Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫକୀର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣା; ଦୋଷୀକୁ କଠୋର ଦଣ୍ଡ ମିଳିବ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଜୀବନ ମରଣ ସହ ସଂଘର୍ଷ ପରେ ସୋମବାର ରାତିରେ ଆଖି ବୁଜିଛନ୍ତି ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି । ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି ଦୋଷୀକୁ କଠୋର ଦଣ୍ଡ ମିଳିବ । ଆଶା କରିଥିଲୁ ଝିଅ…

ଭୋଗରାଇ ପଳାସିଆରେ ଶୋକାକୁଳ ପରିବେଶ, ଗାଁ ମଶାଣିରେ ହେବ ପୀଡିତାଙ୍କ ଅନ୍ତିମ ସଂସ୍କାର

ବାଲେଶ୍ବର: ମୃତ୍ୟୁ ସହିତ ଦୀର୍ଘ ୬୦ ଘଣ୍ଟାର ଲଢ଼େଇ ପରେ ସବୁଦିନ ପାଇଁ ଆଖିବୁଜିଛନ୍ତି ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ସୌମ୍ୟାଶ୍ରୀ ବିଶି(୨୦) । ସୋମବାର ରାତି ୧୧ଟା ୪୬ମିନିଟରେ ମୃତ୍ୟୁ ଘଟିଛି । ଭୁବନେଶ୍ବର ଏମ୍ସରେ ପୋଷ୍ଟମର୍ଟମ ପରେ ସ୍ଵତନ୍ତ୍ର…

ଶେଷରେ ଆଖି ବୁଜିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ପୀଡ଼ିତା…

ଭୁବନେଶ୍ବର: ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ । ତିନି ଦିନ ଧରି ଜୀବନ ବଞ୍ଚିବା ନେଇ ସଙ୍ଘର୍ଷ ପରେ ଶେଷରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ପୀଡିତା ଜଣକ । ଏନେଇ ଏମ୍ସ ଭୁବନେଶ୍ବରର ବର୍ଣ୍ଣ ୟୁନିଟ୍…

କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲା ବୈଦେଶିକ ମନ୍ତ୍ରଣାଳୟ

ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ। ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର କରିଥିଲେ। ଯାହାପରେ ରାଜନୀତି…

ଆଜି ରାତିରେ ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୮ ଜିଲ୍ଲାରେ ସୋମବାର ରାତିରେ ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାୟଗଡ଼ା, ଗଜପତି, ନୂଆପଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ କୋରାପୁଟ ଜିଲ୍ଲା…

କର୍ମଚାରୀ ଓ ସଂସ୍ଥା ପଞ୍ଜୀକରଣକୁ କୋହଳ କଲା ଇଏସ୍‍ଆଇସି: ସ୍ପ୍ରୀ ଯୋଜନାରେ ବକେୟା ଆଦାୟ ଛାଡ଼

ଭୁବନେଶ୍ୱର: କର୍ମଚାରୀ ରାଜ୍ୟ ବୀମା ନିଗମ ପକ୍ଷରୁ ଅଣ ପଞ୍ଜିକୃତ କର୍ମ ସଂସ୍ଥାନଗୁଡ଼ିକ ପାଇଁ ଏକ ବିଶେଷ ସୁଯୋଗ ଘୋଷଣା କରାଯାଇଛି । ନିଗମ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ‘ସ୍ପ୍ରୀ-୨୦୨୫’ ଯୋଜନା ମାଧ୍ୟମରେ ଅଣ ପଞ୍ଜିକୃତ ସଂସ୍ଥାମାନେ ସେମାନଙ୍କ କର୍ମଚାରୀଙ୍କୁ ବିନା କୌଣସି ବକେୟା ଦେୟ…

ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ; ୨୪ ଘଣ୍ଟା ଭିତରେ ଇଣ୍ଟରନାଲ କମିଟି ନେଇ ଜଣାଅ

ଭୁବନେଶ୍ୱର: ବାଲେଶ୍ଵର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ପରେ ତତ୍ପର ହୋଇପଡିଛି ଉଚ୍ଚଶିକ୍ଷା ବିଭାଗ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା…

ଏମ୍ସ ବର୍ଣ୍ଣ ୱାର୍ଡରେ ଏଫଏମ୍‌ କଲେଜ ପୀଡ଼ିତାଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏମ୍ସ ଯାଇ ବାଲେଶ୍ୱର ଫକିର ମୋହନ କଲେଜର ଗୁରୁତର ଛାତ୍ରୀଙ୍କୁ ଭେଟିଛନ୍ତି । ଏମ୍ସ ସମାବର୍ତ୍ତନ ଉତ୍ସବ ପରେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍‌କୁ ଯାଇ ଭେଟିଲେ…

ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ: ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ଏମ୍ସର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ମହାମହିମ । ଏହି ଅବସରରେ ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି…

କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲେ ନବୀନ

ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର…