Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ, ସରକାର ନୀରବଦ୍ରଷ୍ଟା’

ଭୁବନେଶ୍ବର: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ ବରମୁଣ୍ଡା ମଞ୍ଚରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଯାଇଛନ୍ତି । ରାହୁଲ କହିଛନ୍ତି, “ଏମାନେ କୁଆଡ଼େ…

ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ଝଡବର୍ଷା ସମ୍ଭାବନା

ଭୁବନେଶ୍ବର: ଆଗାମୀ ୩ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବଲାଙ୍ଗିର, ମୟୂରଭଞ୍ଜ,କୋରାପୁଟ,ସୁନ୍ଦରଗଡ ଓ କଳାହାଣ୍ଡି ଜିଲ୍ଲାକୁ ୟଲୋ ଓ୍ବାର୍ଣ୍ଣିଂ ଦେଇଛି । ଲୋକଙ୍କୁ…

ଓଡ଼ିଶା ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍; ‘ଗରିବ ଲୋକଙ୍କର ସମ୍ପତ୍ତି ଲୁଟୁଛନ୍ତି’

ଭୁବନେଶ୍ବର: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶାରେ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ଓଡ଼ିଶା ସରକାର କେବଳ ଗରିବଙ୍କୁ ଲୁଟୁଛନ୍ତି । ପ୍ରଥମେ ବିଜେଡି ଲୁଟୁଥିଲା, ଏବେ ବର୍ତ୍ତମାନର ସରକାର ଲୁଟୁଛି । ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କର ଅଛି ଓ ରହିବ…

ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲ: ରାହୁଲ

ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହି ଅବସରରେ ସେ ପୁରୀ ରଥଯାତ୍ରା…

‘ଅବାନ୍ତର ଓ ମିଛ କଥା କହୁଛନ୍ତି’: ରାହୁଲଙ୍କ ଭାଷଣ ଶୁଣି ଚିହିଁକି ଉଠିଲେ ବିଜେପି ନେତା, ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ। ଏହାସହ ବିଜେଡିକୁ ମଧ୍ୟ ଟାର୍ଗେଟ…

ଅବୈଧ ପ୍ରେମ ପାଇଁ ହଳ କଲେ ପ୍ରେମୀ ଯୁଗଳ

ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ…

ବୈତରଣୀରେ ବନ୍ୟା, ଦବିଗଲା ବ୍ରିଜ

ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ…

ରାହୁଲ ଗାନ୍ଧୀଙ୍କ ରୋଡ୍ ସୋ’: ରାଜଧାନୀରେ ୫୩ ପ୍ଲାଟୁନ ଫୋର୍ସ ମୁତୟନ, ଟ୍ରାଫିକ ଆଡଭାଇଜରି ଜାରି

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ। ସୁରକ୍ଷା ଦୃଷ୍ଟିରୁ ଡଗ୍‌ ସ୍କ୍ବାଡ୍ ଓ ବମ୍‌ ସ୍କ୍ବାଡ୍ ଟିମ୍‌ ନିୟୋଜିତ। ବିମାନବନ୍ଦରଠାରୁ ମେଡିକାଲ୍‌ ଛକ ଯାଏଁ ରୋଡ ସୋ ହେବ। ରାହୁଲ…

ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ଥାନା ଗଜବନ୍ଧ ପଞ୍ଚାୟତରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ମୃତକ ହେଲେ ବଲ୍ଲଭ ଖେତି। ମୃତକ ବଲ୍ଲଭ ଖେତି ଗଜବନ୍ଧର ପୂର୍ବତନ ସରପଞ୍ଚ ଏବଂ ବର୍ତ୍ତମାନର…

ଶରଧାବାଲି ଦଳାଚଟକା ଘଟଣା: ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର

ପୁରୀ: ଶରଧାବାଲି ଦଳାଚଟକା ଘଟଣାରେ ୪ଘଣ୍ଟା ଧରି ସାକ୍ଷ୍ୟ ଗ୍ରହଣ କଲେ ଉନ୍ନୟନ କମିସନର ଅନୁ ଗର୍ଗ। ଘଟଣା ସଂପର୍କରେ ବରିଷ୍ଠ ସେବାୟତଙ୍କ ଠାରୁ ପଚାରି ବୁଝିଲେ ଉନ୍ନୟନ କମିସନର। ପୁରୀରେ ସାକ୍ଷ୍ୟ ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର, ଅନାଥ ଦାସ ମହାପାତ୍ର ଓ ଭବାନୀ ଦାସ…