Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଗଣାରେ ସିଭିଲ ସର୍ଭିସ କୋଚିଂ; ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସିଭିଲ୍ ସର୍ଭିସ ଆଶାୟୀ ନୂତନ ଭାବରେ ଆରମ୍ଭ ହୋଇଥିବା 'ମିସନ୍ ଆକାଂକ୍ଷା' ଅଧୀନରେ ପ୍ରତିବର୍ଷ ମାଗଣା କୋଚିଂ ପାଇବେ। ସ୍ୱାଧୀନତା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଏବଂ ନୂଆଦିଲ୍ଲୀର ଭିଜନ୍ ଆଇଏଏସ୍ ମଧ୍ୟରେ ଏହି ସମ୍ପର୍କରେ ଏକ…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ

ନୂଆପଡା: ଖଡ଼ିଆଳ ସହରର ଲକ୍ଷ୍ମୀ ଛକ ନିକଟରେ ଅଘଟଣ ଘଟିଛି । ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ମାନେ ହେଲେ ଖଡ଼ିଆଳ ବ୍ଲକ କୁଟେନମୁଣ୍ଡା ଗ୍ରାମର ରଘୁମଣି ହାତୀ ଓ ଛତା ଗ୍ରାମର ବାସୁଦେବ ଭୋଇ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ରବିବାର…

ନବୀନ ପଟ୍ଟନାୟକ ଅସୁସ୍ଥ; ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ସୂଚନା ମିଳିଛି । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଡିହାଇଡ୍ରେସନ୍‌ ଯୋଗୁଁ ହସ୍ପିଟାଲ୍‌ରେ ଭର୍ତ୍ତି…

କିସ୍ତୱାରରେ ବାଦଲଫଟା ବର୍ଷା; ଓଡ଼ିଶା ସିଆଇଏସଏଫ ଯବାନଙ୍କ ମୃତ୍ୟୁ

ଭୁବନେଶ୍ୱର: ଅଗଷ୍ଟ ୧୪ରେ ଜମ୍ମୁ ଓ କାଶ୍ମୀରର କିସ୍ତୱାର ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ବାଦଲଫଟା ବର୍ଷା ଯୋଗୁଁ ଓଡ଼ିଶାର ଜଣେ ସିଆଇଏସଏଫ ଯବାନଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଢେଙ୍କାନାଳର ପରଜଙ୍ଗ ଥାନା ଅନ୍ତର୍ଗତ ମାଣିକମାରା ଗ୍ରାମର ମନୋଜ ବିଶ୍ୱାଳ ଯେଉଁ କ୍ୟାମ୍ପରେ…

ନଦୀରେ ଭାସୁଛି ୭୦ରୁ ଉର୍ଦ୍ଧ୍ବ ମଇଁଷିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କେନ୍ଦ୍ରାପଡା: ଆଳି ବ୍ଲକ୍‌ ଏକମାଣିଆ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୭୦ରୁ ଉର୍ଦ୍ଧ୍ବ ମଇଁଷି ମୃତ ହୋଇଥିବା ଖବର ରହିଛି । ନଦୀରେ ଭାସୁଛି ୭୩ ମଇଁଷିଙ୍କ ମୃତଦେହ । କିପରି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି । ମଇଁଷି ପାଳି ପେଟ ପୋଷୁଥିବା ୪ଟି ପରିବାର ଏବେ ବେସାହାରା ।…

ଦୂରନ୍ତୋ ଏକ୍ସପ୍ରେସର ଶୌଚାଳୟରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସର B-3 କୋଚ୍‌ର ଏକ ଶୌଚାଳୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉତ୍ତର ପ୍ରଦେଶର ଶିବ କୁମାର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ୱାସିଂ ଲାଇନରେ ଟ୍ରେନଟି ଠିଆ ହୋଇଥିବା…

ସେପ୍ଟେମ୍ୱର ୨୮ରୁ କଟକରେ ଦୁର୍ଗାପୂଜା ଆରମ୍ଭ; ଏହି ତାରିଖରେ ଭସାଣୀ..

କଟକ:ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା । କଟକର ପ୍ରସିଦ୍ଧ ଦୁର୍ଗା ପୂଜା ସେପ୍ଟେମ୍ୱର ୨୮ ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୩ ତାରିଖରେ ମାଙ୍କ ଭସାଣୀ ଶୋଭାଯାତ୍ରା । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଡିପ୍ରେସନରେ…

ସରଳ ହେଲା ଚାଷୀ ପଞ୍ଜିକରଣ: ବାପା କି ଜେଜେବାପାଙ୍କ ନାଁରେ ଜମି ଥିଲେ ବି ପୁଅମାନେ କରିପାରିବେ ପଞ୍ଜିକରଣ….

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଏଣିକି ସରଳ ଏବଂ ସହଜ ହେବ ଚାଷୀ ପଞ୍ଜିକରଣ । ବାପାଦାଦା କି ଜେଜେବାପାଙ୍କ ନାମରେ ଜମି ଥିଲେ ବି ଏଣିକି ପୁଅମାନେ ମଧ୍ୟ ନିଜ ନାଁ ପଞ୍ଜିକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜିକରଣ କରିପାରିବେ । ଏଣିକି ଆଉ…

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ନୂଆ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁଯାୟୀ, ସୋମବାର ସୁଦ୍ଧା ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏହା ସକ୍ରିୟ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ବଢ଼ିବ। କେତେକ ଜିଲ୍ଲାରେ ବନ୍ୟା ପରି ସ୍ଥିତି ହେବାର…