Latest Odisha News

BREAKING NEWS

Browsing Category

ଓଡିଶା

Odisha

୨ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ; ଗାଁରେ ପାଳିବେ ଦିପାବଳୀ

କେନ୍ଦୁଝର: ଗାଁରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ । ଏନେଇ ଆଜି ଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ । ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ…

ଗୁଣିଗାରେଡି ସନ୍ଦେହ: ନାବାଳକର ଆଙ୍ଗୁଳି କାଟି ଦେଲେ ଦୁର୍ବୁତ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଲେଞ୍ଜିପୁଟ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ କିଛି ଦୁର୍ବୃତ୍ତ ପିଲାଟିକୁ ଟେକିନେଇ ଆଙ୍ଗୁଳି କାଟିଦେଇଥିବା ଅଭିଯୋଗ ହୋଇଛି । ମୂର୍ମୂଷ ଅବସ୍ଥାରେ ଘର ପାଖ ନାଳ ନିକଟରୁ ପିଲାଟିକୁ ଉଦ୍ଧାର କରିଛନ୍ତି…

ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଭଦ୍ରକର ଅଧିଷ୍ଠାତ୍ରୀ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଉତ୍ସବମୁଖର ହୋଇ ଉଠିଛି ଭଦ୍ରକ ସହର । ଏହି ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠି ଚଳଚଞ୍ଚଳ । ଆଜି ପବିତ୍ର କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ମା' ଭଦ୍ରକାଳୀ ଆଜି…

ନୂଆ ଜାଗା ସହ ଖାପ ଖୁଆଉଛି ଯମୁନା, କଲା ପ୍ରଥମ ଶିକାର

ମୟୂରଭଞ୍ଜ: ନୂଆ ଜାଗା ସହ ଧିରେ ଧିରେ ଖାପ ଖୁଆଉଛି ଯମୁନା। ଖୋଲାରେ ବିଚରଣ କରିବା ସହ ଏବେ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ନୂଆ ବାଘୁଣୀ ଯମୁନା ତାର ପ୍ରଥମ ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଆଉ କିଛି ବାରହା ଛଡା ଯାଇଥିବା ବେଳେ ଯମୁନା ବାରହାକୁ ତାର ପ୍ରଥମ ଶିକାର…

ଶ୍ରମଯୋଗୀ କଏଦୀଙ୍କୁ ମିଳିବ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ

କଟକ: ଏଣିକି ଜେଲରେ ଶ୍ରମ କରୁଥିବା କଏଦୀଙ୍କୁ ମିଳିବ ପୋଷାକ ଯୁକ୍ତ ଖାଦ୍ୟ। ଯେଉଁଥିରେ ଦିନକୁ ଦିଆଯାଉଥିବା ଖାଦ୍ୟରେ ଆହୁରି ଅଧିକ ୩୭୦ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯିବ। ଆଜି କିଛି ଏପରି ଶୁଣାଣି ହୋଇଛି ହାଇକୋର୍ଟରେ। ଜେଲରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଏଣିକି ଦିନକୁ ଅଧିକ କ୍ୟାଲୋରୀ…

ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ, ଅପେକ୍ଷାରେ ଭକ୍ତ

ଭୁବନେଶ୍ଵର: ଆସିଛି ଆଲୋକର ପର୍ବ ଦୀପାବଳି। ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି। ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ…

ଆଜି ଆଲୋକର ପର୍ବ ଦୀପାବଳି, ଚଳଚଞ୍ଚଳ ଗାଁ ଠୁ ସହର

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଚଳଚଞ୍ଚଳ ଗାଁ ଠୁ ସହର । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ସବୁ ଗଳିକନ୍ଦି । ଆଜିର ପବିତ୍ର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।…

ଉନ୍ମୋଚନ ହେଲା ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ପ୍ରସ୍ତୁତି ପାଇଁ ୱେବପୋର୍ଟାଲ

ଭୁବନେଶ୍ବର: ଆସନ୍ତା ୨୦୩୬ ମସିହା ସୁଦ୍ଧା ‘ସମୃଦ୍ଧ ଓଡ଼ିଶା’ ଗଠନ ହେବା ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନରେ ଓଡ଼ିଶାର ଅବଦାନ ମହତ୍ୱପୂର୍ଣ୍ଣ ହେବ। ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି ଅର୍ଥାତ୍ ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟରେ ପରିଣତ ହେବ ସେନେଇ ରାଜ୍ୟ…

ପୁରୁଷୋତ୍ତମ ଏକ୍ସପ୍ରେସରୁ ମିଳିଲା ୧୫୦ଟି ଗୁଳି, ଅନୁସନ୍ଧାନ କରୁଛି ଜିଆରପି

ପୁରୀ : ପୁରୀ ରେଳ ଷ୍ଟେସନରୁ ପୁରୁଷୋତ୍ତମ ଏକ୍ସପ୍ରେସ(12802 )ର ଏସ2  ସ୍ଲିପର କୋଚର ଏକ ସିଟ ତଳୁ ଅଫୁଟା ଗୁଳି ମିଳିଛି। ଜବତ ହୋଇଛି ମୋଟ ୧୫୦ଟି ଜୀବନ୍ତ ଗୁଳି।ସେଠାରେ ସନ୍ଦିଗ୍ଧ ଅବସ୍ଥାରେ ଥିବା ଏକ କଳା ବ୍ୟାଗକୁ ଆରପିଏଫ ଯାଞ୍ଚ କରିଥିଲା।  ଯାଞ୍ଚ ସମୟରେ ବ୍ୟାଗ  ଭିତରୁ ୧୫୦ଟି 8mm…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମିଳିଲା ୭୧ ଲକ୍ଷ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ‘ଦାନା’ ରେ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୬ଟି ସଂସ୍ଥା ପକ୍ଷରୁ ୭୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।…