Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରକାଶ ପାଇଲା ଏମବିବିଏସ ବିଡିଏସ ଅପଗ୍ରେଡ୍‌ ଲିଷ୍ଟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଏମବିବିଏସ କାଉନସେଲିଂ ସ୍ଥଗିତ l ବାତ୍ୟା ପାଇଁ ସ୍ଥଗିତ ହେଲା ମେଡିକାଲ କାଉନସେଲିଂ l ଆଜି ଓ ଆସନ୍ତାକାଲି ଥିଲା କାଉନସେଲିଂ l ବାତ୍ୟା ପାଇଁ ମେଡିକାଲ କଲେଜ ଓ ଓଜେଇଇ କେନ୍ଦ୍ରକୁ ଆସିବାକୁ ମନା କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ l…

ମାଡ଼ି ଆସୁଛି ‘ଦାନା’: ସାଙ୍ଗରେ ନେଇ ଆସୁଛି ଜୁଆର

ଭୁବନେଶ୍ୱର: ପାଖେଇ ପାଖେଇ ଆସୁଛି ବାତ୍ୟା 'ଦାନା'। ଗତକାଲିଠାରୁ ବେଗ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।ଏହାର ପ୍ରଭାବରେ ଏବେ ଅଶାନ୍ତ ହେଲାଣି ସମୁଦ୍ର। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସିଲାଣି। ଧିରେ ଧିରେ ପବନର ବେଗ…

ମାଡି ଆସୁଛି ଭୀଷଣ ବାତ୍ୟା ଦାନା: ଦୁଇ ରାଜ୍ୟରେ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା। ଭୀଷଣ ରୂପ ଧାରଣ କରି ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼। ଆଜି ରାତିରୁ ଆସନ୍ତାକାଲି ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ତାହା ଲ୍ୟାଣ୍ଡଫଲ୍‌ କରିବ। ହେଲେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ…

ବଡଖବର: ଲ୍ୟାଣ୍ଡଫଲ୍‌ ପରେ ବଦଳିପାରେ ବାତ୍ୟାର ମୋଡ

ଭୁବନେଶ୍ୱର: ଆସିଲା ବଡ ଖବର l ଲ୍ୟାଣ୍ଡଫଲ୍‌ ପରେ ବୁଲିପାରେ ବାତ୍ୟା ଦାନା l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ l ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି l ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ ପରେ ପଶ୍ଚିମ ଓ ପଶ୍ଚିମ ଦକ୍ଷିଣ…

ପ୍ରଭାବ ଜାରି କଲାଣି ‘ଦାନା’: ବାଲେଶ୍ଵରରେ ବସ୍ ଚଳାଚଳ ବନ୍ଦ 

ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ହାଲକା ହାଲକା ପବନ ବହିବା ଆରମ୍ଭ…

ବାତ୍ୟା ପ୍ରକୋପ କମ କରିବାକୁ ଧାମରାଇ ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ

ଭଦ୍ରକ: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି ‘ଦାନା’ । ପ୍ରଭାବରେ ଆଝି ସକାଳୁ ସକାଳୁ ଟ୍ଵିନ ସିଟି ସମେତ ବିଭିନ୍ନ ସ୍ଥାନରେ ଆରମ୍ବ ହୋଇଛି ଝିପ ଝିପ ବର୍ଷା । କ୍ରମଶଃ ବଢିବାରେ ଲାଗିଛି ପବନର ବେଗ । ଅଶାନ୍ତ ହୋଇ ଉଠିଲାଣି ସମୁଦ୍ର । ଆଜି ରାତିରୁ ଆସନ୍ତା କାଲି ଭୋର୍…

ଦୁଇଦିନ ଯାଏଁ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିର ମନା

ପୁରୀ: ଦୁଇଦିନ ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ହବିଷ୍ୟାଳି । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଓ ଆସନ୍ତାକାଲି ପାଇଁ ହବିଷ୍ୟାଳୀଙ୍କ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ବାତିଲ କରାଯାଇଛି । ସେପଟେ ହବିଷ୍ୟାଳି କେନ୍ଦ୍ରରେ…

ମାଡ଼ି ଆସୁଛି ‘ଦାନା’: ଆଜି ରାତିରେ ରଚିବ ତାଣ୍ଡବ ଲୀଳା

ଭୁବନେଶ୍ଵର: ଭୀଷଣ ବାତ୍ୟାର ରୂପ ନେଇ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ସମୁଦ୍ରରେ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ‘ଦାନା’ । ଆଜି ରାତିରେ ସ୍ଥଳଭାଗ ଛୁଇଁ ରଚିବ ତାଣ୍ଡବ ଲୀଳା । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ । ପ୍ରଭାବରେ ଅତିରୁ ଅତିପ୍ରବଳ ବର୍ଷା ହେବ…

ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କଲେ ବିଏସଏଫ୍ ଯବାନ 

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ବଡ଼ ଯୋଜନା ପଣ୍ଡ କରିଛନ୍ତି ବିଏସଏଫ୍ ଯବାନ । ଘନବେଡ଼ା ଓ ଗୁରାସେତୁରେ ୧୭୭ ବିଏସଏଫ୍‌ ବାଟାଲିୟନ ପକ୍ଷରୁ ମାଓବାଦୀଙ୍କ ଏକ ଡମ୍ପ ଜବତ କରାଯାଇଛି ଏହା ସହ ଦୁଇଟି ଟିଫିନ୍‌ ବୋମାକୁ ନିଷ୍କ୍ରିୟ କରାଯାଇଛି ।…

ଶୁଖିଲା ଖାଦ୍ୟ ମହଜୁଦ ଓ ନିରବଚ୍ଛିନ୍ନ ଯୋଗଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ଦାନା' ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଗୁରୁବାର ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ 'ଦାନା' । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର…