Latest Odisha News

BREAKING NEWS

Browsing Category

ଓଡିଶା

Odisha

ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ; ଆନନ୍ଦରେ ରଥକୁ ଟାଣି ନେଉଛନ୍ତି ଭକ୍ତ…

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା। ୩ ଠାକୁରଙ୍କୁ ରଥରେ ଦେଖି ଆନନ୍ଦିତ ହୋଇପଡିଛନ୍ତି ଭକ୍ତ। ପ୍ରଥମେ ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଟାଣିବାକୁ ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ…

ରଥ ଉପରେ ଛେରାପହଁରା କଲେ ଗଜପତି ମହାରାଜ

ପୁରୀ: ପବିତ୍ର ରଥଯାତ୍ରାରେ ଶୁକ୍ରବାର ଦିନ ରଥ ଟଣା ଆରମ୍ଭ ହେବା ପୂର୍ବରୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ଠାକୁରଙ୍କ ଛେରା ପହଁରା ନୀତି କରିଛନ୍ତି। ରାଜା ଧଳା ପୋଷାକ ପିନ୍ଧି ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ। ତା'ପରେ ସେଠାରେ ସେ ସୁନା ଝାଡୁ ରେ ତିନି…

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ…

ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ ଲୁଟ୍, ନେଇଗଲେ ମୂଲ୍ୟବାନ ସମ୍ପତ୍ତି

ପାଟନା: ନୂଆଦିଲ୍ଲୀ-ଭୁବନେଶ୍ୱର ଦୂରନ୍ତ ଏକ୍ସପ୍ରେସରେ    ଯାତ୍ରୀମାନଙ୍କ ମୂଲ୍ୟବାନ ଜିନିଷପତ୍ର ଲୁଟ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ଶୁକ୍ରବାର ଭୋର୍ ସମୟରେ ବିହାରର ଗୟା ନିକଟରେ ଘଟିଥିବା ଜଣାପଡିଛି। ଟ୍ରେନ୍‌ର ପାଞ୍ଚଟି କୋଚରେ ଯାତ୍ରା କରୁଥିବା ୧୨ ଜଣଙ୍କଠାରୁ ଡକାୟତଙ୍କ ଏକ ଦଳ…

ଆଗକୁ ବଡ ବର୍ଷା! ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା…

ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଜୁନ୍‌ ୩୦ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ। ମୁଖ୍ୟମନ୍ତ୍ରୀ ଆସନ୍ତା ସୋମବାର ଦିନ ସକାଳ ୧୦.୩୦ ଘଟିକାରୁ ୟୁନିଟ-୨ ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ କରିବେ।…

ପହଣ୍ଡି କରି ରଥାରୂଢ ଚତୁର୍ଦ୍ଧାମୂରତି: ୪ଟାରେ ଆରମ୍ଭ ହେବ ରଣଟଣା….

ପୁରୀ: ଟାହିଆ ହଲେଇ ହଲେଇ ଝୁଲି ଝୁଲି, ବଡଦାଣ୍ଡରେ ଭକ୍ତଙ୍କୁ ବାଇଆ କରି ଶେଷରେ ଚତୁର୍ଦ୍ଧମୂରତି ରଥେ ବିଜେ କରିଛନ୍ତି । ତାଳଧ୍ବଜରେ ବିଜେ ବଡ ଠାକୁର ବଳଭଦ୍ର, ନନ୍ଦିଘୋଷରେ ବିଜେ ମହାପ୍ରଭୁ କାଳିଆ ସାଆନ୍ତ, ଆଉ ମଝିରେ ଦେବଦଳନରେ ରଥରେ ବିଜେ କରିଛନ୍ତି ହଳଦୀ ମୁହିଁ ଦେବୀ ସୁଭଦ୍ରାଙ୍କ ସହ…

ପୁରୀ ବେଳାଭୂମିରେ ବାଲୁକା କଳାରେ ଶୋଭା ପାଉଛନ୍ତି ୧୦୧ ଜଗନ୍ନାଥ

ପୁରୀ: ପଦ୍ମଶ୍ରୀ ପୁରସ୍କାର ବିଜେତା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁଣି ନିଜର ଏକ ଅନନ୍ୟ କଳାକୃତିକୁ ନେଇ ଚର୍ଚ୍ଚା ରେ ଅଛନ୍ତି। ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ସେ  ପୁରୀ ବେଳାଭୂମିରେ ପ୍ରଭୁ ଜଗନ୍ନାଥଙ୍କର ୧୦୧ଟି ବାଲୁକା ମୂର୍ତ୍ତି ତିଆରି କରିଛନ୍ତି। ଯାହା ଖୁବ୍…

କାହିଁକି ଏହି ସମାଧି ଆଗରେ ଅଟକି ଥାଏ ନନ୍ଦିଘୋଷ ରଥ?

ପୁରୀ: ସିଏ ଭାବର ଠାକୁର ଭାବୋବିନୋଦିଆ । ଭାବରେ ଡାକିଲେ ଭକ୍ତଙ୍କୁ ସିଧା ତାର ଭବ୍ୟ ରୂପର ଦର୍ଶନ ମିଳେ । ଭାବରେ ହାତ ବଢେଇଦେଲେ ସେ ସଙ୍ଗେ ସଙ୍ଗେ ସାହାରା ଦେଇଦିଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଅର୍ଥାତ୍ ଆଜିର ଦିନରେ ସେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ବଡଦାଣ୍ଡକୁ…

ଆରମ୍ଭ ହେଲା ମହାପ୍ରଭୁଙ୍କ ପହଣ୍ଡି: ଝୁଲି ଝୁଲି ଆସୁଛନ୍ତି ଶ୍ରୀଜିଉ…

ପୁରୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ସକାଳୁ ସକାଳୁ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ଏବେ ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଧାଡ଼ି ପହଣ୍ଡିରେ ଶ୍ରୀସୁଦର୍ଶନ ରଥେ ବିଜେ କରିସାରିଲେଣି । ସୁଦର୍ଶନ ଠାକୁର ଦେବଦଳନ ରଥରେ…