Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନର ପୁନର୍ବିକାଶ

ପାରଳାଖେମୁଣ୍ଡି: ରେଳ ମନ୍ତ୍ରଣାଳୟ ଦ୍ୱାରା ଘୋଷିତ ୫୭ ଟି ଅମୃତ ଷ୍ଟେସନ ମଧ୍ୟରୁ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ପ୍ରାୟ ୧୨ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ପୁନର୍ବିକାଶ କରାଯାଉଅଛି | ଏହି ପଦକ୍ଷେପଟି ଓଡିଶାର ଐତିହାସିକ ସମୃଦ୍ଧ ଅଞ୍ଚଳରେ ସଂଯୋଗୀକରଣ ବୃଦ୍ଧି ଏବଂ ଯାତ୍ରୀଙ୍କ ସୁବିଧାରେ…

ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା

ଭୁବନେଶ୍ଵର: ସ୍ବାଭାବିକ ହେଲା ଭୁବନେଶ୍ବରରେ ବିମାନସେବା । ବାତ୍ୟା ‘ଦାନା’ ପାଇଁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିବା ବେଳେ ଆଜି ସକାଳ ୮ଟାରୁ ତାହା ସ୍ୱାଭାବିକ ହୋଇଛି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ବାତ୍ୟା ପାଇଁ କାଲି…

ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’, ସକାଳ ଯାଏଁ ରଚିଲା ତାଣ୍ଡବ

ଭୁବନେଶ୍ଵର: ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ଦାନା’ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଭିତରକନିକା ହାବାଳିଖଟିରେ ବାତ୍ୟାର ଲ୍ୟାଣ୍ଡଫଲ । ମଧ୍ୟରାତ୍ରି ପ୍ରାୟ ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସ୍ଥଳଭାଗ…

ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉପକୂଳ ଆଡକୁ ଭୀଷଣ ବେଗରେ ମାଡି ଆସୁଛି ବାତ୍ୟା 'ଦାନା' । ଏବେ ପାରାଦୀପ ଠାରୁ ୮୦ କିଲୋମିଟର ଏବଂ ଧାମରା ଠାରୁ ୧୧୦ କିଲୋମିଟର ଦୂରରେ ରହିଛି 'ଦାନା' । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଆଗକୁ ବଢୁଛି ଏହି ସାମୁଦ୍ରିକ ଝଡ଼ । ତେବେ ବାତ୍ୟା 'ଦାନା' ମୁକାବିଲା ପାଇଁ ରାଜ୍ୟ…

ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ୧୬ ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ସମୁଦ୍ରରୁ ବଳ ଗୋଟାଇ ଉପକୂଳ ଅଭିମୁଖେ ପ୍ରବଳ ବେଗରେ ମାଡି ଆସୁଛି ବାତ୍ୟା ‘ଦାନା’ । ସଦ୍ୟ ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଯାହାର ପ୍ରଭାବ ଅନେକ ଜିଲ୍ଲାରେ ଦେଖାଯିବା ଆରମ୍ଭ ହୋଇଯାଇଛି ।…

ବାତ୍ୟା ସମୟରେ ନେଟୱର୍କ ସିଷ୍ଟମ ଉପରେ ବଡ ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବ ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାରେ ଲାଗିଲାଣି । ତେବେ ଗୁରୁବାର ରାତି ୩ଟାରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ୍…

ଉପକୂଳ ମୁହାଁ ‘ଦାନା’, ପାରାଦ୍ୱୀପରୁ ମାତ୍ର ଏତିକି ଦୂରରେ ଅଛି…

ଭୁବନେଶ୍ବର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହେଉଛି ‘ଦାନା’ । ପାରାଦୀପରୁ ଠାରୁ ଏବେ ୧୦୦ କିମି ଦୂରରେ ରହିଛି । ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୩୦ କିମି ଦୂରରେ ରହିଛି ଦାନା । ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଭିତରକନିକା ଓ ଧାମରା ମଧ୍ୟରେ ରାତି…

ବାତ୍ୟା ‘ଦାନା’ ପାଇଁ ବନ୍ଦ ରହିବ ଧଉଳି ଶାନ୍ତି ସ୍ତୁପ

ଭୁବନେଶ୍ୱର: ବାତ୍ୟା 'ଦାନା' ପାଇଁ ଦୁଇ ଦିନ ଧଉଳି ଶାନ୍ତି ସ୍ତୁପ ପର୍ଯ୍ୟଟକ ମାନଙ୍କ ନିମନ୍ତେ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ର ଗଭୀର ପ୍ରଭାବ ରେ ଜିଲ୍ଲାର ସମୁନ୍ଦ୍ର ଉପକୂଳ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପାଗ ଖରାପକୁ ଦୃଷ୍ଟିରେ ଆଖି ଆଗରେ ରଖି ଆଜି ଠାରୁ…

ଲୋକମାନେ ଆତଙ୍କିତ ନହୋଇ ପ୍ରଶାସନିକ ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା "ଦାନା" ର ମୁକାବିଲା ତଥା ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ସମୀକ୍ଷା କରିବା ସହ ଧାମରା ବନ୍ଦର ଗସ୍ତ କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗତକାଲି ରାତିରେ ମନ୍ତ୍ରୀ ଶ୍ରୀ ସୂରଜ…