍ତି।  ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସମ୍ପର୍କୀୟ ମାମୁଁ କାଳିଆ ନାହାକକୁ  ଆଜୀବନ ସଶ୍ରମ କାରାଦଣ୍ଡାଦେଶ (…

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୨୫ତମ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟ ବୈଠକରେ ମୋଟ ୩ଟି ବିଭାଗର ୪ଟି…