Latest Odisha News

BREAKING NEWS

Browsing Category

ଓଡିଶା

Odisha

କାଳିଆକୁ ଶେଷ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଷ୍ଟ୍ରେଚରରେ ପହଞ୍ଚିଲେ କର୍କଟ ରୋଗୀ

ପୁରୀ: ଭକ୍ତ ଏବଂ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କ ସତରେ ବେଶ୍ ନିଆରା । ଆଉ ଏହାକୁ ସାଧାରଣତଃ ସମସ୍ତଙ୍କ ପକ୍ଷେ ବୁଝିବା ସମ୍ଭବପର ହୋଇନଥାଏ । ଏଭଳି ଏକ ଭକ୍ତିମିୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ । ଆଜି ସକାଳେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଜଣେ କର୍କଟ ରୋଗୀ ଷ୍ଟ୍ରେଚରରେ…

ଦେଶୀ ଗାଈ ଘିଅରେ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି

ପୁରୀ: ଦେଶୀ ଗାଈ ଘିଅରେ ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତ ପାଇଁ ମୋଦିଙ୍କୁ ଚିଠି ଲେଖିଲେ ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ। ସୁଆର ମହାସୁଆର ନିଯୋଗ ସମିତି ପକ୍ଷରୁ ଏହି ଚିଠି ଲେଖାଯାଇଛି। ଶ୍ରୀମନ୍ଦିରରେ ହେଉଥିବା ମହାପ୍ରସାଦ ଓମଫେଡ ପରିବର୍ତ୍ତେ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତି ହେଉ…

ପୁଣି ଲଘୁଚାପ; ଜାଣନ୍ତୁ କେଉଁଠି ରହିବ ପ୍ରଭାବ….

ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୦ ତାରିଖ ସୁଦ୍ଧା  ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଯଇ ହେବାର ସମ୍ଭାବନର ରହିଥିବା ବେଳେ ଳହାର ପ୍ରଭାବରେ ଆସନ୍ତା ୨୨ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା…

ଅବସର ପରେ ସାକାର କରୁଛନ୍ତି ସ୍ବପ୍ନ, ୬୪ ବର୍ଷରେ ବନିଲେ ଡାକ୍ତର

ଭୁବନେଶ୍ୱର: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ହାର ମାନେ ବୟସ। ଆଉ ଏହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଓଡିଶାର ଜୟ କିଶୋର ପ୍ରଧାନ। ପରିଣତ ବୟସରେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି ଜୟ କିଶୋର। ସାଧାରଣତଃ ଲୋକମାନେ ଅବସର ନେବା ପରେ ବାକି ଜୀବନ ଆରାମରେ ବିତାଇବାକୁ ଚାହିଁଥାନ୍ତି।…

ଦିଲ୍ଲୀ ହୋକ୍ସ କଲରେ ପ୍ରଭାବିତ ହୋଇନି ଭୁବନେଶ୍ୱରର କୌଣସି ବିମାନ: ବିମାନ ବନ୍ଦର ନିର୍ଦେଶକ

ଭୁବନେଶ୍ୱର: ବିମାନ ବନ୍ଦର ଗୁଡ଼ିକୁ ଆସିଥିବା ହୋକ୍ସ କଲ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ l ଦିଲ୍ଲୀରେ ହୋଇଥିବା ହୋକ୍ସ କଲ ନେଇ ଭୁବନେଶ୍ୱରରେ କୌଣସି ବିମାନ ପ୍ରଭାବିତ ହୋଇନି l କୌଣସି ପ୍ଲେନ ଯିବା କି ଆସିବାରେ ବିଳମ୍ବ ହୋଇନି ବୋଲି…

ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା

କେନ୍ଦୁଝର: ହାତୀ ଘଉଡାଇବା ବେଳେ ଏଲିଫ୍ୟାଣ୍ଟ ସ୍କ୍ୱାଡ଼୍ ସଦସ୍ୟକୁ କଚାଡ଼ି ମାରିଲା ଦନ୍ତା। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ନରଣପୁର ସେକ୍ସନର ଝାରବେଡ଼ ଗ୍ରାମ ନିକଟରେରେ ଘଟିଛି। ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ । ଏହି ଘଟଣାରେ ଏଲିଫ୍ୟାଣ୍ଟ…

ନାଳ ନିକଟରୁ ମାଆ-ଝିଅର ଖପୁରି ଓ କଙ୍କାଳ ଉଦ୍ଧାର! ହତ୍ୟା ସନ୍ଦେହରେ ୨ ଅଟକ

ଭଦ୍ରକ: ବାସୁଦେବପୁର ବ୍ଲକ ଲୁଣାବନ୍ଧ ନାଳ ନିକଟରୁ ଖପୁରି, କଙ୍କାଳ ଓ କିଛି ଦାନ୍ତ ଉଦ୍ଧାର କଲା ପୋଲିସ। ୫୯ ବର୍ଷ ବୟସ୍କା ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନାଳ ନିକଟରୁ ଖପୁରି ଓ କଙ୍କାଳ ଉଦ୍ଧାର। ଭଦ୍ରକ ଜିଲ୍ଲା ନାୟକାଣୀଡ଼ିହି ଥାନା ପାଞ୍ଚଘେରିଆ ଗାଁ…

ଆଉ ନାହାନ୍ତି ପ୍ରଭାତ ସାମନ୍ତରାୟ

କେନ୍ଦ୍ରାପଡା: ଆଉ ନାହାନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ । ୭୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ତେବେ ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ…

ଅସନ୍ତୋଷ ଝାଡିଲେ ହବିଷ୍ୟାଳି, ଆନ୍ଦୋଳନକୁ ଓହ୍ଲାଇଲେ

ପୁରୀ: ହବିଷ୍ୟାଳିଙ୍କ ପଞ୍ଜିକରଣକୁ ନେଇ ଅସନ୍ତୋଷ ପଞ୍ଜିକରଣ କରିନଥିବା ଝାଡିଲେ ହବିଷ୍ୟାଳି । ପଞ୍ଜିକରଣ ପ୍ରକ୍ରିୟାରେ ବାଦ ପଡିଥିବା ବେଳେ ବୃନ୍ଦାବତୀ ନିବାସ ଆଗରେ ହବିଷ୍ୟାଳିମାନେ ଆନ୍ଦୋଳନ କରିଛନ୍ତି । ପଞ୍ଜିକରଣ କରିନଥିବା ହବିଷ୍ୟାଳି ରହଣୀ ଦାବି କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।…

ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଧୂଳିସାତ୍ ହେଲା ସମ୍ପୂର୍ଣ୍ଣ ମନ୍ଦିର । ସେପଟେ ଟ୍ୟାଙ୍କରରେ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ସୂଚନା…