Latest Odisha News

BREAKING NEWS

Browsing Category

ଓଡିଶା

Odisha

ମନ ମୋହୁଛି ମୃତ୍ତିକା ପ୍ରଦର୍ଶନୀ, ସଜେଇ ହୋଇଛି ବିଭିନ୍ନ ରଙ୍ଗୀନ ମାଟି ସାମଗ୍ରୀ

ଭୁବନେଶ୍ୱର: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ଚାରିଆଡେ ଉତ୍ସବର ମହୋଲ। ମାଟିରେ ସଜେଇ ହୋଇଛି ରଙ୍ଗ ବେରଙ୍ଗର ଦୀପ। ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି ଟେରାକୋଟାର ସମ୍ଭାର । ମାଟି ନିର୍ମିତ ଭଳିକି ଭଳି ସାମଗ୍ରୀ ଦେଖିବାକୁ ବେଶ ମନଲୋଭା ହୋଇଛି। ଦେଖିବା ମାତ୍ରେ ଆପଣ ଏହାକୁ…

ରାଷ୍ଟ୍ରପତି ଭବନରେ ସ୍ଥାପିତ ହେଲା କୋଣାର୍କ ଚକର ୪ଟି ପ୍ରତିକୃତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ ଓ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କୋଣାର୍କ ଚକ ସ୍ଥାପନ ରଖାଯାଇଛି।…

ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ସର୍ତ୍ତ..

ଭୁବନେଶ୍ୱର: ରାଜ୍ୟରେ ପୁଣି ଚାଲିବ ଡ୍ୟାନ୍ସବାର। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ । ମହିଳା ଡ୍ୟାନ୍ସରମାନଙ୍କର ଡ୍ରେସରେ ଶାଳୀନତା ରହିବ। ରାଜ୍ୟ ସରକାର ଏଭଳି କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…

ଦୀପାବଳି ପାଇଁ ଗାଇଡଲାଇନ ଜାରି: ଏହିସବୁ ସ୍ଥାନରେ ଫୁଟାଇ ପାରିବେନି ବାଣ..

ଭୁବନେଶ୍ୱର: ଆସୁଛି ଆଲୋକର ପର୍ବ ଦୀପାବଳି। ଉତ୍ସବ ମନାଇବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ଆଜି ଦୀପାବଳି ପାଇଁ ନିୟମ ଜାରି କରିଛନ୍ତି ସରକାର। ସୁରକ୍ଷିତ ଦୀପାବଳି ପାଳନ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ…

ଇସ୍କନକୁ ଗଜପତିଙ୍କ ଚିଠି: ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ?

ପୁରୀ : ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଆଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜା ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି…

ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ

ସମ୍ବଲପୁର: ଧନତେରସ ଅବସରରେ ଲୋକମାନେ ସୁନା ଗହଣା କିଣୁଥିବା ବେଳେ ସମ୍ବଲପୁରର ୩ ଅଳଙ୍କାର ଦୋକାନରେ ଜିଏସଟି ଚଢାଉ ହୋଇଛି। ସୂଚନାନୁସାରେ, ସିଟି ଏବଂ ଜିଏସଟି ଟିମ୍ ଏକାସାଙ୍ଗରେ ଏହି ଚଢାଉ କରିଥିଲେ। ମାରୱାରୀ ବଜାରରେ ଅବସ୍ଥିତ ତିନୋଟି ଅଳଙ୍କାର ଦୋକାନ ଜଣେ ବ୍ୟବସାୟୀଙ୍କର ବୋଲି…

ଉତ୍ସର୍ଗୀକୃତ ସେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩ କର୍ମଚାରୀ ପୁରସ୍କୃତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କୁ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ…

ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ: ଜୟନାରାୟଣ ମିଶ୍ର

ଭୁବନେଶ୍ବର: ପ୍ରମିଳାଙ୍କ ବୟାନରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଗୋଟିଏ ହ୍ଵିସିଲରେ ଭାଙ୍ଗିଯିବ ବିଜେଡ଼ି । ଅମିତ ଶାହଙ୍କ ଗୋଟିଏ ହ୍ଵିସିଲରେ ବିଜେଡ଼ି ଭାଙ୍ଗିଯିବ ବୋଲି ସେ କହିଛନ୍ତି । ୧୪୦ ନୁହେଁ  ଆଗ ୪୦ ସିଟ ଜିତିକି ଦେଖାନ୍ତୁ । ଆମ ଦଳ ଭାଙ୍ଗୁନି ।…

ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ

ଗଁଦିଆ: ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡ଼ି ସେ ଆଜି  ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ବ୍ଲକର…