Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ବନ୍ଦ କରିଦେବୁ ଇସ୍କନ୍’ : ବଢିଲାଣି ଇସ୍କନ୍ ବିରୋଧୀ ସ୍ବର

ପୁରୀ: ପୁଣି ଥରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗ ଉଠାଇ ଏବେ ସମାଲୋଚନାର ପାତ୍ର ହୋଇଛି ଇସ୍କନ । ଚାରୁଆଡୁ ବିରୋଧର ସ୍ବର ଉଠିଥିବା ବେଳେ ଏବେ ଇସ୍କନ ବନ୍ଦ କରିଦେବା ପାଇଁ ଚେତାବନୀ ବି ମିଳିଲାଣି । ଏହାକୁ ନେଇ ପୂର୍ବରୁ କଳିଙ୍ଗ ସେନା ଇସ୍କନକୁ ଚେତାବନୀ ଦେଇଥିବା ବେଳେ ଏବେ ଜଗନ୍ନାଥଙ୍କ…

କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲ କାରଖାନା

କେନ୍ଦୁଝର: କେନ୍ଦୁଝରରେ ହେବା ଷ୍ଟିଲ ପ୍ଳାଣ୍ଟ। JSW ଓ ପସ୍କୋ ମିଳିତ ଭାବେ କରିବେ ଏହି ଷ୍ଟିଲ ପ୍ଳାଣ୍ଟ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ଶୋ’ ବେଳେ ଉଭୟ JSW ଓ ପୋସ୍କୋ ସହ…

ସାବଧାନ୍! ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ ।ଏନେଇ କଡା ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାର୍‌ରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅବକାରୀ…

ସୁଭଦ୍ରାକୁ ନେଇ ବଡ ଅପଡେଟ୍: ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ଆସିବ ଗାଇଡଲାଇନ

ଭୁବନେଶ୍ବର: ଖୁବ୍ ଶୀଘ୍ର ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଚଢିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାକି ଥିବା ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ମିଳିବ ।  ଖୁବ୍‌ ଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତି ତୃତୀୟ…

୮ ଫୁଟର ଅଜଗର ସାପ ଉଦ୍ଧାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ସୁବର୍ଣ୍ଣମେରୁ ମନ୍ଦିର ପରିସରରୁ ଏକ ୮ ଫୁଟ୍ ଲମ୍ବ ଅଜଗର ସାପ ଉଦ୍ଧାର ହୋଇଛି । ଏହା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ସୃଷ୍ଟି ହୋଇଛି । ସୂଚନା ମୁତାବକ, ପୂଜକ ମାନେ ଆଜି ସକାଳ ସମୟରେ ପୂଜା କରୁଥିବା ବେଳେ ମନ୍ଦିରରେ ଥିବା ଏକ ପାଣି…

ବାତିଲ୍ ହେଲା ସ୍ନାନଯାତ୍ରା: ରଥଯାତ୍ରା?, ଚେତାବନୀ ଦେଲାଣି କଳିଙ୍ଗ ସେନା

ନୂଆଦିଲ୍ଲୀ: ପୁଣି ଅଦିନରେ ରଥଯାତ୍ରା ଆୟୋଜନ କରି ଚର୍ଚ୍ଚାକୁ ଆସିଛି ଇସ୍କନ । ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ଚାରିଆଡୁ ସୃଷ୍ଟି ହୋଇଛି ବିରୋଧର ସ୍ବର । ଅଦିନରେ ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ…

ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା: ମୁଖ୍ୟ ଆକର୍ଷଣ ପାଲଟିବ ‘ଓଡ଼ିଆ ଚଳଚ୍ଚିତ୍ର’

କଟକ: ଚଳିତବର୍ଷ ନଭେମ୍ବର ୧୫ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଏନେଇ ପ୍ଲଟ ରେଜିଷ୍ଟ୍ରେସନ ସରି ଜାରି ରହିଛି ଜମି ନିଲାମ ପ୍ରକ୍ରିୟା । ୧୦ ଟି ଟିମକୁ ନେଇ ବିଭିନ୍ନ ସ୍ଥାନରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ମୋଟ ୧୫୦୦ ଜଣ ପ୍ଲଟ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା

ଭୁବନେଶ୍ୱର: ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହେବ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟର ଆଞ୍ଚଳିକ ଶାଖା। ଏନେଇ ଓଡ଼ିଶା ରାଜ୍ୟ ସରକାର ବିଧିବଦ୍ଧ ଭାବେ ଅନୁମୋଦନ ପ୍ରଦାନ କରିଛନ୍ତି। ପ୍ରାଥମିକ ସ୍ତରରେ ଏହା ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ…

ସ୍ଥିତି ବିଗାଡି ଦେଇଥିଲା ବାଣ, ଆଶ୍ବସ୍ତି ଦେଲା ଅଦିନିଆ ବର୍ଷା

ଭୁବନେଶ୍ବର: ବାୟୁମଣ୍ଡଳକୁ ଆଶ୍ବସ୍ତି ଦେଇଛି ଅଦିନିଆ ବର୍ଷା । ଗତକାଲି ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ କରାଯାଇଥିବା ବେଳେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ବାୟୁ ଗୁଣବତ୍ତା(ଏକ୍ୟୁ) ଅତ୍ୟନ୍ତ ଖରାପ ହୋଇଯାଇଥିଲା । ବୁଧବାର ସକାଳେ ବାୟୁର ଗୁଣବତ୍ତା ୬୦ରୁ ୭୦ ଏକ୍ୟୁ ଥିବା ବେଳେ…

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା; ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ ଆରମ୍ଭ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣା । ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗୀୟ ତଦନ୍ତ । ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଦନ୍ତ ଆରମ୍ଭ…