Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି ବିଏମସି: ମେୟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି। ସେହି ସବୁ ଅଞ୍ଚଳରେ ଜଣ୍ଡିସ୍‌ ବ୍ୟାପିବାର କାରଣ ଜଣାପଡିଛି । ଅନେକ ସ୍ଥାନରେ ଡ୍ରେନ୍‌ ଭିତରେ ପାଣି ପାଇପ୍…

ରାଉରକେଲାରୁ ବିପୁଳ ଅପମିଶ୍ରିତ ମଦ ଜବତ, ୩ ଗିରଫ

ରାଉରକେଲା: ରାଉରକେଲାରେ ଅବକାରୀ ବିଭାଗକୁ ସଫଳତା । ଅମ୍ବାଗାନ ଝାରଖଣ୍ଡ ମୁଣ୍ଡା ମାର୍କେଟ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ବିଭାଗ । ଜବତ ଅପମିଶ୍ରିତ ବିଦେଶୀ ମଦ ୧୮୦ ଲିଟର ହେବ । ଜବତ ମଦ ‘ରୟାଲ୍ ଗୋଲ୍ଡ କପ୍’ ବ୍ରାଣ୍ଡର, ଯାହା ଉପରେ…

ଗୋପାଳପୁର ଯିବ ଏଆଇସିସି; ଗଣଦୁଷ୍କର୍ମ ମାମଲାରେ ତନାଘନା କରିବ ଟିମ୍ 

ଭୁବନେଶ୍ୱର: ଗୋପାଳପୁର ବେଳାଭୂମିରେ ନିକଟରେ ଘଟିଥିବା ଗଣଦୁଷ୍କର୍ମ ମାମଲାକୁ ଗମ୍ଭୀରତାର ସହ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)। ଏହି ଘଟଣାର ତଦନ୍ତ କରିବା ଏବଂ ଓଡ଼ିଶାରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଏକ ପାଞ୍ଚ ଜଣିଆ ତଥ୍ୟ…

ଡାଇରିଆ ମାମଲାକୁ ଦୃଷ୍ଟିରେ ରଖି ଭଦ୍ରକରେ ୨ ଦିନ ବଢ଼ିଲା ସ୍କୁଲ ଛୁଟି

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଡ଼ାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନ ଅର୍ଥାତ୍ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜଗୁଡିକୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲ କଲେଜ ଛୁଟି ନେଇ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ…

କାନାଡାର ନୂଆ ହାଇ କମିଶନର ହୋଇପାରନ୍ତି ଦିନେଶ କେ ପଟ୍ଟନାୟକ

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତ ଓ କାନାଡା ମଧ୍ୟ ରେ ସମ୍ପର୍କ ଭଲ ନଥିଲା।ତେବେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିଜ୍ଞ ମତଭେଦର ଦୁଇ ବର୍ଷ ପରେ ଚଳିତ ବର୍ଷ  ପ୍ରଧାନମନ୍ତ୍ରୀ ଏବଂ କାନାଡା ପ୍ରତିପକ୍ଷ ମାର୍କ କାର୍ନି ସମ୍ପ୍ରତି ଜି ୭ ଶିଖର ସମ୍ମିଳନୀରେ ଦିଲ୍ଲୀ ଏବଂ ଓଟାୱାରେ ହାଇ…

କଲବଲ ହେଉଛନ୍ତି ମକା ଚାଷୀ

ମକା ବିକ୍ରି କରିବାପାଇଁ କଲବଲ ହେଉଛନ୍ତି ଚାଷୀ, ସରକାର ମଣ୍ଡି ଘୋଷଣା କରୁଛନ୍ତି, ମକାର ସରକାରୀ ନିର୍ଦ୍ଧାରିତ ମୂଲ୍ୟବି ଠିକ କରିଛନ୍ତି ସରକାର, କିନ୍ତୁ ମକା ବଜାର, ବ୍ୟବସାୟିଙ୍କ ହାତମୁଠାରେ ଜାବୁଡି ହୋଇ ରହିଛି । ନିୟନ୍ତ୍ରିତବଜାର କମିଟିର କେବଳ କାଗଜପତ୍ରରେ ମକା କିଣା ଚାଲିଚି,…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ଜନତା ମଇଦାନ ପରିଦର୍ଶନ କରିଛନ୍ତି। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଜାରି ରହିଥିବା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ରାଜ୍ୟ ବିଜେପିର ୧ ବର୍ଷ ପୂର୍ତ୍ତି ଅବସରରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।…

ଯାଜପୁରରେ ହଇଜା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଲେ ସୂର୍ଯ୍ୟାବଂଶୀ ସୂରଜ

ଯାଜପୁର: ଯାଜପୁରରେ ହଇଜା ଝାଡାବାନ୍ତି ବ୍ୟାପିବା ୧୦ଦିନରେ ପହଞ୍ଚିଲା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଯାଜପୁରରେ ହଇଜା ଓ ଡାଇରିଆ ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟାବଂଶୀ…

ଆସନ୍ତା ଜୁଲାଇରେ ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଓଡିଶା ଆସିବେ ରାହୁଲ ଗାନ୍ଧୀ । ଜୁଲାଇ ଦ୍ୱିତୀୟ ସପ୍ତାହରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀଙ୍କ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ୍ ଆଡଭାଇଜରି, ହେଭି ସିକ୍ୟୁରିଟି ଭିତରେ ରହିବେ ମୋଦି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସୁଛନ୍ତି। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌…