Latest Odisha News

BREAKING NEWS

Browsing Category

ଓଡିଶା

Odisha

୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

ଖାତିଗୁଡା: ଆଗକୁ ଆସୁଛି ଦୀପାବଳି। ବ୍ୟବସାୟ ପାଇଁ  ଗୋଦାମରେ ଗଚ୍ଛିତ ଥିଲା ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ। ବିନା ଅନୁମତିରେ ଗଚ୍ଛିତ ଥିଲା ବାଣ। ଖବର ପାଇ ନବରଙ୍ଗପୁର ଜିଲ୍ଲା ପୋଲିସ୍‌ ଚଢ଼ଉ କରି ସବୁ ବାଣ ଜବତ କରିଛି। ସୂଚନା ଅନୁଯାୟୀ, ଖାତିଗୁଡା ଗାଁର ସୁରଜ କିଷାନ…

ଜିଓଟ୍ୟାଗିଂ ପରେ ଡିବିଟିରେ ଦିଆଯିବ କ୍ଷତିପୂରଣ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଦାନା’ ପ୍ରଭାବିତ ଲୋକଙ୍କୁ ନୂଆ ଗାଇଡଲାଇନ୍ ଅନୁସାରେ କ୍ଷତିପୂରଣ ଦିଆଯିବ । ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ନୂଆ ନିୟମରେ ମିଳିବ କ୍ଷତିପୂରଣ।  ଜିଓଟ୍ୟାଗିଂ କରି ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ଆସିଲେ ସେହି ଆଧାରରେ ପ୍ରଭାବିତ ଲୋକଙ୍କୁ ଡିବିଟି…

ଶିବାନୀଙ୍କୁ ବଡ ପୁରସ୍କାର, ମିଳିଲା ଅବାସ ଘର

ରାଜନଗର: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ  ଦେବଦୂତ ସାଜିଥିଲେ ଆଶା ଦିଦି ଶିବାନୀ । କାନ୍ଧ କରି ବାତ୍ୟା ସମୟରେ ବୋହିଥିଲେ ବୃଦ୍ଧ ଆଉ ବୃଦ୍ଧା ମାନଙ୍କୁ। କରିଆଡୁ ଛୁଟିଥିଲା ଶୁଭେଚ୍ଛାର ସୁଅ।  ଏବେ ଶିବାନୀଙ୍କୁ ସାହା  ହୋଇଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପରେ ଆଜି…

ସର୍ପାଘାତରେ ଡାକ୍ତର ଅସୁସ୍ଥ, ବାତ୍ଯା ଡ୍ୟୁଟିରେ ନିୟୋଜିତ ଥିଲେ 

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚସି) ରେ ବାତ୍ଯା 'ଦାନା' ବେଳେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ସାପ କାମୁଡ଼ିଥିବା ଜଣାପଡିଛି। ସୂଚନାନୁସାରେ, ବାତ୍ଯା ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର ବବୁଲ ମହାନ୍ତି ଜିଲ୍ଲାର…

ବିଦେଶରେ ଅଦିନିଆ ରଥଯାତ୍ରା ପାଳିବାକୁ ଇସ୍କନର ପ୍ରୟାସ, ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ଯୁକ୍ତରାଷ୍ଟ୍ର ଆମେରିକାରେ ଇସ୍କନ୍ ହୋଷ୍ଟନ ୟୁନିଟ୍ ପକ୍ଷରୁ ଅଦିନିଆ 'ସ୍ନାନା ଯାତ୍ରା' ଏବଂ 'ରଥ ଯାତ୍ରା' ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଯାହାକୁ ନେଇ ଓଡିଶା ତଥା ବାହାରେ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଇସ୍କନର ହୋଷ୍ଟନ୍…

ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ମିଳିବ କ୍ଷତିପୂରଣ: ମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ଯେ, ଏସଆରସିଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ମନ୍ତ୍ରୀ କହିଛନ୍ତି, ବର୍ଷା କମିଲା…

ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ବର: ଆଜି ବାତ୍ୟାଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଏହି ସମୟରେ ତାଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯାଇଥାନ୍ତ‌େ । ହେଲେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ପାଗ…

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ଦାନା ପରେ ବନ୍ୟା ସ୍ଥିତି ଗମ୍ଭୀର ହେବା ନେଇ ଶୁଣିବାକୁ ମିଳୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ ଶନିବାର ସୂଚନା ଦେଇ କହିଛନ୍ତି କିଛି କିଛି ଅଞ୍ଚଳରେ ପାଣି ଜମିଥିବା ଖବର ଆସିଛି । ହେଲେ ବନ୍ୟା…

ବାତ୍ୟା ପରେ ଡରାଇଲାଣି ବର୍ଷା !

ଭୁବନେଶ୍ବର: ଦୁର୍ବଳ ହୋଇଛି ଦାନା । ଉତ୍ତର ଓଡିଶା ଉପରେ ରହିଥିବା ଅବପାତ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଦକ୍ଷିଣ ଦିଗକୁ ଗତି କରୁଥିବା ବେଳେ ଏହା କ୍ରମଶଃ ଦୁର୍ବଳ ହେବ । ତେବେ ଏହା ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଲାଗିରହିଛି। ବର୍ଷା ଯୋଗୁଁ ବୁଢାବଳଙ୍ଗ ଓ ସୋନ ନଦୀର…

ଏଥର ଧନତେରାସରେ ଭୁଲରେ ବି କିଣନ୍ତୁନି ଏହି ସବୁ ଜିନିଷ…. ରୋଷ କରିବେ ମା’ ଲକ୍ଷ୍ମୀ

ଭୁବନେଶ୍ୱର: ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତୃତୀୟା ତିଥିରେ ଧନତେରାସ ଉତ୍ସବ ପାଳନ କରାଯାଏ । ଏହି ଦିନ କୁବେର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସରେ ନୂଆ ଜିନିଷ କିଣିବାର ପ୍ରଥା ରହିଛି । ମାନ୍ୟତା ରହିଛି ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି…