Latest Odisha News

BREAKING NEWS

Browsing Category

ଓଡିଶା

Odisha

କିଭଳି ହେଲା ବାତ୍ୟା ‘ଦାନା’ର ନାମକରଣ?

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି: ଏସଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାକୁ ନେଇ ସମସ୍ତେ ଆତଙ୍କିତ।  ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହେବ ଓ ପରବର୍ତ୍ତି ସମୟରେ ଏହା ବାତ୍ୟାର ରୂପ ନେଇପାରେ। ରାଜ୍ୟ ସରକାର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ଦେଓ ରଂଜନ…

ଲିଭଇନ୍ ହେଲା କାଳ, ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଷାଣି ନୂଆଗାଁ ଥାନା ଅଧୀନ ଲାଞ୍ଜିପଲି ଚାଞ୍ଚଡ଼ାପଡିଆ ସାହିରେ ଚାଞ୍ଚଲ୍ୟ । ଭଡାଘରେ ଲିଭଇନ୍ ରେ ରହୁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପିଙ୍କି ମଲିକ(୨୩) । ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଖବର ମୁତାବକ, ଚାଞ୍ଚଡ଼ାପଡ଼ିଆ ସାହିରେ ପିଙ୍କି…

ରେକର୍ଡ; କିସ୍‍ର ୧୫ ଛାତ୍ରଛାତ୍ରୀ ଓସିଏସ୍‍ ପାଇଲେ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା (ଓସିଏସ୍‍)ରେ କିସ୍‍ର ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। କୌଣସି ଗୋଟିଏ ଜନଜାତି ଶିକ୍ଷାନୁଷ୍ଠାନର ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଓସିଏସ୍‍ ପାଇବା ଓଡ଼ିଶାରେ ରେକର୍ଡ ବୋଲି…

ବିକଶିତ ହେବ ଜାତୀୟ ଜଳମାର୍ଗ-୫

ଭୁବନେଶ୍ୱର : ଜାତୀୟ ଜଳମାର୍ଗ-୫ ତାଳଚେରରୁ ପାରାଦୀପ ଏବଂ ଧାମରା ଷ୍ଟ୍ରେଚ୍ ଆଗକୁ ବଢିବାକୁ ଯାଉଛି। ସେହିପରି ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଛନ୍ତି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଜଳ ପରିବହନ ଉପରେ ଦୁଇ ଦିନିଆ…

ପୁରୀରେ ହବିଷ୍ୟାଳୀ ମା’ଙ୍କୁ ଭେଟି ବ୍ରତ ସରଞ୍ଜାମ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଆସିଥିବା ହବିଷ୍ୟାଳୀ ମା’ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରତ ସରଞ୍ଜାମ ପ୍ରଦାନ କରିଛନ୍ତି। ଏଥିରେ ଶାଢୀ, ଚଦର, ଉତ୍ତରୀୟ, ରାଇ ଦାମୋଦର ବ୍ରତ ବହି, ଶୁଖିଲି ମହାପ୍ରସାଦ ଆଦି ରହିଛି। ପ୍ରାୟ ୩୦୦୦ ହବିଷ୍ୟାଳୀ ମା’ଙ୍କ…

ଆଇଓସିଏଲ ପାଇପ ଲାଇନରୁ ଲିକ୍ ହେଲା ତେଲ

ପାରାଦୀପ: ଆଇଓସିଏଲ ପାଇପଲାଇନରୁ ତେଲ ଲିକ୍ ହୋଇଛି। ଏହି ଘଟଣା ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଦେଖିବାକୁ ମିଳିଛି।  ଅଠରବାଙ୍କିରୁ ନେହରୁବଙ୍ଗଳା ରାସ୍ତାକଡରେ ଅଣ୍ଡରଗ୍ରାଉଣ୍ଡ ପାଇପରୁ ହଜାର ହଜାର ଲିଟର ତେଲ ଲିକ୍ ହେଉଥିବା ଜଣାପଡ଼ିଛି । ଏହି ଅଶୋଧିତ ତୈଳ ମାଟିରେ ମିଶିଥିବାର…

ବିଜେଡି ଆଉ ରହିବ ନାହିଁ… , ନବୀନ ବାବୁଙ୍କ ବୟସ ବହୁତ ହୋଇଗଲାଣି: ଯୋଗାଣ ମନ୍ତ୍ରୀ

କଟକ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନବୀନ ବାବୁଙ୍କ ବୟସ ଅଧିକ ହୋଇଗଲାଣି। ସେ ଆଉ ବୁଲାବୁଲି କରିପାରୁନାହାନ୍ତି। ପାଣ୍ଡିଆନଙ୍କୁ ଆଗକୁ…

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ପ୍ରସ୍ତୁତ ଅଛନ୍ତି: ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର ପଶ୍ଚିମ ଦିଗକୁ କ୍ରମଶଃ ଗତି କରି ଆସନ୍ତା ବୁଧବାର ୨୩ ତାରିଖ ସୁଦ୍ଧା ଅବପାତ ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି ।…

ପଙ୍କରେ ପଦ୍ମ, ଚମକିଲେ ବଣ୍ଡା ଘାଟି ଝିଅ ବିନି

ମାଲକାନଗିରି: କୁହନ୍ତି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଇଚ୍ଛା ଶକ୍ତି ଆଗରେ ସବୁ କିଛି ସତେ ଯେମିତି ହାର ମାନିଥାଏ । ବାପା ହାଇସ୍କୁଲର ରୋଷେୟା ଓ ମାଆ ଜଣେ ଅଙ୍ଗନବାଡି କର୍ମୀ । ପିଲାବେଳୁ ଜଣେ ଅଫିସର ହେବା ପାଇଁ ଇଚ୍ଛା ଥିଲା କିନ୍ତୁ ଅର୍ଥ ସାଜିଥିଲା ବାଧକ । ଶେଷରେ ଆଶାର ବାଡି…