Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୀୟୂଷଙ୍କ ପ୍ରେସ୍‌ମିଟ୍‌;୨୦୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବେ

ଭୁବନେଶ୍ବର:ସୂର୍ଯ୍ୟ ମନ୍ଦିର ଓ ସିଂହବାହିନୀ ବିବାଦ ନେଇ ମତ ରଖିଲେ ଯାତ୍ରା ଅଭିନେତା ପୀୟୂଷ ତ୍ରୀପାଠୀ । ସିଂହବାହିନୀ ସହ ରହିବା ନେଇ ପୀୟୂଷ ସ୍ପଷ୍ଟ କରିଛନ୍ତି । ଏନେଇ ପ୍ରେସମିଟ୍ ଯୋଗେ ସେ ସୂଚନା ଦେଇଛନ୍ତି । ଗଣମାଧ୍ୟମରେ ସେ କହିଛନ୍ତି ଯେ, ସେ ସ୍ବାସ୍ଥ୍ୟଗତ କାରଣରୁ ଗୋଟିଏ ବର୍ଷ…

ଘରୋଇ ବ୍ୟାଙ୍କ ସହ ନେଣଦେଣ ନେଇ ସ୍ପଷ୍ଟୀକରଣ ଦେଲେ ସରକାର

ଭୁବନେଶ୍ୱର: ଗତ କିଛି ବର୍ଷ ଧରି ଖରାପ ପ୍ରଦର୍ଶନ ପାଇଁ  ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କ - ଏଚ୍ ଡି ଏଫ୍ ସି ବ୍ୟାଙ୍କ, ଆଇ ସି ଆଇ ସି ଆଇ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ସରକାରୀ ନେଣଦେଣ ପାଇଁ ତାଲିକାରୁ ବାଦ ଦିଆଯାଇଥିବା ନେଇ ଓଡ଼ିଶା ସରକାର  ବିଜ୍ଞପ୍ତି ଜାରି କରିଥିଲେ। ତେବେ ଏନେଇ…

ବନ୍ଧୁକ ମୁନରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି

ମୟୂରଭଞ୍ଜ:ବନ୍ଧୁକ ମୁନରେ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି। ବାରିପଦା କୁଳିଅଣା ଥାନା କୁଚେଇ ଗ୍ରାମ୍ୟ ଓଡ଼ିଶା ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୨ଟି ବାଇକରେ ୫ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ଟଙ୍କା। ସୂଚନାଯୋଗ୍ୟ ଯେ,ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ…

ଦଶ ମୂଳ ମୋଦକ ଚୋରୀ ଘଟଣା; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର

ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି ଚର୍ଚ୍ଚା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ କମାଣ୍ଡରଙ୍କୁ ଏନେଇ ଚିଠି କରିଛନ୍ତି ବଳଭଦ୍ରଙ୍କ ବାଡଗ୍ରାହୀ…

ରାଜ୍ୟରେ ଆଉ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଆମ ରାଜ୍ୟରେ ୧୪୦୦ ରାଇସ୍ ମିଲ୍ ରହିଥିବାବେଳେ, ଆହୁରି ୪ଶହରୁ…

‘ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି’

ଭୁବନେଶ୍ୱର: ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ । ଏଠାକାର ପ୍ରଶାସନ ଠିକ୍ କାମ କରୁନାହିଁ ବୋଲି କହିଛନ୍ତି ଗୋପାଳପୁର ଓ କେନ୍ଦୁଝର…

ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି MBBS କଲେଜ ଖୋଲିବ । ସେହିପରି ସମ୍ବଲପୁରର…

ବିଜେଡି ଛାଡିଦେବେ କି ଦୀପାଳି ?

ଭୁବନେଶ୍ବର: ବିଜେଡି ଛାଡିବେ କି ପୂର୍ବତନ ଝାରସୁଗୁଡା ବିଧାୟକା ଦୀପାଳି ଦାସ । ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଘରେ ଘନ ଘନ ଆୟକର ଚଢାଉ ଚାଲିଥିବା ବେଳେ ବିଜେଡି ଚୁପ ରହିଛି । ଏହାକୁ ନେଇ ନବଙ୍କ ପରିବାରର ଅନୁଗତ ଓ ଦୀପାଳିଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ…

ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍ 

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା…

ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି । ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା…