Latest Odisha News
Browsing Category

ଓଡିଶା

Odisha

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ଗୋବରଘାଟି ଫେଜ୍‌‌-୨ର ବାମିଆଘାଟ କମ୍ୟୁନିଟି ହଲ୍‌‌ରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସ୍ୱଦେଶୀ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ହୋଇପାରିବ। ଏହି…

ଚାନ୍ଦିପୁରରେ ଅଗ୍ନି-୧ ଓ ପୃଥ୍ୱୀ-୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର:ଆଜି ଓଡ଼ିଶାର ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଏବଂ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ଏହି ପ୍ରକ୍ଷେପଣ କରାଯାଇଥିଲା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ…

ସୋସିଆଲ ମିଡିଆରେ ପ୍ରେମ ଓ ତାପରେ ବ୍ଲାକମେଲିଂ; ମଧ୍ୟପ୍ରଦେଶରୁ ଯୁବକ ଗିରଫ

ପାରାଦୀପ: ପାରାଦୀପ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସାମାଜିକ ଗଣମାଧ୍ୟମରେ ପ୍ରଥମେ ପ୍ରେମ ଏବଂ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ବିଚାରପତି ତଥା ସ୍ଵତନ୍ତ୍ର ପୋକସୋ କୋର୍ଟ, ଜଗତସିଂହପୁର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା…

ହଷ୍ଟେଲ କୋଠାରୁ ପଡି ସ୍କୁଲ୍‌ ଛାତ୍ରର ମୃତ୍ୟୁ ଘଟଣା; ୪କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ

କେନ୍ଦୁଝର:ଚମ୍ପୁଆସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲର ଚାରି ମହଲା ହଷ୍ଟେଲ କୋଠାରୁ ପଡ଼ି ଜଣେ ୧୦ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ସ୍କୁଲ୍‌ର ୪ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୪ ଜଣ ହେଲେ ହଷ୍ଟେଲ ଦାୟିତ୍ୱରେ ଥିବା ଦୈତାରୀ ସାହୁ, ପ୍ରକାଶନ୍ ଟି, ହିନ୍ଦୀ…

RTO ଚାକିରି ସମ୍ପର୍କରେ ହେଉଛି ମିଥ୍ୟା ବିଜ୍ଞାପନ ପ୍ରଚାର: ରାଜ୍ୟ ପରିବହନ ପ୍ରାଧିକରଣ

ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମ ଏବଂ କିଛି ଓ୍ୱେବସାଇଟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ ଚାକିରି ସଂକ୍ରାନ୍ତରେ ମିଥ୍ୟା ବିଜ୍ଞାପନ ପ୍ରଚାର କରାଯାଉଥିବା ଦୃଷ୍ଟିକୁ ଆସୁଛି। ଏଭଳି ମିଥ୍ୟା ବିଜ୍ଞାପନକୁ ବିଶ୍ୱାସ ନକରିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ପରାମର୍ଶ…

ଜାତିସଂଘ ରେକର୍ଡରେ ସ୍ଥାନୀତ ହେଲା କିସ୍‍

ଭୁବନେଶ୍ୱର: ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରମାଣ-ଆଧାରିତ ଶିକ୍ଷା ମାଧ୍ୟମରେ ଜନଜାତି ଭବିଷ୍ୟତକୁ ସଶକ୍ତ କରିବାରେ ଅଗ୍ରଣୀ କାର୍ଯ୍ୟ ପାଇଁ କିସ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ଇକୋସକ୍‍) ଉଚ୍ଚସ୍ତରୀୟ ସେଗମେଣ୍ଟ ଦ୍ୱାରା ରେକର୍ଡରେ ସ୍ଥାନିତ ହୋଇଛି। ଚଳିତ ମାସ ଇକୋସକର…

ସାଂସଦ ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି;’ ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ ସରକାରଙ୍କ ଶୂନ୍ୟ ସହନଶୀଳତା…

ଭୁବନେଶ୍ୱର:ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି। ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ…

‘ଓଡ଼ିଶା ବନ୍ଦ’ରେ ସାମିଲ ହୋଇ କଂଗ୍ରେସ ନେତା ଅଜୟ ଲାଲୁଙ୍କ ସମେତ ଅନେକ ଅଟକ

ଭୁବନେଶ୍ୱର: 'ଓଡ଼ିଶା ବନ୍ଦ' ପ୍ରଭାବରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁଙ୍କ ସମେତ ବିରୋଧୀ ଦଳର ଅନେକ ନେତାଙ୍କୁ ଭୁବନେଶ୍ୱରରେ ପୋଲିସ ଦ୍ୱାରା ଅଟକ ରଖାଯାଇଛି। ଫକୀର ମୋହନ (ଅଟୋନୋମସ) କଲେଜର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କୁ ଜଣେ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଏବଂ…

ମୃତ୍ୟୁ କିମ୍ବା ଅକ୍ଷମ ହେଲେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପଞ୍ଚାୟତ ପ୍ରତିନିଧି ମାନଙ୍କ ପାଇଁ କାର୍ଯ୍ୟଅବଧି ସମୟରେ ମୃତ୍ୟୁ କିମ୍ବା ଅକ୍ଷମତା ଘଟିଲେ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ…

ଗିରଫ ପରେ ଚାକିରିରୁ ନିଲମ୍ବିତ ହେଲେ ‘ସୁନା’ ସାର୍‌

ସମ୍ବଲପୁର:ଗିରଫ ସହକାରୀ ପ୍ରଫେସରଙ୍କୁ ସରକାର ନିଲମ୍ବିତ କରିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ମହିଳା ପୋଲିସ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛି ଓ କୋର୍ଟ ଚାଲାଣ କରାଯାଇଛି ।…