Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଆକ୍ରମଣ ଘଟଣା, ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ: ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କ ଉପରେ ଆକ୍ରମଣ ଘଟଣା । ଘଟଣାରେ ସମ୍ପୃକ୍ତି ନେଇ ରିପୋର୍ଟ ଆସିବା ପରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଘଟଣାର ଅଭିଯୋଗରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରା ନିଲମ୍ବିତ । ଶ୍ରୀ…

ରାଜନୈତିକ ଶତ୍ରୁତାରୁ ଦୋକାନ ଉପରେ ବୋମାମାଡ଼

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାରୁ ବୋମାମାଡ଼ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ୩ଟି ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି । ଏନେଇ ଖଲ୍ଲିକୋଟ ଥାନାରେ ଏତଲା ହେବା ପରେ…

ବିଜେଡିରୁ ଇସ୍ତଫା ଦେଲେ ମହିଳା ମୋର୍ଚ୍ଚା ନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର

ଭୁବନେଶ୍ଵର: ନିର୍ବାଚନରେ ପରାଜୟ ପରେ ଦିନକୁ ଦିନ ବିଜେଡିର ଅବସ୍ଥା ଖରାପ ହେବାରେ ଲାଗିଛି । ପ୍ରତିଦିନ ବିଜେଡି ଗୋଷ୍ଠି କନ୍ଦଳର ଚିତ୍ର ସାମ୍ନାକୁ ଆସୁଥିବା ବେଳେ ସେପଟେ ଦଳ ଛାଡୁଛନ୍ତି କର୍ମକର୍ତ୍ତା । ଗତ କିଛି ଦିନ ତଳେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ଦଳ ଛାଡ଼ିଥିଲେ । ଆଉ…

ଝାରପଡ଼ା ଜେଲ୍‌ ର ବିଚାରାଧୀନ କଏଦୀର ମୃତ୍ୟୁ; ପରିବାରଲୋକଙ୍କ ହତ୍ୟା ଅଭିଯୋଗ

ଭୁବନେଶ୍ବର: ଝାରପଡା ଜେଲରେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ମୃତକ କଏଦୀ ଜଣକ ହେଲା ବିଦ୍ୟାଧର ଗୁରୁ । ଆଜି ସକାଳୁ ବିଦ୍ୟାଧର ଗୁରୁଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିବା ନେଇ ତାଙ୍କ ସ୍ତ୍ରୀଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ…

ଓଡ଼ିଶା ‘ପୂର୍ବୋଦୟ ବିକାଶ’ର କେନ୍ଦ୍ରବିନ୍ଦୁ ହେବ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଆଜି ମୁମ୍ବାଇରେ ଆୟୋଜିତ ନିବେଶକ ସମ୍ମିଳନୀରେ ଯୋଗଦେଇଛନ୍ତି । ବିଶିଷ୍ଟ ଶିଳ୍ପପତି ତଥା ଜେଏସଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ ଓ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କୁ ଭେଟି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ …

ଉପନ୍ୟାସ ‘ପ୍ରାଧାନ୍ୟ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

କଟକ: କଥାକାର ଉମାଶଙ୍କର ମିଶ୍ରଙ୍କ ‘ଭାଷା ପ୍ରକାଶନ’ ପକ୍ଷରୁ ପ୍ରକାଶିତ ପଞ୍ଚଦଶତମ ପୁସ୍ତକ ଉପନ୍ୟାସ ‘ପ୍ରାଧାନ୍ୟ’ ଉନ୍ମୋଚିତ ହୋଇଯାଇଛି । ରାଜଭବନ ଠାରେ ଆଜି ରାଜ୍ୟପାଳ ରଘୁବର ଦାସ ଏହାକୁ ଉନ୍ମୋଚନ କରିଛନ୍ତି । ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ କହିଛନ୍ତି ଯେ, ସମାଜକୁ ଶୃଙ୍ଖଳିତ ଓ…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ; ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ଏତିକି ଟଙ୍କା ଦାନ କଲେ ଭକ୍ତ

ପୁରୀ: ମହାପ୍ରଭୁଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ନେଇ ଆଜି ଜଣେ ଶ୍ରଦ୍ଧାଳୁ ପୁରୀ ଶ୍ରୀମନ୍ଦିରରେ ୫ କୋଟି ଟଙ୍କା ଦାନ କରିଛନ୍ତି । ତେବେ ଏହି ବାବଦରେ ବ୍ୟକ୍ତି ଜଣଙ୍କ ତାଙ୍କ ନାମକୁ ଗୋପନୀୟ ରଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିରର ବିଭିନ୍ନ ହୁଣ୍ଡିରୁ ଦୈନିକ ୪ରୁ ୧୦ଲକ୍ଷ ଟଙ୍କା…

ହବିଷ୍ୟାଳୀ ବ୍ରତର ଶୁଭାରମ୍ଭ: ମା’ ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ: ହବିଷ୍ୟାଳୀ ମା' ମାନେ ଓଡିଆ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଏହା ଆମ ରାଜ୍ୟକୁ ସମୃଦ୍ଧ କରିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ଆଜି ଅପରାହ୍ନରେ…

ଶ୍ରୀମନ୍ଦିର ସେବାୟତଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ: ଶ୍ରୀମନ୍ଦିର ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ଆନନ୍ଦଵଜାର ବିଶୃଙ୍ଖଳାକାରୀ। ଶ୍ରୀମନ୍ଦିର ଆନନ୍ଦ ବଜାର ମଧ୍ୟରେ ବାହାର ରାବିଡି ବିକ୍ରିକୁ ବିରୋଧ କରିବାରୁ ଗୋଡେଇ ଗୋଡେଇ ଆକ୍ରମଣ କରାଯାଇଛି । ଶ୍ରୀମନ୍ଦିର ବରିଷ୍ଠ ସୁପରଭାଇଜରଙ୍କୁ ଗୋଡ଼ାଇ ହାଣିଛନ୍ତି ଅଣସେବାୟତ। ଆଜି…

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଅଭିନେତା ବୁଦ୍ଧାଦିତ୍ୟଙ୍କ ନାମରେ ଏତଲା

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ପ୍ରଦେଶ ଛାତ୍ର କଂଗ୍ରେସ । ବୁଦ୍ଧାଦିତ୍ୟ ସନ୍ତ୍ରାସବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ…