Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡ୍ରାଇଭିଂ ଟେଷ୍ଟିଂ ବେଳେ ଆଉ ହେବନି ପକ୍ଷପାତ…

ଭୁବନେଶ୍ବର: ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଆର୍ଟିଫିସିଆଲ ଇ​​‌ଣ୍ଟେଲିଜେନ୍ସ (ଏଆଇ) । ଗତବର୍ଷ ୬ଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥାର ପ୍ରୟୋଗ କରାଯାଇଥିଲା ଯାହା ସଫଳ ହୋଇଛି । ଏହା ପରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ୧୯ଟି ସ୍ଥାନରେ ଏଆଇ ଟେଷ୍ଟିଂ କରାଯିବା ପାଇଁ…

ସଙ୍ଘବଦ୍ଧ ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ହାତ ପାପୁଲି

ବ୍ରହ୍ମପୁର: ଖଣ୍ଡା ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ବାମ ହାତ ପାପୁଲି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଅଜିତ ନାୟକ । କୌଣସି କଥାକୁ ନେଇ ଅଜିତଙ୍କର ଯୁବକଙ୍କ ସହ ବଚସା ହୋଇଥିଲା । ଏହାପରେ ୫ ଜଣ…

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ, ନଚେତ୍‌ କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡ୍ କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି। ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏଭଳି…

ଆଖି ବୁଜିଲା କଲରାପତରିଆ ବାଘ

ବରଗଡ଼: ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଡୁଙ୍ଗୁରୀ ଜଙ୍ଗଲ ଅନ୍ତର୍ଗତ ଆମ୍ବାଭୋନା ବ୍ଲକ ମୁଣ୍ଡକଟି ରାସ୍ତାରେ ବାଘଟିର ମୃତଦେହ ମିଲିଛି। ବାଘର ମୃତଦେହକୁ ବନବିଭାଗ ଜବତ କରି ଭଟଲି ରେଞ୍ଜ ଅଫିସରେ ରଖାଯାଇଛି। ଏକ ଗାଡ଼ି ଧକ୍କାରେ ବାଘର ମୃତ୍ୟୁ…

ଶ୍ରୀଜୀଉଙ୍କ ବନକ ଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଆଶ୍ବିନ ଶୁକ୍ଲ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ…

୨୨ ରେ ପୁଣି ଲଘୁଚାପ, ବାତ୍ୟା ରୂପ ନେଇପାରେ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରି‌ଣତ ହୋଇପାରେ ବୋଲି ଜିଏସଫଏସ ମଡେଲ…

ଜାଣନ୍ତୁ କେବେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ?

ପୁରୀ: ସବୁ ସମୟରେ ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । ତେବେ ଚଳିତବର୍ଷ କୁମାରପର୍ବ ପାଳନ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । କାରଣ ଉଭୟ କ୍ୟାଲେଣ୍ଡର ଓ ପାଞ୍ଜିରେ ଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ତଥା ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି…

ହରିୟାଣା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଅକ୍ଟୋବର ୧୬ ଅର୍ଥାତ୍ ଆସନ୍ତାକାଲି ରୁ ଦୁଇ ଦିନିଆ ହରିୟାଣା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୭ ତାରିଖରେ ଚଣ୍ଡିଗଡ ଠାରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହା ସହିତ ସେହି ଦିନ ଚଣ୍ଡିଗଡ଼ ଠାରେ ଏନଡିଏ…

ଅକ୍ଟୋବର ୧୮ରୁ ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ରାଲି

ପୁରୀ: ଅକ୍ଟୋବର ୧୮ରୁ ୨୬ ପର୍ଯ୍ୟନ୍ତ ପୁରୀରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ରାଲି କରାଯିବ। ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ରାଲି ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସାଧାରଣ ପ୍ରବେଶିକା…

ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି । ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ । ପାଞ୍ଚଟି ଜୋନ୍ ଯଥା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ କରାଯିବ । ଓପିଏସସିର…