Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟର ୧୮ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ଶନିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା (ଭୁବନେଶ୍ୱର),…

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି….

ଭୁବନେଶ୍ବର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆହୁରି ତୀବ୍ର ବା ଘନୀଭୂତ ହେବ। ଏହାର ପ୍ରଭାବରେ ୨୩…

ଜଳପଥରେ ଯୋଡିହେବ ତାଳଚେର-ପାରାଦୀପ

ଭୁବନେଶ୍ବର: ଜଳପଥରେ ଯୋଡି ହେବ ତାଳଚେର ଏବଂ ପାରାଦୀପ ଓ ଧାମରା ବନ୍ଦର । ଜାତୀୟ ଜଳପଥ-୫ ଏହି ଦୁଇ ବନ୍ଦର ପାରାଦୀପ ଓ ଧାମରା ସହିତ ତାଳଚେରକୁ ସଂଯୋଗ କରିବ । ଇନଲ୍ୟାଣ୍ଡ ୱାଟରୱେଜ୍‌ ଅଥରିଟି ଅଫ ଇଣ୍ଡିଆ  (ଆଇଡବ୍ଲୁଏଆଇ) ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ ଖଣିଜ ପରିବହନ ପାଇଁ ଏହି…

ବଦଳିବ ‘ଆମ ଓଡିଶା, ନବୀନ ଓଡିଶା’ର ନାଁ

ଭୁବନେଶ୍ବର: ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି । ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ…

‘ବିଜେଡି ହାରିବା ପଛରେ ୪ କାରଣ’, କହିଦେଲେ ପଦ୍ମନାଭ…

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ଧରାଶାୟୀ ହେବା ପରେ ବିଜେଡିର ବହୁ ବରିଷ୍ଠ ନେତା ଏବେ ଦଳ ଉପରକୁ ଯାଇ ନିଜର ମୁହଁ ଖୋଲୁଛନ୍ତି । କାହିଁକି ବିଜେଡି ହାରିଲା? କେଉଁଠି ବ୍ୟତିକ୍ରମ ରହିଲା? ବୋଲି ଦର୍ଶାଇବା ସହିତ କିଛି ଦଳ ଉପରେ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଏହାରି…

ପୂର୍ବତନ ଓଡି଼ଶା ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ରାଜନୀତିଜ୍ଞ ତଥା ଓଡି଼ଶାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦିନ ଭୁବନେଶ୍ୱରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ୬୫ ବର୍ଷୀୟ ଏହି ପୂର୍ବତନ ବିଧାୟକ ଭୁବନେଶ୍ୱରର ଏକ ଘରୋଇ…

ରାଜଧାନୀରେ ଚାଲିଥିଲା ସ୍ପା ନାଁରେ ସେକ୍ସ ରାକେଟ୍

ଭୁବନେଶ୍ବର: ରାଜଧାନୀରେ ଫିଟିଲା ସେକ୍ସ ରାକେଟର କଳା କାର୍ଣ୍ଣାମା । ରାଜଧାନୀ ଭୁବନେଶ୍ୱରରେ ଏକ ସେଲୁନ୍ ଆଣ୍ଡ ସ୍ପା ନାଁରେ ଭିତରେ ଚାଲିଥିବା ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍ ।  ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ୍ ସ୍ପାରେ ପୋଲିସର ରେଡ୍ ପରେ ଏଭଳି କାଣ୍ଡ ସାମ୍ନାକୁ ଆସିଛି ।…

ନିବେଶକଙ୍କୁ ନିମନ୍ତ୍ରଣ ଦେଲେ ମୁଖ୍ୟମନ୍ତ୍ରୀ, ଆଜି ମୁମ୍ବାଇରେ କରିବେ ରୋଡ ଶୋ

ନୂଆଦିଲ୍ଲୀ: ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିପାଇଁ କିପରି ଅଧିକରୁ ଅଧିକ ଶିଳ୍ପ କାରଖାନା ଓଡିଶାରେ ସ୍ଥାପନ କରାଯିବ ଏନେଇ ନିବେଶକଙ୍କୁ ଆମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁମ୍ବାଇ ଗସ୍ତରେ ଯାଇଛନ୍ତି।…

୨୪ରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବେ ରାଷ୍ଟ୍ରପତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ୨୪ରେ ଶ୍ରୀକ୍ଷେତ୍ର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ତାଙ୍କ ସାନିଧ୍ୟ ଲୋଡିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ନୀତି ନିର୍ଘଣ୍ଟ ହୋଇଛି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ପହଞ୍ଚିବାର ଦେଢ ଘଣ୍ଟାପୂର୍ବରୁ ସାଧାରଣ…

ଆଣ୍ଡାମାନରେ ଘୂର୍ଣ୍ଣିବଳୟ: ୨୨ରୁ ପ୍ରବଳ ବର୍ଷିବ, ଓଡ଼ିଶାକୁ ବାତ୍ୟା ଭୟ !

ଭୁବନେଶ୍ୱର: ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ପବନର ବେଗ ୧୫୦କିମି ଡେଇଁପାରେ। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ…