Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ନୟାଗଡ: ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ । ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ…

‘ଆସନ୍ତାକାଲି ଠାରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ’

ଭୁବନେଶ୍ୱର: କେନ୍ଦ୍ର ନିର୍ବାଚନ ଅଧିକାରୀ ଡ.ବି ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ଅର୍ଥାତ୍ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧…

ରଥଯାତ୍ରା ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଛି

ଭୁବନେଶ୍ବର: ଚତୁର୍ଦ୍ଧାମୂରତିଙ୍କ ମାନବୀୟ ଲୀଳାର ନିଦର୍ଶନ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ସାମୁହିକ ପ୍ରଚେଷ୍ଟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବାସ୍ଥ୍ୟ ଜନିତ ଜିରୋ କାଜୁଆଲଟି ଲକ୍ଷ୍ୟ ହାସଲ କରିଛି । ସେଥିପାଇଁ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସ୍ବାସ୍ଥ୍ୟ ଓ ପରିବାର…

ଅଧା ରହିଲା କାଳିଆ ଦର୍ଶନ, ଆମ ବସ୍ ଚଢିଯିବାରୁ ୩ ସ୍କୁଟି ଆରୋହୀଙ୍କ ଚାଲିଗଲା ଜୀବନ

ଭୁବନେଶ୍ବର: ଅଧାରେ ରହିଲା କାଳିଆ ଦର୍ଶନ । ଆଜି ଅପରାହ୍‌ଣରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ସ୍କୁଟିରେ ଯାଉଥିବା ତିନି ଜଣ ଯୁବତୀଙ୍କ ଉପରେ ଚଢ଼ିଗଲା ଆମ ବସ୍ । ସୂଚନା ଅନୁସାରେ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଏକ ସ୍କୁଟିରେ ଭୁବନଶ୍ବେରରୁ ପୁରୀ ଅଭିମୁଖେ ବାହାରିଥିଲେ…

୬ ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ମୁଣ୍ଡରେ ଥିଲା ୧୦ ଲକ୍ଷ ପୁରସ୍କାର ରାଶି

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓଗଡ । ଖରାପ କାମ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ ମାନେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସ ନିକରଟରେ ଆଜି ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୬ଜଣ ମାଓବାଦୀଙ୍କ…

ରଥଯାତ୍ରାରେ ସାମିଲ ହେଲେ କୋଟିପତି ବ୍ୟବସାୟୀ ଗୌତମ ଆଦାନୀ, ଶରଧାବାଲିରେ ମହାପ୍ରଭୁଙ୍କୁ ଦର୍ଶନ କଲେ

ପୁରୀ: ଆଜି ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି କୋଟିପତି ବ୍ୟବସାୟୀ ଗୌତମ ଆଦାନୀ । ଗତକାଲି ଠାରୁ ଆରମ୍ଭ ହୋଇଥିବା ପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଆରମ୍ଭରେ ଆଦାନୀ ସପରିବାରେ ସାମିଲ ହୋଇଛନ୍ତି । ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ସିଧା ପୁରୀ ଅଭିମୁଖେ…

ରଥଯାତ୍ରା ମହାବିଭ୍ରାଟ ପଛରେ କାରଣ କ’ଣ?

ଭୁବନେଶ୍ବର: ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । ସିଂହଦ୍ବାରରେ ରହିଗଲେ ଶ୍ରୀଜଗନ୍ନାଥ । ପାହୁଣ୍ଡେ ଗଡ଼ିଲା ନନ୍ଦିଘୋଷ । ପାସ ବଣ୍ଟନରୁ ମହାବିଭ୍ରାଟ ଅଭିଯୋଗ, ସରକାରଙ୍କୁ ଘେରିଲେ ବିରୋଧୀ । ଚଳିତବର୍ଷ ରଥଯାତ୍ରାରେ ୩୦ବର୍ଷର ପରମ୍ପରା ଭାଙ୍ଗିଛି । ଗୋଟିଏ ବି ରଥ ଶରଧାବାଲିରେ…

ଶରଧାବାଲିରେ ୩ ରଥ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପୁଛି ପରିବେଶ

ପୁରୀ: ଶରଧାବାଲିରେ ପହଞ୍ଚିଲା ୩ ରଥ। ଘଣ୍ଟଘଣ୍ଟା, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଉଛି ଶରଧାବାଲି। ଦର୍ଶନ ପାଇଁ ଶରଧାବାଲିରେ ବଢୁଛି ଭକ୍ତଙ୍କ ସମାଗମ। ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି। ତାଳଧ୍ୱଜ ଓ ଦର୍ପଦଳନ ପରେ…

ଚକା ଆଖି ସବୁ ଦେଖୁଛି; ରଥଯାତ୍ରା ବିଳମ୍ବ ନେଇ ନବୀନଙ୍କ ଉଦବେଗ…

ଭୁବନେଶ୍ଵର: ରଥଯାତ୍ରା ପରିଚାଳନା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ରଥଟଣା ବିଳମ୍ବକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଯେ, ନନ୍ଦିଘୋଷ ରଥ ଟାଣିବାରେ ଅତ୍ୟଧିକ ବିଳମ୍ବ ପାଇଁ ଆମେ ପ୍ରଶାସନକୁ ଆଙ୍ଗୁଳି…

ରଥଯାତ୍ରାରେ କଭରେଜ୍ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ନିଜେ ପୋଲିସ୍ କରିଥିଲା ଦୁର୍ବ୍ୟବହାର….

ପୁରୀ: ରଥଯାତ୍ରାରେ କଭରେଜ୍ ବେଳେ ହଟହଟା ହେଲେ ସାମ୍ବାଦିକ । ପୋଲିସର ଆକ୍ରମଣରେ ୭ ଜଣ ଆହତ ହୋଇଛନ୍ତି । ଗଭୀର ଆଘାତ ପାଇ ଜଣେ ମହିଳାଙ୍କ ସାମ୍ବାଦିକଙ୍କ ହାତରେ ୨୦ଟି ଷ୍ଟିଜ୍ ପଡିଛି । ଏମିତିକି ଲୋକସମ୍ପର୍କ ବିଭାଗ ଡିଆଇପିଆରଓ ବି ଆହତ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ…