Latest Odisha News

BREAKING NEWS

Browsing Category

ଓଡିଶା

Odisha

୯ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ନଅ ଜଣ ବରିଷ୍ଠ ଅଧିକାରୀଙ୍କୁ ମଙ୍ଗଳବାର ଦିନ ବଦଳି କରାଯାଇଛି। ସେମାନଙ୍କୁ ନୂତନ ନିଯୁକ୍ତି ଦିଆଯିବା ନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗଙ୍ଗାଧର ନାୟକଙ୍କୁ ଗୃହ ନିର୍ଦ୍ଦେଶକ ଏବଂ ଗୃହ ଏବଂ…

High Court: ପାର୍ବଣରେ ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ: ହାଇକୋର୍ଟ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସନ୍ତାକାଲି ଗଣେଶ ପୂଜା ଥିବାବେଳେ, ଆଗକୁ ଆସୁଛି ଦୁର୍ଗାପୂଜା ସହ ବିଭିନ୍ନ ପୂଜା ପାର୍ବଣ । ଏହି ସମୟ ମଧ୍ୟରେ ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ବୋଲି…

Unique Alphabet Garden: ଓଡ଼ିଶାର ପ୍ରଥମ ଅନନ୍ୟ ବର୍ଣ୍ଣମାଳା ଉଦ୍ୟାନ; “ଅ” ଅକ୍ଷର ଠାରୁ…

ନବରଙ୍ଗପୁର: ବୃକ୍ଷ ହିଁ ଜୀବନ, ପରିବେଷକୁ ସନ୍ତୁଳିତ ରଖିବାପାଇଁ ଗଛ ଲଗାଇବା ନିହାତି ଜରୁରୀ l ଏବେ ଗ୍ଲୋବାଲୱାର୍ମିଙ୍ଗ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । ଏହିଭଳି ପରିସ୍ଥିତିରେ ଗଛ ଲଗାଇବା ସହ ଜଙ୍ଗଲ ସୁରକ୍ଷା କରିବା ଏକମାତ୍ର ବିକଳ୍ପ l ପ୍ରଧାନମନ୍ତ୍ରୀ ନରେନ୍ଦ୍ରମଦି ମଧ୍ୟ ମାଆ ପାଇଁ…

Flood-Affected Area: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଯାଜପୁର: ଦଶରଥପୁରରେ ବନ୍ୟାଞ୍ଚଳ ବୁଲି ଦେଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ । ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ହେବା ଫଳରେ ବୈତରଣୀର ଶାଖା କାଣୀ ନଦୀର ମଲ୍ଲିକାପୁର ପଞ୍ଚାୟତ ବଙ୍ଗାଳି ସାହି ନିକଟରେ ୧୫୦ଫୁଟର ଘାଇ ସୃଷ୍ଟି ହୋଇଛି । ଘାଇ ହେବା ଫଳରେ…

Cuttack MLA criticises Mayor: କମିଶନର ଓ ଅଧିକାରୀଙ୍କ ସହ ସୋଫିଆ କଲେ ବୈଠକ: ଖପ୍ପା ହେଲେ ସିଏମସି ମେୟର

କଟକ: ମେୟରଙ୍କୁ ନଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ। କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିର୍ଦ୍ଦୋଶ କଲେ ବୈଠକ। ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାଁନ୍ତି କହିଲେ ସୋଫିଆ। ସୋଫିଆ କହିଛନ୍ତି, ମେୟର କଟକ ସହରକୁ ବୁଡ଼ାଇ ଦେଇଛନ୍ତି, ସମୀକ୍ଷା କରି ପାରୁନାହାଁନ୍ତି।…

Heritage Policy: ସରକାର ଆଣିବେ ହେରିଟେଜ୍‌ ପଲିସି; ୩ ହଜାରରୁ ଅଧିକ ଐତିହାସିକ କୀର୍ତ୍ତିରାଜିର ହେବ ପୁନରୁଦ୍ଧାର

ଭୁବନେଶ୍ବର: ଓଡିଶାର ୩ ହଜାରରୁ ଊର୍ଦ୍ଧ୍ୱ ପୁରୁଣା କୀର୍ତ୍ତିରାଜିକୁ ସୁରକ୍ଷା ଓ ସଂରକ୍ଷଣ ପାଇଁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ଖୁବଶୀଘ୍ର ହେରିଟେଜ୍‌ ପଲିସି ଆଣିବାକୁ ଯାଉଛନ୍ତି । ଏନେଇ ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ବୈଠକ…

ସେଓରେ ଗଣପତି; ୨୬ ଫୁଟର ମୂର୍ତ୍ତି ଦେଖିବାକୁ ଜମୁଛି ଭିଡ଼ 

ସମ୍ବଲପୁର: ସମ୍ବଲପୁର ସ୍ଥିତ କ୍ଷେତ୍ରରାଇପୁର ଅଞ୍ଚଳରେ ଥିବା ନଟରାଜ କ୍ଲବ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ୨୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ତିଆରି କରାଯାଇଛି। ଯାହା ସମ୍ପୂର୍ଣ୍ଣ ଭାବରେ ସେଓରେ ତିଆରି ହୋଇଛି। ଏଥିପାଇଁ ପ୍ରାୟ ୧୫୦୦ କିଲୋଗ୍ରାମ…

Kharif Paddy Registration: ଶେଷ ହେଲା ଖରିଫ୍ ଧାନ ପଞ୍ଜିକରଣ, ନଭେମ୍ବର ପହିଲାରୁ ଧାନ କିଣା ଆରମ୍ଭ

ଭୁବନେଶ୍ଵର: ଶେଷ ହେଲା ଖରିଫ୍ ଧାନ ପଞ୍ଜିକରଣ। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜିକରଣ କରିଛନ୍ତି। ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡ଼ିଛି । ଗତ ବର୍ଷ ୧୭ ଲକ୍ଷ ୫୦ ହଜାର ଚାଷୀ ପଞ୍ଜୀକରଣ କରିଥିଲେ। ଜୁଲାଇ ୧୯ ତାରିଖରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ…

ଓପିଏସସି ପକ୍ଷରୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ସ ତାରିଖ ପ୍ରକାଶ 

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୪ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛି। ଓପିଏସସି ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ସିଏସଇ ପ୍ରିଲିମ୍ସ ଚଳିତ ବର୍ଷ ଅକ୍ଟୋବର ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିଯୁକ୍ତି…

Ganesh Puja Guideline: ଗଣେଶ ପୂଜା: କଟକ ପରେ ଭୁବନେଶ୍ୱର ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର: ରାତି ପାହିଲେ ଗଣେଶ ପୂଜା । ଏନେଇ ପୂଜା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ କଣ କରିହେବ କଣ ନାହିଁ ସେନେଇ ପୂର୍ବରୁ ସିଲଭର ସିଟି କଟକ ପାଇଁ ଗାଇଡଲାଇନ ଜାରି ହୋଇଥିବାବେଳେ, ଏବେ ରାଜଧାନୀ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଗାଇଡଲାଇନ…