Latest Odisha News

BREAKING NEWS

Browsing Category

ଓଡିଶା

Odisha

ସବୁ ସରକାରୀ ବିଲ୍ଡିଂ ହେବ ଗେରୁଆ ରଙ୍ଗ…

ଭୁବନେଶ୍ୱର: ଓଡ଼ିଶା ସରକାର ଏକ ବିଜ୍ଞପ୍ତି ଜାରି କରି ସମସ୍ତ ନୂତନ ଏବଂ ବିଦ୍ୟମାନ ସରକାରୀ କୋଠାର ମରାମତି ଏବଂ ନବୀକରଣ ସମୟରେ ଗେରୁଆ ରଙ୍ଗ କୋଡ୍ ବାଧ୍ୟତାମୂଳକ କରିଛନ୍ତି। ପୂର୍ତ ବିଭାଗ ଦ୍ୱାରା ଜୁଲାଇ ୩୦ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ ବାହ୍ୟ କାନ୍ଥ ଏବଂ ସୀମା ଯଥାକ୍ରମେ…

ଶ୍ରୀମନ୍ଦିର ଆନନ୍ଦ ବଜାରରେ ସଂସ୍କାର: କଡ଼ା ନିୟମ, ଜାରି ହେବ ଅବଢ଼ା ଦର ତାଲିକା

ପୁରୀ: ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅନୁଶାସନ ଓ ଭକ୍ତଙ୍କ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ନୂଆ ପଦକ୍ଷେପ ନେଇଛି। ମଙ୍ଗଳବାର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଅବଢ଼ା ବିକ୍ରି ଓ ଖାଇବାରେ ହେଉଥିବା ବିଶୃଙ୍ଖଳା…

ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ: ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ… କିନ୍ତୁ…

ଜଗତସିଂହପୁର: ବିରିଡି ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। ଯୁବକଙ୍କୁ ନିସ୍ତୁକ ମାଡ଼ ସହ ଉଲଗ୍ନ ହେବାକୁ କହିଲା ପୋଲିସ। ଏସ୍‌ପିଙ୍କ ନିକଟରେ ବାଲିଆ କୃତିବାସ ପାଟଣା ଗାଁର ଯୁବକ ଏଭଳି ଅଭିଯୋଗ କରିଛନ୍ତି। ବିରିଡ଼ି ଥାନା ଅଧିକାରୀଙ୍କ ନାଁରେ ଯୁବକ ଆଣିଲେ ଏପରି ସାଙ୍ଘାତିକ ଅଭିଯୋଗ।…

ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ, ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ୧୬୩୫ଟି ନୂତନ ରାଜସ୍ୱ ଗ୍ରାମର ହେବ ସୀମା ପରିବର୍ତ୍ତନ। ରାଜସ୍ବ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା। ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲାପାଳ ଓ ଆର୍‌ଡିସିଙ୍କୁ ଚିଠି ଲେଖାଯାଇଛି। ପୁରୁଣା ରାଜସ୍ୱ ଗାଁ ରେକର୍ଡ ଯେମିତି ମିଶି…

ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଦ୍ବିତୀୟ ଥର ପାଇଁ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ

ବାଲେଶ୍ୱର: ଏଫ୍ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ଅଧ୍ୟକ୍ଷଙ୍କ ବେଲ୍ ଆବେଦନ ଖାରଜ। ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ନିଲମ୍ବିତ ତଥା ଗିରଫ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କ ଆଜି ଜାମିନ ଆବେଦନ ଶୁଣାଣି ଖାରଜ ହୋଇଛି। ଏହି ଆବେଦନକୁ ଏସ୍ ଡି ଜେ ଏମ୍…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗଣଶିକ୍ଷା ବିଭାଗର ବଡ଼ ଆକ୍ସନ୍ସ, ଗିରଫ ବୋର୍ଡ ଉପସଭାପତି ସସପେଣ୍ଡ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ। କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଗଣଶିକ୍ଷା ବିଭାଗର ଆକ୍ସନ୍ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ…

ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍ । ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡାଙ୍କ ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ଚାଲିଛି । ଭୁବନେଶ୍ୱରର ୪ଟି ଘର ଯଥା,…

ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ। ୬ରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବ। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାଲେଶ୍ୱର,…

ଆସନ୍ତାକାଲି ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବ ସିପିଆଇଏମ୍‌ ଓ ସିପିଆଇ

ପୁରୀ: ବାଲେଶ୍ବର ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମଦାହ ଓ ବଳଙ୍ଗାରେ ନାବାଳିକାଙ୍କ ଦେହରେ କିରାସିନି ପକାଇ ହତ୍ୟା ଘଟଣାର ପ୍ରତିବାଦ କରି ଅଗଷ୍ଟ ୭ ତାରିଖ ତଥା ଆସନ୍ତାକାଲି ବାମପନ୍ଥୀ ଦଳ ପକ୍ଷରୁ ଜିଲ୍ଲାରେ ଆନ୍ଦୋଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବାମପନ୍ଥୀ ନେତା…

ବିପୁଳ ସଂଖ୍ୟାରେ କଇଁଛ ଚୋରାଚାଲାଣ, ୩ ଗିରଫ

ମାଲକାନଗିରି: କଇଁଛ ଚାଲାଣ ରାକେଟକୁ ଧରିବାରେ ସଫଳ ହୋଇଛି ମାଲକାନଗିରି ବନ ବିଭାଗ । ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ଚଢ଼ଉ କରିଛି ବନ ବିଭାଗ । ଏହି ସମୟରେ ୧୦୭୮ କଇଁଛ ଜବତ କରିଛି ମୋଟୁ ବନ ବିଭାଗ । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।…