Latest Odisha News

BREAKING NEWS

Browsing Category

ଓଡିଶା

Odisha

ଧରାପଡିଲେ ଆଉ ଜଣେ ରଙ୍ଗିଲା ବାବା, ଗେରୁଆ ବସ୍ତ୍ର ଭିତରେ କଳା ଚେହେରା

ଢେଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଆଉ ଜଣେ ଭଣ୍ଡବାବାଙ୍କ କଳା କାର୍ଣ୍ଣାମା । ମୁହଁରେ ଲମ୍ବା ଦାଢି, ମୁଣ୍ଡରେ ପଗଡି ସାଙ୍ଗକୁ ମସ୍ତକରେ ଚିତା, ଶରୀରରେ ରହିଛି ଗେରୁଆ ବସ୍ତ୍ର । ହେଲେ ବାବାଙ୍କ କାଣ୍ଡକାର୍ଣ୍ଣାମା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ । ବାବାଙ୍କର ଆପତ୍ତିଜନକ ଭିଡିଓ ଏବେ…

ମା’ଙ୍କୁ ବିଦାୟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି: ଜାଣନ୍ତୁ କେଉଁଠି ରହିଛି ଟ୍ରାଫିକ୍ କଟକଣା…

ଭୁବନେଶ୍ବର: ଆଜି ମେଲାଣି ନେବେ ଜଗତ ଜନନୀ ମା' ଦୁର୍ଗା । ୯ ଦିନ ଧରି ମଣ୍ଡପରେ ଭକ୍ତଙ୍କୁ ନିଜର ଦୁର୍ଲଭ ରୂପର ଦର୍ଶନ କରାଇବା ପରେ ଆଜି ବିଦାୟ ନେବେ ମା’ ଦୁର୍ଗତୀନାଶିନୀ । ମା’ଙ୍କୁ ମେଲାଣି ଦେବାରେ ମନରେ ଯେତିକି ଦୁଃଖ ରହିଛି, ବିଦାୟ ନେଲେ ପୁଣି ଆର ବରଷକୁ ମା’ ଆସିବେ ତା’ର ଉତ୍କଣ୍ଠା…

ଦୁଲୁକିବ ବଡଦାଣ୍ଡ, ଚାଲିବ ଦେବୀସଭା, ଜମିବ ଗୋଷାଣୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଗୋଷାଣୀ ଯାତ୍ରା । ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ଟି ମେଢ ଏକାଠି ହେବେ । ସମସ୍ତେ ସିଂହଦ୍ଵାର ଠାରେ ଏକାଠି ହେବାପରେ ଚାଲିବ ଦେବୀସଭା। ସେପଟେ ଗୋଷାଣି ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ…

ଓଡିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ….

ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ…

ଅଗଷ୍ଟ ୧୪ରେ ଚନ୍ଦ୍ର ପଛରେ ଲୁଚିବ ଶନି 

ଭୁବନେଶ୍ବର: ଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ କିଛି ସମୟ ପରେ ପୁନର୍ବାର ଦେଖାଯିବ। ଅନେକ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚିରହିବ । ଆକାଶ ମେଘମୁକ୍ତ ରହିଲେ ଭାରତ ତଥା ଓଡିଶାର ସବୁ ଅଞ୍ଚଳରୁ ଅଗଷ୍ଟ ୧୪…

ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ଵର: ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ଫିଙ୍ଗି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି ପୋଲିସ । ଏବେ ତାଙ୍କ…

ରାଜ୍ୟରୁ ବିଦାୟ ନେବ ମୌସୁମୀ, ପାଗ ରହିଛି ଅନୁକୂଳ

ଭୁବନେଶ୍ବର: ରାଜ୍ୟରୁ ବିଦାୟ ନେବ ମୌସୁମୀ। ଏଥିପାଇଁ ବାୟୁ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ୨ ଦିନ ମଧ୍ୟରେ ଏହା ଓଡ଼ିଶାର କିଛି ଭାଗରୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ…

ଜାଣନ୍ତୁ, ଭୁବନେଶ୍ବରରେ ଆଜି ରାବଣ ପୋଡ଼ି ଦେଖିବାକୁ କେଉଁଠାକୁ ଯିବେ……

ଭୁବନେଶ୍ବର: ଆଜି ଦଶହରା। ଦଶହରାକୁ ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ଏଥିପାଇଁ ବିଜୟା ଦଶମୀର ମୁଖ୍ୟ ଆକର୍ଷଣ ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକ ଭାବେ ବିଭିନ୍ନ ସ୍ଥାନରେ ଆଜି ସନ୍ଧ୍ୟାରେ ରାବଣ ପୋଡି ଅନୁଷ୍ଠିତ ହେବ । ଏଥିପାଇଁ ଭୁବନେଶ୍ବରର…

କିଏ ପାରାଦୀପର ରାବଣ? ଶାଣିତ ଆକ୍ରମଣ କରି କହିଲେ ମନ୍ତ୍ରୀ

ପାରାଦୀପ: ଆଜି ଦଶହରାରେ ରାବଣ ପୋଡ଼ି ସହିତ ତୁଳନା କରି ବିରୋଧୀଙ୍କୁ ତେର୍ଚ୍ଛା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ…

ମହାପ୍ରଭୁଙ୍କ ମହାପ୍ରସାଦ ନେଇ ବଡ ଘୋଷଣା କଲେ ଆଇନ ମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବଡ ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି, ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଗଣା ମହାପ୍ରସାଦ କୁଡୁଆ ମିଳିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ ଆହୁରି କହିଛନ୍ତି ଯେ,…