Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜିନ୍ଦଲ ଷ୍ଟିଲର କାଶିଆ ମାଇନ୍ସରେ ୧୭୫ତମ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

ଯୋଡ଼ା: ଜାତୀୟ ପତାକା ଏକତା, ସ୍ୱାଭିମାନ ଓ ଆମ ସାମଗ୍ରିକ ଆକାଂକ୍ଷାର ପ୍ରତୀକ। ଏହା ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ”। ଏହା କହିଛନ୍ତି କୁରୁକ୍ଷେତ୍ର ସାଂସଦ ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ସଭାପତି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର(ଜେଏସପି) ଅଧ୍ୟକ୍ଷ ନବୀନ ଜିନ୍ଦଲ।…

ରାଜ୍ୟରେ ଆଉ ୪ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ଭୁବନେଶ୍ବର: ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ନୂଆ ୪ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ୪୯ରେ ପହଞ୍ଚିଛି ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ୧୫ ଜଣ ସୁସ୍ଥ…

ଦିଲ୍ଲୀରେ ପି.ଓ.ଭି.ଏସ.ର ଦ୍ୱାଦଶ ପ୍ରବାସୀ ଓଡ଼ିଆ ଦିବସ ପାଳିତ

ନୂଆଦିଲ୍ଲୀ:ପ୍ରବାସୀ ଓଡିଆ ବିକାଶ ସମିତିର ଦ୍ୱାଦଶ ପ୍ରବାସୀ ଓଡିଆ ଦିବସ ତଥା ବିଷୁବ ମିଳନ ନୂଆଦିଲ୍ଲୀର ଭାରତୀୟ ଜନସଂଚାର ସଂସ୍ଥା ପ୍ରେକ୍ଷାଳୟରେ ରବିବାର ଦିନ ପାଳନ ହୋଇଯାଇଛି। ପଣା ପିଇ ଓଡ଼ିଆ ଘରର ଖାଦ୍ୟ ଖାଇ ଓଡିଶୀ, ସମ୍ବଲପୁରୀ ସମେତ ବିଭିନ୍ନ ନୃତ୍ୟ ଗୀତର ତାଳେ ତାଳେ ପ୍ରବାସୀ…

ଭାରତ ମଣ୍ଡପମ୍ ଭଳି ହେବ ଓଡ଼ିଶା ମଣ୍ଡପ; ସରିଛି ଜାଗା ଚିହ୍ନଟ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ବର: ନୂଆ ଢ଼ାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲ୍ଡିଂର ରୂପରେଖ ବଦଳାଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ ସମ୍ମିଳନୀ…

ସିଏମ ଟ୍ରଫି ଫୁଟବଲ ଚାମ୍ପିୟନସିପ: ବରଗଡ଼ ଏଫସିର ଟାଇଟଲ ହାସଲ

ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା ସିଏମ୍ ଟ୍ରଫି (ଅଣ୍ଡର-୧୫) ଫୁଟବଲ ଚାମ୍ପିୟନସିପ -୨୦୨୫। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମ୍ୟାଚ୍ ଆଜି ରାଉରକେଲା ସ୍ଥିତ…

କଟକରେ ସମୀକ୍ଷା ବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆହତ

କଟକ: କଟକକୁ ଯିବା ବେଳେ ରବିବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଜୁନ୍ ୧୩ ତାରିଖରେ ତଳ ବାଲି ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ନାରୀ ଶକ୍ତି ମେଳାର ବ୍ୟବସ୍ଥା ସମୀକ୍ଷା କରିବା ପାଇଁ ସେ ଯିବା ବେଳେ ଏହି ଅଘଟଣ…

ଶ୍ରୀମନ୍ଦିରରେ ଅଘଟଣ; ଗରମ ଡାଲି ପଡି ୭ଭକ୍ତ ଆହତ

ପୁରୀ:ଶ୍ରୀମନ୍ଦିର ପରିସରରେ ରବିବାର ଅଘଟଣ ଘଟିଛି । ଶ୍ରୀମନ୍ଦିରରେ ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି । ଗରମ ଡାଲି ପଡ଼ିଥିବା ସମସ୍ତ ଭକ୍ତ ନୟାଗଡ଼ ବାସିନ୍ଦା ବୋଲି କୁହାଯାଉଛି । ଆହତ ୭ଜଣଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ…

ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ରାଜଧାନୀରେ ହେବ ଗେଷ୍ଟ ହାଉସ୍‌

ଭୁବନେଶ୍ବର: ଭୁବନେଶ୍ବର ଆସୁଥିବା ପାଇଁ ପ୍ରତି ଜିଲ୍ଲାର ଲୋକଙ୍କ ପାଇଁ ହେବ ଗେଷ୍ଟ ହାଉସ୍ । ରାଜସ୍ବ ମନ୍ତ୍ରୀ ସ‌ୁରେଶ ପୂଜାରୀ ରବିବାର ଏହି ସୂଚନା ଦେଇଛନ୍ତି। ମୋହନ ସରକାରଙ୍କ ଏହି ପଦକ୍ଷେପ କାର୍ଯ୍ୟରେ ପରିଣତ ହେଲେ ଅନ୍ୟ ଜିଲ୍ଲାରୁ ତଥା ଶହଶହ କିଲୋମିଟର ଦୂରରୁ ଭୁବନେଶ୍ବର ଆସୁଥିବା…

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି; ଜାଣନ୍ତୁ କେଉଁପଟେ ଯିବେ…

ପୁରୀ: ଜୁନ୍ ୧୧ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ଦେବସ୍ନାନ ପୂର୍ଣ୍ଣିମା ହେବ। ଏହି ଅବସରରେ ପୁରୀରେ ବହୁ ସଂଖ୍ୟକ ଭକ୍ତଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଫଳରେ ସୁଗମ ଯାନବାହାନ ଚଳାଚଳ ପାଇଁ ପୋଲିସ ରବିବାର ଏକ ଟ୍ରାଫିକ ପରାମର୍ଶ ଜାରି କରିଛି। ଚାର ଚକିଆ ଯାନ ୧. ବ୍ରହ୍ମଗିରି…

ବିଦ୍ୟୁତ ଆଘାତରେ ଆଖିବୁଜିଲେ ୩ ଶ୍ରମିକ

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ।ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ଚାଲିଗଲା ଜୀବନ । ସୂଚନା ଅନୁସାରେ ଗଗନଧୂଳି ଗାଁର ବାପି ମାଝୀଙ୍କର ଘରେ ଆଜି ଶ୍ରମିକମାନେ ପାଇଖାନା ଟାଙ୍କି ପାଇଁ କାମ କରୁଥିବା ହଠାତ୍‌ ସମସ୍ତ ଶ୍ରମିକ ବିଦ୍ୟୁତ…