Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତାକାଲି ଦ୍ୱିତୀୟାର୍ଦ୍ଧରେ ରାଜଧାନୀରେ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଜାଣନ୍ତୁ କାରଣ…

ଭୁବନେଶ୍ବର: ଆସନ୍ତାକାଲି ଦ୍ବିତୀୟାର୍ଦ୍ଧରେ ରାଜଧାନୀ ଭୁବନେଶ୍ବରରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ରାଜସ୍ବ ଓ…

ଡାଇରିଆ ପାଇଁ ବନ୍ଦ ରହିବ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଯାଜପୁର: ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ। ହେଲେ ଯାଜପୁର ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାରେ ହଇଜା ଓ ଝାଡ଼ାବାନ୍ତି ସଂକ୍ରମଣ ରୋକିବା ପାଇଁ ଯାଜପୁର ଜିଲ୍ଲାପାଳ ଏଭଳି ନିଷ୍ପତ୍ତି…

ଡାଇରିଆ ମୁକାବିଲା; ଭଦ୍ରକରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗର ଟିମ୍

ଭଦ୍ରକ: ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ମୟୂରଭଞ୍ଜରେ ପହଞ୍ଚିଛି । ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି । ଏପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା…

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର: ଝାଡ଼ାବାନ୍ତି ଅଂଚଳରେ ସ୍କୁଲ୍ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଡାଇରିଆ ସ୍ଥିତି ଅଣାୟତ୍ତ ଥିଲେ ବନ୍ଦ ରହିବ ସ୍କୁଲ୍। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି। ସ୍ଥିତି ଦେଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲ୍ଲାପାଳ। ଏନେଇ ସୂଚନା ଦେଲେ…

୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ

ଭୁବନେଶ୍ୱର: ସରକାରୀ ଟଙ୍କା ଆତ୍ମସାତ କଲେ ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ। ୫୩ ଲକ୍ଷ ଟଙ୍କା ହଡ଼ପ କରି ଗିରଫ ହେଲେ ପିଇଓ। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ସରମୁଳି ପଞ୍ଚାୟତ ପୂର୍ବତନ ପିଇଓ ଅକ୍ରୁର ମାଝୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ପଞ୍ଚାୟତର କାମ ନକରି ୫୩ ଲକ୍ଷ ୩୮ ହଜାର ୮୦୯…

ଗ୍ରାଉଣ୍ଡ ଜିରୋରୁ ହଇଜା ସ୍ଥିତିର ଅନୁଧ୍ୟାନ; ଆଜି ୩ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍

ଭୁବନେଶ୍ବର:ଯାଜପୁରରୁ ଆରମ୍ଭ ହୋଇଥିବା ଏହି କଲେରା ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏପଟେ ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଆଜି ୩ଟି ଜିଲ୍ଲା ଗସ୍ତରେ ଯିବ ରାଜ୍ୟ ଟିମ୍ । ଯାଜପୁର,କଟକ ଓ ଭଦ୍ରକ ଗସ୍ତରେ ଯିବ ରାଜ୍ୟସ୍ତରୀୟ ଟିମ୍ । ବର୍ତ୍ତମାନ ସୁଦ୍ଧା…

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍; ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ତନାଘନା ଚାଲିଛି। ୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ୨୦ ଟିମ୍‌ ସାମିଲ ଅଛନ୍ତି । ଆଜି ସକାଳ ୫ଟାରୁ…

ଆଜି ୪ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା; ୨୪ ଯାଏଁ ରାଜ୍ୟରେ ବର୍ଷା

ଭୁବନେଶ୍ବର:ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ଆସନ୍ତା ୨୪ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ । ତେବେ ଆଜି ୪ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି , ତେଣୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲା ଗୁଡିକ…

କମ୍ପିଟିଟିଭ୍ ପରୀକ୍ଷା ପାଇଁ ପିଲାଙ୍କୁ କୋଚିଂ ସେଣ୍ଟରରେ ପଢ଼ାଇବେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଖୋର୍ଦ୍ଧା: ଏଣିକି ଅର୍ଥାଭାବରୁ କୌଣସି ମେଧାବୀ ପିଲା ଉଚ୍ଚଶିକ୍ଷା ଏବଂ ବିଭିନ୍ନ ପ୍ରକାରର ସରକାରୀ କି ବେସରକାରୀ ଚାକିରୀ ପାଇବାରୁ ବଞ୍ଚିତ ହେବେ ନାହିଁ । ରେଲଓ୍ୱେ, ବ୍ୟାଙ୍କିଂ ଭଳି କମ୍ପିଟିଟିଭ୍ ପରୀକ୍ଷା ଲାଗି ଅଧିକ ଟଙ୍କା ଖର୍ଚ୍ଚ କରି କେଉଁ ବେସରକାରୀ କୋଚିଂ ସେଣ୍ଟଟରକୁ ବି ଯିବାକୁ…

ଭିଜିଲାନ୍ସ ଜାଲରେ ଫସିଲେ ଏଏସଆଇ

ଭୁବନେଶ୍ୱର: ଏକ ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଜଣେ ଏଏସଆଇଙ୍କୁ ଗିରଫ କରିଛି। ଅଭିଯୁକ୍ତ ପ୍ରଭାତ କୁମାର ପ୍ରଧାନଙ୍କୁ ପୁରୀ ଜିଲ୍ଲାର ଚନ୍ଦନପୁର ଥାନାରେ ନିଯୁକ୍ତି ଦିଆଯାଇଛି।…