Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଜେଡିକୁ ନେଇ କ’ଣ କହିଲେ ଜୟନାରାୟଣ?

ଭୁବନେଶ୍ବର: ବିଜେଡିର ଆୟୁଷ କମ ଦିନ । ଖୁବ୍ ଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ ଦଳ । ବିଜେଡିକୁ ନେଇ ଏଭଳି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ବେଳେ ଦୁର୍ନୀତିମୁକ୍ତଙ୍କ କଥା…

୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ, ଆଜି ଓ କାଲି ପ୍ରବଳ ବର୍ଷିବ

ଭୁବନେଶ୍ବର: ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୨ ଅକ୍ଟୋବର ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇପାରେ । ତେବେ ଆଜି ଓ ଆସନ୍ତାକାଲି ୧୪ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ବାଘ ଛାଲ ଜବତ, ୫ ଶିକାରୀ ଗିରଫ

ଖଡିଆଳ: ପୁଣି ଖଡ଼ିଆଳ ବନବିଭାଗକୁ ସଫଳତା । ୫ ଜଣ ବନ୍ୟଜନ୍ତୁ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ, ନଖ, ସମ୍ବର ଶିଙ୍ଗ, ହାଇନା ଦାନ୍ତ, କିଛି ପକ୍ଷୀଙ୍କ ପର ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଧନୁତୀରକୁ ଜବତ୍ କରି ଗିରଫ…

ଷଡ଼ଯନ୍ତ୍ରକାରୀ କିଏ ?

ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବିରୋଧରେ କିଏ କରୁଛି ଷଡ଼ଯନ୍ତ୍ର? ଭରତପୁର ଥାନାରେ ଏତଲା । ଅଭିଯୋଗର ଟାଇମିଂକୁ ନେଇ ବର୍ଷିଲେ ଅଜୟ କୁମାର । ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ଜାଣିଶୁଣି ତାଙ୍କ ବିରୋଧରେ ଏତଲା ଦିଆଯାଇଥିବା ଅଜୟ କୁମାର କହିଛନ୍ତି। ରାଜନୈତିକ…

‘ପିସିସି ଗଠନ ପରେ କଂଗ୍ରେସରେ ସାମିଲ ହେବେ ବହୁ ବିଜେଡି ନେତା’

ଭୁବନେଶ୍ବର; ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେକୁ ମିଳିବ ମୁଖୁଆ । ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତି ଚୟନ କରିବେ । ଏଥିପାଇଁ ଏଆଇସିସିର ଦୁଇ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।  ଦଳର ତୃଣମୂଳ…

ଦୀପାବଳିକୁ ନେଇ ପୂର୍ବତଟ ରେଳପଥର ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଟ୍ରେନ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଜ୍ୱଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରିବା ରେଳବାଇ ଅଧିନିୟମ, ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ ଏବଂ ଅପରାଧୀ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ…

ଭରତପୁର ଥାନା ଘଟଣା: କେବେ ଜଣାପଡିବ ସତ?

ଭୁବନେଶ୍ବର: ଭରତପୁର ଥାନା ଘଟଣାରେ କେବେ ସତ ଉପରୁ ପରଦା ହଟିବ ତାହାକୁ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ବାସ୍ତବରେ ସେଦିନ ରାତିରେ କ’ଣ ଘଟିଥିଲା ? ପୋଲିସ୍ ସତ କହୁଛି ନା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ? ଯାହାର ନ୍ୟାୟିକ ତଦନ୍ତ ଜାରି ରହିଛି । ଏହାରି ଭିତରେ ଆଜି ଭରତପୁର…

ଭୁଶୁଡିଲା ସୁଉଚ୍ଚ ତୋରଣ: ଚାପି ହୋଇଗଲା ବାଇକ୍, କାର୍

କଟକ: ଭୁଶୁଡିଲା ଦୁର୍ଗା ପୂଜା ବେଳେ ହୋଇଥିବା ସୁଉଚ୍ଚ ତୋରଣ । କଟକ ଖାନନଗର ଦୁର୍ଗା ପୂଜା କମିଟି ପକ୍ଷରୁ ନେତାଜୀ ବସ୍ ଟର୍ମିନାଲ ନିକଟରେ ନିର୍ମାଣ ହୋଇଥିବା ତୋରଣ ଭୁଶୁଡି ପଡିଛି । ଫଳରେ ଗୋଟିଏ କାର୍ ଓ ତିନୋଟି ବାଇକ୍ ଚାପି ହୋଇଥିବା ସୂଚନା ମିଳିଛି । ତେବେ ଚଳିତ ବର୍ଷ…

ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ: ସତ ହେବ ତ ସପନ?

ଭୁବନେଶ୍ବର: ପୁଣି ସାତକୋଶିଆରେ ଶୁଭିବ ମହାବଳ ଗର୍ଜନ । ବ୍ୟାଘ୍ର ପୁନରୁଦ୍ଧାର ଯୋଜନାରେ ସାତକୋଶିଆକୁ ଆସିବେ ୧୨ରୁ ୧୪ଟି ମହାବଳ ବାଘ । ମହାବଳ ଶୂନ୍ୟ ସାତକୋଶିଆ ପୁଣି ମହାବଳ ଗର୍ଜନରେ ଫାଟି ଉଠିବ ବୋଲି କହିଛନ୍ତି ବନବିଭାଗ ପିସିସିଏଫ୍‌ ସୁଶାନ୍ତ ନନ୍ଦ । ଏନେଇ ନନ୍ଦ କହିଛନ୍ତି,…

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ । ତେବେ ଏନେଇ ଅଜୟ…